Browsing Category
Breaking News
ଦେଶରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ, ୯ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୯୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୨ ହଜାର ୩୬୨କୁ ବୃଦ୍ଧି…
କୋଭିଡ୍ ନିୟମ ଉଲ୍ଲଂଘନ କରି ଶବ ପୋତିଦେଲେ: ଚାଲିଗଲା ୨୧ ଜଣଙ୍କ ଜୀବନ
ନୂଆଦିଲ୍ଲୀ, ୯ା୫: ଭାରତରେ କରୋନା ସଂକ୍ରମଣ ଶୀର୍ଷସ୍ତରରେ ରହିଛି । ରାଜସ୍ଥାନରେ ମଧ୍ୟ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ସିକର ଜିଲ୍ଲା ଅନ୍ତର୍ଗତ ଏକ ଗାଁର ଗ୍ରାମବାସୀ କରୋନା ରୋଗୀଙ୍କୁ ବିନା କୋଭିଡ୍ ପ୍ରୋଟୋକଲରେ…
ଧରାପଡ଼ିଲା ଚୀନର ଷଡ଼ଯନ୍ତ୍ର: ୫ ବର୍ଷ ପୂର୍ବରୁ ହୋଇଥିଲା କରୋନା ଯୋଜନା
ନୂଆଦିଲ୍ଲୀ, ୯ା୫: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିବା ପାଇଁ ଚୀନ୍ ପାଞ୍ଚ ବର୍ଷ ପୂର୍ବରୁ ବ୍ୟୁହ ରଚନା କରିଥିଲା । ୨୦୧୫ରେ ଚୀନର ସାମରିକ ବିଜ୍ଞାନୀମାନେ ଏକ କୃତିମ ଭୂତାଣୁକୁ ଅସ୍ତ୍ରଭାବେ ବ୍ୟବହାର କରିବାକୁ…
ସ୍କୁଲ ନିକଟରେ ଭୟଙ୍କର ବିସ୍ଫୋରଣ: ୩୦ ଜଣଙ୍କ ମୃତ୍ୟୁ, ୫୦ ଗୁରୁତର
କାବୁଲ, ୯ା୫: ଆଫଗାନିସ୍ତାନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏକ ଗାର୍ଲସ୍ ସ୍କୁଲ ନିକଟରେ ଏହି ବିସ୍ଫୋରଣ ଘଟି ୩୦ ଜଣଙ୍କ ମୃତ୍ୟୁ ଘଟିଛି । ୫୦ରୁ ଅଧିକ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୨.୯୬ ଲକ୍ଷ ଟପିଲା
ନୂଆଦିଲ୍ଲୀ, ୯। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୯୬ ହଜାର ୫୬୯ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୮୩ ଲକ୍ଷ ୧୧…
ଓଡିଶାରେ ଆଜି ୧୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର,୯ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…
ଓଡିଶା ଦୈନିକ ସଂକ୍ରମଣ ୧୦ ହଜାର ପାର୍: ଆଜି ୧୦,୬୩୫ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୯ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ବି ୧୦ ହାଜର ଉପରେ ରହିଛି ରାଜ୍ୟର ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା…
୫୦ରୁ ଅଧିକ ମାଓବାଦୀ କରୋନା ପଜିଟିଭ
ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ୫୦ରୁ ଅଧିକ ମାଓବାଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଇନାମୀ ମହିଳା ମାଓବାଦୀ ସୁଜାତା ବି କରୋନା ପଜିଟିଭ ହୋଇଥିବା ଜଣାପଡିଛି ।…
୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ ACSଙ୍କ ଚିଠି, ଜାଣନ୍ତୁ ଟିକା ଦେବାର ସମୟ
ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ବର୍ତ୍ତମାନ ସମୟରେ ରାଜ୍ୟରେ ୪୫ରୁ ଉର୍ଦ୍ଧ୍ୱଙ୍କୁ ଟିକାର ୧ମ ଓ ୨ୟ ଡୋଜ୍ ଦିଆଯାଉଥିବା ବେଳେ ୧୮ରୁ…
କରୋନାରେ ଭାରତୀୟ ହକିର ପୂର୍ବତନ କୋଚ୍ ଏମ.କେ କୌଶିକଙ୍କ ପରଲୋକ
ନୂଆଦିଲ୍ଲୀ.୮ ।୪: କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି । ଏହାରି ମଧ୍ୟରେ ପୂର୍ବତନ ଭାରତୀୟ ହକି ଖେଳାଳି ତଥା ପ୍ରଶିକ୍ଷକ ଏମ.କେ କୌଶିକଙ୍କ ପରଲୋକ ହୋଇଛି । ସେ କରୋନାରେ ସଂକ୍ରମିତ ହୋଇଥିଲେ ।…