Browsing Category

Breaking News

ଭାରତ ଛାଡ଼ି ପାକିସ୍ତାନ ଚାଲିଯିବେ ଶାହରୁଖ ଖାନ! ଜାଣନ୍ତୁ ଏହି ଚର୍ଚ୍ଚା ପଛର ସତ୍ୟତା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାରେ ଗିରଫ ନେଇ କେବଳ ଭାରତ ନୁହେଁ ପାକିସ୍ତାନରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଶାହରୁଖଙ୍କ ଏଭଳି ପରିସ୍ଥିତିରେ ପାକର ବହୁ…

ଟିକା ଦେବାପରେ ପିଲାଙ୍କ ଠାରେ ଦେଖା ଦେଇପାରେ ଏହିସବୁ ପାର୍ଶ୍ୱ ପ୍ରତିକ୍ରିୟା, ଆଦୌ କରନ୍ତୁ ନାହିଁ ଅବହେଳା

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱବ୍ୟାପୀ ଲୋକଙ୍କୁ ସମସ୍ୟାରେ ପକାଇଛି । କିଏ ନିଜର ପ୍ରିୟଜନକୁ ହରାଇଛି ତ କିଏ ନିଜର ଜୀବିକାକୁ ହରାଇଛି । ଏହା ଉପରେ ଭାଇରସ୍ ର ଦ୍ୱିତୀୟ ଲହର ବୋଝ ଉପରେ ନଳିତା ବିଡ଼ା ଭଳି…

ଭୁବନେଶ୍ୱରର ୭ଟି ସ୍ଥାନରେ ଲାଗିବ ଇ-ଯାନ ଚାର୍ଜିଂ ସେଣ୍ଟର, ଜାଣନ୍ତୁ କେଉଁଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଅଧିକ ସଂଖ୍ୟାରେ ଇ-ଯାନ ଦେଖିବାକୁ ମିଳିବ । ତେବେ ଏଥିପାଇଁ ଆବଶ୍ୟକ ପଡ଼ୁଥିବା ଚାର୍ଜିଂ ଷ୍ଟେସନ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ…

ଏହି ୫ଟି ଆପ୍ କାରଣରୁ ଖୁବ୍ ଶୀଘ୍ର ସରିଯାଏ ସ୍ମାର୍ଟଫୋନର ବ୍ୟାଟେରୀ, ତୁରନ୍ତ କରନ୍ତୁ ଡିଲିଟ୍

ନୂଆଦିଲ୍ଲୀ: ଆଜିକା ସମୟରେ ସ୍ମାର୍ଟଫୋନ୍ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଉପଲବ୍ଧ ରହିଛି । ସ୍ମାର୍ଟଫୋନ୍ ଥିଲେ ଆପଣ ମାନେ ପୂରା ଦୁନିଆକୁ ନିଜ ହାତ ମୁଠାରେ ଥିବା ପରି ଅନୁଭବ କରିଥାନ୍ତି । ବର୍ତ୍ତମାନ ସମୟରେ ଯେକୌଣସି…

ପାକିସ୍ତାନର ଏହି ତିନି ଖିଲାଡିଙ୍କ ଠାରୁ ହାରିଲା ଟିମ୍ ଇଣ୍ଡିଆ, ଅଟକିଲା ୨୯ ବର୍ଷର ବିଜୟ ଅଭିଯାନ

ଦୁବାଇ: ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ବିଶ୍ବକପ୍ ରେକର୍ଡ ଅତି ଦୟନୀୟ ଭାବେ ଭାଙ୍ଗିଛି । ଭାରତକୁ ୧୦ ୱିକେଟ୍ରେ ହରାଇ ପାକିସ୍ତାନ ବିଜୟ ହାସଲ କରିଛି । ଟ୍ବେଣ୍ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ପାକିସ୍ତାନ…

ଜାଲରେ ପଡିଲା ବିରଳ ପ୍ରଜାତିର କଇଁଛ, ଲୋକଙ୍କୁ ଦେଖି ଲାଜରେ ଲୁଚାଉଛି ମୁହଁ

ପାରାଦୀପ (ଭାସ୍କର ନ୍ୟୁଜ): ଜାଲରେ ପଡିଲା ବିରଳ ପ୍ରଜାତିର କଇଁଛ । ସାଧାରଣ କଇଁଛଟି ଲୋକଙ୍କୁ ଦେଖି ଲାଜରେ ମୁହଁ ଲୁଚାଇ ଦେଉଥିବା ବେଳେ ଏହି ବିରଳ କଇଁଛଟି ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର ଦେଖିବାକୁ ମିଳିଛି । ଲୋକ…

“ସ୍ପୁଟନିକ୍‌-ଭି’ରେ ଏଚ୍‌ଆଇଭି ବିପଦ ଥିବା ସନ୍ଦେହ: ଟିକା ନେବାକୁ ମନା କଲେ ୨ ଦେଶ

ମସ୍କୋ,: ମହାମାରୀ କରୋନାକୁ ପ୍ରତିହତ କରିବାକୁ ଋଷ୍‌ର ଗାମେଲିଆ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ଟିକା "ସ୍ପୁଟନିକ୍‌-ଭି'କୁ ନେଇ ଏକ ଚାଞ୍ଚଳ୍ୟକର ତଥ୍ୟ ସାମ୍ନାକୁ ଆସିଛି ।…

ଆଜି କଳାହାଣ୍ଡି ବନ୍ଦ

ଭବାନୀପାଟଣା(ଓଡ଼ିଶା ଭାସ୍କର): ପଛୁଆ ବର୍ଗ ସମୂହ ପକ୍ଷରୁ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ପଛୁଆ ବର୍ଗ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବିରୋଧରେ…

ଆଶ୍ରମ ସ୍କୁଲରେ ମହିଳା ରୋଷେୟାଙ୍କୁ ଯୌନ ନର୍ଯାତନା ଅଭିଯୋଗ, ପ୍ରଧାନ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

କରଞ୍ଜିଆ (ଭାସ୍କର ନ୍ୟୁଜ): କରଞ୍ଜିଆ ଉପଖଣ୍ଡ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରିଂ ଗ୍ରାମରେ ଥିବା ବୋରିଂ ଆଶ୍ରମ ସ୍କୁଲରେ ଜଣେ ମହିଳା ରୋଷେୟାଙ୍କୁ ସେହି ସ୍କୁଲର ପ୍ରଧାନ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ…

ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ

ବାରିପଦା(ଓଡ଼ିଶା ଭାସ୍କର): ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ମୟୁରଭଞ୍ଜ ବନ୍ଦ ରହିବ । ତେବେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସଭାରେ…