Browsing Category

Breaking News

ବାଣ ଧୁଆଁ କାରଣରୁ ଫୁସଫୁସ୍ ଉପରେ ପଡ଼ିପାରେ ଗମ୍ଭୀର ପ୍ରଭାବ, ଜାଣନ୍ତୁ କିପରି ରହିବେ ସୁରକ୍ଷିତ

ନୂଆଦିଲ୍ଲୀ: ଦୀପ, ମହମବତୀ, ବାଣ ଏବଂ ମିଠା, ଏସବୁ ଦୀପାବଳୀ ପର୍ବକୁ ଖାସ୍ କରିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଏହି ଖୁସିର ସମୟରେ ସବୁ ଲୋକ ନିଜର ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ ।…

ପର୍ଦ୍ଦାଫାସ୍ ହେଲା ମାଆ-ଝିଅଙ୍କୁ ଛୁରାମାଡ଼ ପଛର ବିରାଟ ରହସ୍ୟ: ଷଡ଼ଯନ୍ତ୍ର ପଛରେ ନାୟକ ଅଛନ୍ତି ଦୁଇଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାରର ମାଆ-ଝିଅଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦାଫାସ୍ ହୋଇଛି । ରୂପେଶ ଋଣଭାରରେ ବୁଡ଼ି ରହିଥିବାରୁ ଲୁଟ୍ କରିବା ପାଇଁ ଏହି ସମସ୍ତ ଷଡ଼ଯନ୍ତ୍ର ରଚିଥିଲା ।…

କରୋନା ସମୟରେ ନିଯୁକ୍ତି ସୁଯୋଗ: Degree, Diploma ଓ ITI ଛାତ୍ରଛାତ୍ରୀ କରିପାରିବେ ଆବେଦନ

କରୋନା ସମୟରେ ରାଜ୍ୟର ସମସ୍ତ ବେକାର ଯୁବକ, ଯୁବତୀଙ୍କ ପାଇଁ ଏକ ଚାକିରି ସୁଯୋଗ ଆସିଛି । ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ରେ ଏହି ନିଯୁକ୍ତି ସୁଯୋଗ ରହିଛି । ଗ୍ରାଜୁଏଟ,…

ବିଷାକ୍ତ ମଦ ପିଇ ୮ମୃତ, ଅନେକ ଗୁରୁତର

ପାଟନା: ବିହାରରେ ମଦ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିଛି ହେଲେ ବିଷାକ୍ତ ମଦ କାରବାର କରୁଥିବା ଲୋକଙ୍କ ଉପରେ ଅଙ୍କୁଶ ଲଗାଇଯାଇ ପାରୁନାହିଁ । ସରକାର ଏହାକୁ ରୋକିବାରେ ବାରମ୍ବାର ଫେଲ୍ ମାରୁଛି । ଆଉ ଏବେ…

ସ୍ୱାଧୀନତା ପରଠାରୁ ଏହି ଗାଁରେ ଜଳିନି ଲାଇଟ୍, ଦୀପାବଳୀ ଅବସରରେ ପ୍ରଶାସନ ଲଗାଇଲା ଜେନେରେଟର୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜନପଦ ଏଟାର ରାମପୁର ଠାରୁ ୬୦୦ ମିଟର୍ ଦୂରରେ ଗ୍ରାମ ପଞ୍ଚାୟତ ପାହରା ଗାଁ ତୁଲଇ ରହିଛି । ଏଠାରେ ୪୦ଟି ଘର ଥିବା ବେଳେ ମୋଟ ୫୦୦ ଜଣ ଲୋକ ଏଠାରେ ବସବାସ କରିଥାନ୍ତି । ସ୍ୱାଧୀନତା ପରଠାରୁ…

ଗିରଫ ହେଲା ମ୍ୟାକ୍ସି ବେଶଧାରୀ ରୂପେଶ ପଣ୍ଡା, ଲାଗିଲା ହତ୍ୟା ଓ ଲୁଟ୍ ଭଳି ସଙ୍ଗୀନ ଦଫା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାରର ମାଆ-ଝିଅଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡାକୁ ଗିରଫ କରାଯାଇଛି । ହେଲମେଟ ଓ ମ୍ୟାକ୍ସି ପିନ୍ଧି ସେ ମାଆ ଓ ଝିଅଙ୍କୁ ଛୁରୀରେ ଆକ୍ରମଣ…

ଲଞ୍ଚ ହେଲା Volkswagen ID.5 ଇଲେକ୍ଟ୍ରିକ୍ କାର, ଘଣ୍ଟାପ୍ରତି ୧୮୦ କିମି ବେଗରେ ଦୌଡ଼ିବ

ନୂଆଦିଲ୍ଲୀ: ବର୍ତ୍ତମାନ ଇଲେକ୍ଟ୍ରିକ୍ ଗାଡ଼ିର ଚାହିଦା ଖୁବ୍ ବୃଦ୍ଧି ପାଇବାରେ ଲାଗିଛି । ତୈଳଦର ବୃଦ୍ଧି ପାଉଥିବା ବେଳେ ଲୋକେ ଇଲେକ୍ଟିକ୍ ଗାଡ଼ି ପ୍ରତି ଆକର୍ଷିତ ହେଉଛନ୍ତି । ଏହାକୁ ଧ୍ୟାନରେ ରଖି ଅଟୋମୋବାଇଲ୍…

ଆଜି ହିଁ କିଣନ୍ତି ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍ JioPhone Next, କିଣନ୍ତୁ ମାତ୍ର ୧,୯୯୯ ଟଙ୍କାରେ!

ନୂଆଦିଲ୍ଲୀ: ଜିଓ ଓ ଗୁଗୁଲ୍ ର ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍ ଜିଓ ଫୋନ୍ ନେକ୍ସଟ୍ ଆଜି ହିଁ ଷ୍ଟୋର୍ ରେ ଉପଲବ୍ଧ ହୋଇଛି । ଏହି ଫୋନ୍ କୁ ଆପଣଙ୍କୁ କେବଳ ୧,୯୯୯ ଟଙ୍କା ଦେବାକୁ ହେବ ଓ ବାକି ଟଙ୍କା ଆପଣ ୧୮ରୁ ୨୪ ମାସ…

ବିଏଚ୍ ସିରିଜ୍ ପଞ୍ଜୀକରଣରେ ଓଡ଼ିଶା ଆଗୁଆ, ଦ୍ୱିତୀୟରେ ଦିଲ୍ଲୀ

ଭୁବନେଶ୍ୱର: ବାହାର ରାଜ୍ୟକୁ ଗାଡ଼ି ନେଇ ଗଲେ ବି ପୁଣି ସେଠାରେ ଯେପରି ପଞ୍ଜୀକରଣ କରିବାରେ ପଡ଼ିବନି ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଏଚ୍ ସିରିଜ୍ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି । ଏଥିରେ ଏବେ ଓଡ଼ିଶା…

ରାଜ୍ୟରେ ୩୫୧ ପଜିଟିଭ୍, ଆଜି ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…