Browsing Category
Breaking News
ବୁଧବାର ହେବ ଆର୍ୟନଙ୍କ ଜାମିନ ଶୁଣାଣି
ମୁମ୍ବାଇ: ବୁଧବାରକୁ ଘୁଞ୍ଚିଲା ଆର୍ୟନଙ୍କ ଜାମିନ ଶୁଣାଣି । କାଲି ଦିନ ୨ଟା ୩୦ ରେ ହାଇକୋର୍ଟରେ ଶୁଣାଣି । ଡ୍ରଗ୍ସ ମାମଲାରେ ଏନଡିପିଏସ କୋର୍ଟରୁ ୨ ଜଣଙ୍କୁ ଜାମିନ । ଅଭିନ ସାହୁ ଓ ମନୀଷ ରାଜଗଢ଼ିଆଙ୍କୁ ମିଳିଲା ଜାମିନ…
ବିନା ଦର୍ଶକରେ ହେବ ଜୁନିଅର ବିଶ୍ୱକପ୍ ହକି
ଭୁବନେଶ୍ୱରରେ ଜୁନିଅର ହକି ବିଶ୍ୱକପ୍ ବିନା ଦଶର୍କରେ ଖେଳାଯିବ । ଖେଳାଳି ଓ ସମର୍ଥକଙ୍କ ନିରାପତ୍ତା ପାଇଁ କୋଭିଡ କଟକଣାରେ ହେବ ମ୍ୟାଚ୍ । ହକିପ୍ରେମୀ ଟେଲିଭିଜନ ଜରିଆରେ ମ୍ୟାଚର ସିଧା ପ୍ରସାରଣ ଦେଖିପାରିବେ ।…
କେ. ଶିବ ସୁବ୍ରମଣି ହେଲେ ସିବିଆଇ ଏସପି
ଭୁବନେଶ୍ୱର: ଢେଙ୍କାନାଳ ଏସପି କେ.ଶିବ ସୁବ୍ରମଣିଙ୍କୁ ନୂଆ ମିଳିଲା ନୂଆ ଦାୟିତ୍ୱ । ସିବିଆଇ ଏସପି ଭାବେ କେ.ଶିବ ସୁବ୍ରମଣିଙ୍କୁ ନୂଆ ଦାୟିତ୍ୱ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ନୂଆ ଦାୟିତ୍ୱ ।
ତେବେ…
ସରକାରୀ କର୍ମଚାରୀଙ୍କ ପାଇଁ ୧ ଜୁଲାଇ ୨୦୨୧ରୁ ଲାଗୁ ହେବ ୩୧% ମହଙ୍ଗା ଭତ୍ତା: ଅର୍ଥ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଦେଇଛନ୍ତି ଦୀପାବଳୀ ଉପହାର । ଅର୍ଥ ମନ୍ତ୍ରଣାଳୟ କହିଛି ଯେ, କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ମୂଳ ଦରମାର ୨୮%ରୁ ବଢ଼ି ୩୧ ପ୍ରତିଶତ ହୋଇଛି ଓ ଏହା…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ଥାନା ପ୍ରତିଷ୍ଠା ହେବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ହେବ । ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ଥାନା ହେବ । ଶିଶୁ ଅନୁକୂଳ ଥାନା ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ…
ଦୁଇଚକିଆ ଯାନରେ ୪ ବର୍ଷରୁ କମ୍ ବୟସର ପିଲାଙ୍କୁ ବସାଉଥିଲେ ହୋଇଯାଆନ୍ତୁ ସାବଧାନ: ଜାରି ହେଲା ନୂଆ ନିୟମ
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ନିୟମ ଜାରି ହୋଇଛି । ଯଦି ବାଇକରେ ଆପଣ ୪ ବର୍ଷ ବା ତା’ଠାରୁ କମ୍ ବୟସର ପିଲାଙ୍କୁ ବସାଉଛନ୍ତି, ତେବେ ଆପଣ ସାବଧାନ ହୋଇଯାଆନ୍ତୁ । ଏ…
EPFOର ସତର୍କବାଣୀ: PFକୁ ଆସିଥିବା ସୁଧ ଟଙ୍କା ହୋଇପାରେ ଗାଏବ୍, ଭୁଲରେ ସେୟାର କରନ୍ତୁ ନାହିଁ ଏହି ନମ୍ବର
ନୂଆଦିଲ୍ଲୀ: PF ଗ୍ରାହକମାନଙ୍କ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । କର୍ମଚାରୀ ଭବିଷ୍ୟ ନିଧି EPFO ନିଜର ସମସ୍ତ ଗ୍ରାହକମାନଙ୍କ ପାଇଁ ଆଲର୍ଟ ଜାରି କରିଛି । EPFO ନିଜର ୬ କୋଟି ପିଏଫ୍ ଆକାଉଣ୍ଟଧାରୀଙ୍କୁ ବ୍ୟକ୍ତିଗତ…
ଶୀତଦିନେ ମୂଳା ଖାଇବାକୁ ଭୁଲନ୍ତୁ ନାହିଁ, ମିଳିଥାଏ ଏହିସବୁ ଫାଇଦା
ଶୀତଦିନେ ମୂଳା ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଥଣ୍ଡା ସିଜିନରେ ମୂଳ ସବୁଆଡ଼େ ପ୍ରାୟତଃ ଲପଲବ୍ଧ ହୋଇଥାଏ । ମୂଳାରେ କ୍ୟାଲସିୟମ, ଫାଇବର, ମ୍ୟାଗ୍ନେସିୟମ ଓ ଭିଟାମିନ-ସି ଆଦି ରହିଛି । ତେଣୁ ଏହା ଶରୀରରେ…
କେବଳ ଅଫଲାଇନ୍ ମୋଡ଼ରେ ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା, CBSEର ନିଷ୍ପତ୍ତି ପରେ ନିରାଶ ହେଲେ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ପକ୍ଷରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ପାଇଁ ଡାଟା ସିଟ୍ ଜାରି କରାଯାଇଛି । ତେବେ ଏଥିସହିତ ସିବିଆଇ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା…
ବଡ଼ ଖବର: ନଭେମ୍ବର ୨୯ରୁ ସଂସଦର ଶୀତକାଳୀନ ଅଧିବେଶନ
ନୂଆଦିଲ୍ଲୀ : ନଭେମ୍ବର ୨୯ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ନଭେମ୍ବର ୨୯ରୁ ଆରମ୍ଭ ହୋଇ ଅଧିବେଶନ ଡିସେମ୍ବର ୨୩ ଯାଏଁ ଚାଲିବ । ତେବେ ଆଗାମୀ ବର୍ଷର ଆରମ୍ଭରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ।…