fbpx
Browsing Category

Breaking News

ଅନ୍ତିମ ସଂସ୍କାରରୁ ଅନ୍ତିମ ଯାତ୍ରା: ଶ୍ମଶାନ କାନ୍ଥ ଭୁଶୁଡ଼ି ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୩ା୧): ଦିଲ୍ଲୀର ଗାଜିଆବାଦରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏକ ଶ୍ମଶାନ ଛାତ ଭୁଶୁଡ଼ି ପଡ଼ିବା ଫଳରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା…

ଜାଣନ୍ତୁ କରୋନା ଟିକା ପାଇଁ କେମିତି କରିବେ ପଞ୍ଜିକରଣ, କଣ ରହିଛି ନିୟମ

ନୂଆଦିଲ୍ଲୀ, ୩ା୧: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସରକାର ୩ଟି ପର୍ଯ୍ୟାୟରେ ଦେଶବାସୀଙ୍କୁ ଟିକା…

ରାଜ୍ୟରେ ଏହିଦିନ ଖୋଲିବ କଲେଜ, ଜାଣନ୍ତୁ କେବେ ହେବ ପରୀକ୍ଷା

ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): କରୋନା ପାଇଁ ସମସ୍ତ ସ୍କୁଲ, କଲେଜ ପ୍ରାୟତଃ ବନ୍ଦ ରହିଥିଲା । ତେବେ ରାଜ୍ୟ ସରକାର ଜାନୁଆରୀ ମାସ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ପୂର୍ବରୁ ନିଷ୍ପତ୍ତି ନେଇ ସାରିଛନ୍ତି ।…

ଏସବିଆଇ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର: ଘରେ ବସି ପାଇପାରିବେ ଏହିସବୁ ସୁବିଧା

ନୂଆଦିଲ୍ଲୀ, ୩ା୧: ଆପଣ ଏସବିଆଇର ଗ୍ରାହକ ଅଟନ୍ତି କି, ଯଦି ହଁ ତେବେ ଆପଣ ଘରେ ବସି ବ୍ୟାଙ୍କ ତରଫରୁ ବହୁତ ସୁବିଧା ସୁଯୋଗ ହାସଲ କରିପାରିବେ । ଏସବିଆଇ ତରଫରୁ ଗ୍ରାହକମାନଙ୍କୁ ଡୋରଷ୍ଟେପ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ…

ସ୍କୁଲ ଖୋଲିବା ପରେ ହଷ୍ଟେଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ଜାଣନ୍ତୁ କଣ ରହିଛି ଗାଇଡଲାଇନ

ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ଜାନୁଆରୀ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ତେବେ ବର୍ତ୍ତମାନ ହଷ୍ଟେଲ ଖୋଲିବା ନେଇ ସରକାର ଏକ ଗାଇଡଲାଇନ ଜାରି କରିଛନ୍ତି ।…

ଦେଶରେ ଦିନକରେ ୨୧୭ ମୃତ, ୧୮ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୩ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୧୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୪୩୫କୁ ବୃଦ୍ଧି ପାଇଛି । ଦିନକରେ ୧୮ ହଜାର ୧୭୭ ଜଣ ଆକ୍ରାନ୍ତ ହୋଇଥିବା…

ମାହାଙ୍ଗାରେ ଡବଲ ମର୍ଡର: ୧୨ ଜଣଙ୍କ ନାମରେ ମାମଲା ରୁଜୁ

ମାହାଙ୍ଗା, ୩ା୧ (ଓଡିଶା ଭାସ୍କର): ମାହାଙ୍ଗାରେ ଦୁଇ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି । ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟଙ୍କୁ କିଛି ଦୁର୍ବୃତ୍ତ ହତ୍ୟା…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୮୩, ଆକ୍ରାନ୍ତ ୧୯୨

ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ରାଜ୍ୟରେ କରୋନାରେ ଦିନକ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୮୮୩କୁ ବୃଦ୍ଧି ପାଇଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…

କରୋନା ଟିକାକୁ ଅନୁମତି ପରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ, ୩ା୧: କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି । ମୋଦି କହିଛନ୍ତି ଯେ, ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଟିକା…

ଡିସିଜିଆଇର ଘୋଷଣା: କୋଭିସିଲ୍ଡ ଓ କୋଭାକ୍ସିନକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ, ୩ା୧ (ଓଡିଶା ଭାସ୍କର): କରୋନା ଟିକାକରଣକୁ ନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଏକ ବଡ଼ ଘୋଷଣା କରିଛି । କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି…