fbpx
Browsing Category

Breaking News

ବିର୍ସା ମୁଣ୍ଡାଙ୍କ ନାଁରେ ହକି ଷ୍ଟାଡିୟମ

ରାଉରକେଲା,୧୬ ।୨(ଓଡିଶା ଭାସ୍କର): ସୁନ୍ଦରଗଡ଼ର ବିକାଶ ପାଇଁ ୪୯୧୫ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ରାଉରକେଲାକୁ ଆଶାର ସହର କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ…

ସୁନ୍ଦରଗଡକୁ ୪,୯୧୫ କୋଟିର ପ୍ୟାକେଜ୍

ରାଉରକେଲା,୧୬ ।୨(ଓଡିଶା ଭାସ୍କର): ସୁନ୍ଦରଗଡ଼ର ବିକାଶ ପାଇଁ ୪୯୧୫ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୁଖ୍ୟମନ୍ତ୍ରୀ ୮୩୪ କୋଟି ୨୩ ଲକ୍ଷ ଟଙ୍କାର ପ୍ରକଳ୍ପର ଲୋକାର୍ପଣ…

ଗୋଧ୍ରା ଟ୍ରେନ୍ ପୋଡ଼ି: ୧୯ ବର୍ଷ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ଅହମ୍ମଦାବାଦ, ୧୬ା୨: ୨୦୦୨ରେ ଗୁଜୁରାଟରେ ଘଟିଥିବା ବହୁଚର୍ଚ୍ଚିତ ଗୋଧ୍ରା ଟ୍ରେନ ପୋଡ଼ି ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି । ଗୋଧ୍ରା ସାବରବତୀ ଏକ୍ସପ୍ରେସ ନରସିଂହାର ଘଟଣାର ମୁଖ୍ୟ ଅଭିଯୁକ୍ତ ରଫିକ୍ ହୁସେନ୍ ଭତୁକ…

ଆଜି ହେବ ରଥକାଠ ଅନୁକୂଳ

ପୁରୀ, ୧୬ା୨ (ଓଡିଶା ଭାସ୍କର): ଆଜି ପବିତ୍ର ଶ୍ରୀ ବସନ୍ତ ପଞ୍ଚମୀ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ । ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ…

ବାଇ-ଲ’ ପ୍ରସଙ୍ଗ: ଘଣ୍ଟ ବାଡ଼େଇ ପ୍ରତିବାଦ କଲା ନିଖିଳ ଓଡ଼ିଶା ସେବାୟତ କମିଟି

ଭୁବନେଶ୍ୱର, ୧୬ା୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ ବାଇ-ଲ’କୁ ବିରୋଧ କରି ନିଖିଳ ଓଡ଼ିଶା ସେବାୟତ କମିଟି ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ଓଡ଼ିଶାର ମନ୍ଦିର ପାଇଁ କେନ୍ଦ୍ର ସରକାର ଜାରି କରିଥିବା ବାଇ-ଲ’କୁ…

ଦେଶରେ ୨୪ ଘଣ୍ଟାରେ ୮୧ ମୃତ, ୯ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୬ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୮୧୩କୁ ବୃଦ୍ଧି…

ତୈଳ ଦର ଅସମ୍ଭାଳ: କ୍ରମାଗତ ଅଷ୍ଟମ ଦିନରେ ପେଟ୍ରୋଲ ଡିଜେଲ ମହଙ୍ଗା

ନୂଆଦିଲ୍ଲୀ, ୧୬ା୨: ଦେଶରେ ଲଗାତର ତୈଳ ଦର ବଢ଼ିଚାଲିଛି । କ୍ରମାଗତ ଭାବେ ଅଷ୍ଟମ ଦିନ ପାଇଁ ଦେଶରେ ତୈଳ ଦଳ ବୃଦ୍ଧି ପାଇଛି । ଦେଶରେ ପେଟ୍ରୋଲ ଲିଟର ପିଛା ୨୬-୩୦ ପଇସା ବୃଦ୍ଧି ଘଟିଥିବା ବେଳେ ଡିଜେଲ ଲିଟର ପିଛା ୩୩ରୁ…

ଆଜି ବସନ୍ତ ପଞ୍ଚମୀ, ବିଦ୍ୟାଦାତ୍ରୀ ଦେବୀ ସରସ୍ୱତୀଙ୍କ ଆରାଧନା ଦିବସ

“ଯା କୁନ୍ଦେନ୍ଦୁ ତୁଷାରହାର ଧବଳା ଯା ଶୁଭ୍ର ବସ୍ତ୍ରାବୃତା ଯା ବୀଣାବରଦଣ୍ଡମଣ୍ଡିତକରା ଯା ଶ୍ୱେତପଦ୍ମାସନା । ଯା ବ୍ରହ୍ମାଚ୍ୟୁତ ଶଂକର ପ୍ରଭୃତିଭିର୍ଦେବୈଃ ସଦା ବନ୍ଦିତା ସା ମାଂ ପାତୁ ସରସ୍ୱତୀ ଭଗବତୀ…