Browsing Category
Breaking News
ଆଇଏମଏର ପୂର୍ବତନ ସଭାପତି ଡାକ୍ତର କେକେ ଅଗ୍ରୱାଲଙ୍କ କରୋନାରେ ପରଲୋକ
ନୂଆଦିଲ୍ଲୀ: କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଥିବା ବେଳେ ମୃତ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ହାର୍ଟ କେୟାର୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସଭାପତି ଓ ଆଏମଏର ପୂର୍ବତନ ସଭାପତି ପଦ୍ମଶ୍ରୀ ଡାକ୍ତର କେକେ…
‘ତଉକ୍ତେ’ ତାଣ୍ଡବ: ୧୬ ମୃତ, ୧୯୦ କିମି ବେଗରେ ପବନ
ନୂଆଦିଲ୍ଲୀ, ୧୮ା୫: ଆରବ ସାଗରରେ ସୃଷ୍ଟି ହୋଇଥିବା ୨୦୨୧ ବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ଭୟଙ୍କର ରୂପ ନେଇଛି । ଗତକାଲି ରାତି ୮ଟା ୩୦ରେ ଏହା ଗୁଜରାଟ ଉପକୂଳ ଛୁଇଁଥିଲା । ଏହାର ପ୍ରଭାବରେ ମହାରାଷ୍ଟ୍ର, କର୍ଣ୍ଣାଟକ,…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୪ ଲକ୍ଷ ୩ ହଜାର ପାର
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୩ ହଜାର ୯୯୪ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୪୨ ଲକ୍ଷ ୬୨…
ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସଙ୍କୁ BCCIର ନୂଆ ଦାୟିତ୍ୱ
ନୂଆଦିଲ୍ଲୀ: ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସଙ୍କୁ BCCIର ନୂଆ ଦାୟିତ୍ୱ ଦିଆଯାଇଛି। ଶିବସୁନ୍ଦର ଭାରତୀୟ ମହିଳା କ୍ରିକେଟ ଟିମ୍ର ବ୍ୟାଟିଂ କୋଚ୍ ହୋଇଛନ୍ତି । ବ୍ୟାଟିଂ କୋଚ ନିଯୁକ୍ତି ନେଇ ଖୋଦ ଶିବସୁନ୍ଦର…
ପଞ୍ଚାୟତ ନିର୍ବାଚନ ଡ୍ୟୁଟି ବେଳେ କରୋନା ନେଲା ୧୬୨୧ ଶିକ୍ଷା କର୍ମଚାରୀଙ୍କ ଜୀବନ, ଲିଷ୍ଟ ଜାରି
ଲକ୍ଷ୍ନୌ : କରୋନା ମହାମାରୀ ହୁ ହୁ ହୋଇ ମାଡିଚାଲିଥିବା ବେଳେ ଅନେକ ଲୋକଙ୍କର ଜୀବନ ଯାଉଛି । ଏହାରି ମଧ୍ୟରେ ଉତ୍ତର ପ୍ରଦେଶର ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରୁଥିବା ବେଳେ କରୋନାରେ ସଂକ୍ରମିତ ଶିକ୍ଷା କର୍ମଚାରୀଙ୍କ…
ରାଜ୍ୟରେ ବଢୁଛି ତାତି: ଆଜି ୪୦ ଡିଗ୍ରୀ ଉପରେ ୭ ସହର
ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ତାତି ବଢିବାରେ ଲାଗିଛି । ରାଜ୍ୟରେ ଆଜି ୪୦ ଡିଗ୍ରୀ ଉପରେ ରହିଛି ୭ ସହରର ତାପମାତ୍ରା । ୪୦ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ । ସେହିପରି…
ତାଉକ୍ତେର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ: ଦୁଇ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ସ୍ଥଳଭାଗ ଛୁଇଁବା ପ୍ରକ୍ରିିୟା
ମୁମ୍ବାଇ: ଆରମ୍ଭ ହୋଇଛି ସାମୁଦ୍ରିକ ଝଡ ତାଉକ୍ତେର ଲ୍ୟାଣ୍ଡଫଲ ପ୍ରକ୍ରିୟା । ତେବେ ଏହି ପ୍ରକ୍ରିୟା ଦୁଇ ଘଣ୍ଟା ଧରି ଚାଲିବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଗଜୁୁରାଟ ଊପକୂଳର…
DRDOର ଔଷଧ ‘2 DG’କୁ କୁହାଯାଉଛି କରୋନାର ‘ସଞ୍ଜୀବନୀ’, ଜାଣନ୍ତୁ କାହିଁକି?
ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ଚିନ୍ତା ଲାଗିରହିଥିବା ବେଳେ ଭାରତରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 2 DG ଔଷଧ ଲଞ୍ଚ ହୋଇଛି । କରୋନା ବିରୋଧ ଯୁଦ୍ଧରେ DRDOର ଏହି ନୂଆ ଔଷଧ ଆଶାର କିରଣ ନେଇ ଆସିଛି । ଏହି ଔଷଧର…
ଏବେ ବିବାହ ଏବଂ ଅନ୍ତିମ ସଂସ୍କାର ପାଇଁ ନେବାକୁ ହେବ ଇ-ପରମିସନ
ଭୁବନେଶ୍ୱର: ରାଜଧାନୀରେ ବିବାହ କାର୍ଯ୍ୟ ତଥା ଅନ୍ତିମ ସଂସ୍କାର ପାଇଁ ଅନୁମତି ଦେବା ପାଇଁ କମିଶନରେଟ୍ ପୋଲିସ ସୋମବାର ଇ-ପୋଲିସ୍ ଲାଇସେନ୍ସ ସେବା ଆରମ୍ଭ କରିଛି।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା…
ଭୁବନେଶ୍ୱରରୁ ଆଜି ୮୬୪ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୮୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…