fbpx
Browsing Category

Breaking News

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଥାନାବାବୁ

ଢେଙ୍କାନାଳ, ୨୬ା୨ (ଓଡିଶା ଭାସ୍କର): ପୁଣି ଖାକିରେ କଳଙ୍କର ଛିଟା । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ଆଇଆଇସି । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଗିରଫ ହୋଇଛନ୍ତି…

ନିଲମ୍ବିତ ହେଲେ କୁନ୍ଦେଇ ସରପଞ୍ଚ

ନବରଙ୍ଗପୁର, ୨୬ା୨ (ଓଡିଶା ଭାସ୍କର): ସରକାର ବିରୋଧୀ କାର୍ଯ୍ୟ କରି କୁନ୍ଦେଇ ସରପଞ୍ଚ ନିଲମ୍ବିତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଗ୍ରାମପଞ୍ଚାୟତର ସରପଞ୍ଚଙ୍କୁ କାର୍ଯ୍ୟରୁ ନିଲମ୍ବନ…

ବିଧାନସଭା ବଜେଟ୍ ଅଧିବେଶନର ଅଷ୍ଟମ ଦିନ: ମୁଲତବୀ ପ୍ରସ୍ତାବ ଉପରେ ହେବ ଆଲୋଚନା ଆଜି

ଭୁବନେଶ୍ୱର, ୨୬ା୨ (ଓଡିଶା ଭାସ୍କର): ଆଜି ବିଧାନସଭା ବଜେଟ୍ ଅଧିବେଶନର ଆଜି ଅଷ୍ଟମ ଦିବସ । ଆଜି ସାଧାରଣ ବଜେଟ୍ ଉପରେ ହେବ ଆଲୋଚନା । ଦ୍ୱିତୀୟ ଦିନ ପାଇଁ ଆଜି ସାଧାରଣ ବଜେଟ୍ ଉପରେ ଆଲୋଚନା କରାଯିବ । ଗତକାଲି…

ଦେଶରେ ୨୪ ଘଣ୍ଟାରେ ୧୨୦ ମୃତ, ୧୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୬ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୨୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୮୨୫କୁ ବୃଦ୍ଧି…

ମାଓ ଅପରେସନ୍: ୭ ମାଓ କ୍ୟାମ୍ପ ଧ୍ୱଂସ

ମାଲକାନଗିରି, ୨୬ା୨ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଚଢ଼ାଉ ବେଳେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟ ଫଳରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା…

ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ଜବତ ହେଲା ସନ୍ଦିଗ୍ଧ କାର୍

ମୁମ୍ବାଇ, ୨୬ା୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀଙ୍କ ମୁମ୍ବାଇର ଘର ଆଣ୍ଟିଲିଆ ସାମ୍ନାରୁ ଏକ ବିସ୍ଫୋରକ ଭର୍ତ୍ତି ଏସୟୁଭି କାରକୁ ଜବତ କରାଯାଇଛି । ସୁରକ୍ଷାକର୍ମୀ କାରକୁ ଜବତ କରିବା ସହ ପୋଲିସକୁ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫.୧୮ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୨୬ା୨: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୫ ଲକ୍ଷ ୧୮ ହଜାର ୨୯୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୩୫ ଲକ୍ଷ ୩୨ ହଜାର ୩୩କୁ…

ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ

ନୂଆଦିଲ୍ଲୀ, ୨୬ା୨: ବ୍ୟବସାୟୀ ସଂଘ ପକ୍ଷରୁ ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନରେ ସମଗ୍ର ଦେଶର ୮ କୋଟି ବ୍ୟବସାୟୀ  ସାମିଲ ହେବେ । ରାଜ୍ୟର ମଧ୍ୟ ୨୪ ଲକ୍ଷ ବ୍ୟବସାୟୀ ସାମିଲ ହେବେ ବୋଲି…

ପାର୍ଟନର ଆପଣଙ୍କୁ ଧୋକ୍କା ଦେଉନାହାନ୍ତି ତ, ଜାଣନ୍ତୁ ହାପି ରିଲେସନସିପର ସଙ୍କେତ

ପ୍ରତ୍ୟେକ ରିଲେସନସିପ୍ ପ୍ରେମ ଓ ବିଶ୍ୱାସରେ ଚାଲିଥାଏ । ଏଥିରେ ସାମାନ୍ୟ ବ୍ୟତିକ୍ରମ ହେଲେ ସମ୍ପର୍କ ବେଶିଦିନ ତିଷ୍ଠି ରହିପାରେ ନାହିଁ । ଦୁଇଜଣ ଦୀର୍ଘ ସମୟ ପର୍ଯ୍ୟନ୍ତ ପରସ୍ପର ସହିତ ଏକତ୍ର ରହିବା ଫଳରେ ପରସ୍ପରର…