Browsing Category
Breaking News
କାଠଯୋଡିରୁ ମିଳିଲା ଯୁବକଙ୍କ ମୃତଦେହ
କଟକ(ଓଡ଼ିଶା ଭାସ୍କର): କାଠଯୋଡି ବ୍ରିଜରୁ ନଦୀକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ଘଣ୍ଟାର ଖୋଜାଖୋଜି ପରେ ଓଡ୍ରାଫ୍ ଟିମ୍ ଦ୍ୱାରା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ କଟକ-ଭୁବନେଶ୍ୱର…
ଉତ୍ତରାଖଣ୍ଡରେ ଜଳପ୍ରଳୟ: ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ମୃତ, ଉଦ୍ଧାର କାର୍ଯ୍ୟରେ ୩ ସେନା ହେଲିକପ୍ଟରକୁ ନିୟୋଜିତ
ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ବର୍ଷା ଓ ବନ୍ୟା ବିତ୍ପାତ୍ । ଗତ ରବିବାରଠାରୁ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ପ୍ରବଳ ବନ୍ୟା ଓ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଏଥିରେ ରାଜ୍ୟରେ ୪୦ ଲୋକ ମୃତ୍ୟୁ ବରଣ କରିଥିବା…
ଦେଶରେ ପୁଣି ବଢ଼ିଲା ତେଲ ଦର: ଭୁବନେଶ୍ୱରର ଅବସ୍ଥା ଅସମ୍ଭାଳ, ଜାଣନ୍ତୁ କେତେ
ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି ତେଲ ଦର । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ୧୦୬.୧୯ ଓ ଡିଜେଲ ୯୪.୯୨ ଟଙ୍କା ରହିଥିବା ବେଳେ ମୁମ୍ବାଇରେ…
ନନ୍ଦନକାନନରେ ମଣିପୁର ହରିଣ ଶାବକ ଜନ୍ମ, ୧୮କୁ ବୃଦ୍ଧି ପାଇଲା ସଂଖ୍ୟା
ବାରଙ୍ଗ(ଭାସ୍କର ନ୍ୟୁଜ୍): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୬ନମ୍ବର ‘ଖ’ଖୁଆଡରେ ଏକ ମଣିପୁର ହରିଣ ଶାବକ ଜନ୍ମ ନେଇଛି । ସକାଳେ ଖୁଆଡ଼ ରକ୍ଷକ ଶାବକଟିକୁ ଦେଖି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷକୁ ସୂଚନା ଦେଇଥିଲେ। …
ବହୁଚର୍ଚ୍ଚିତ ଅକ୍ଷୟ ଦାସ ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
ନିମାପଡା(ଭାସ୍କର ନ୍ୟୁଜ୍): ନିମାପଡା ପୋଲିସ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅସ୍ତରଙ୍ଗ ବହୁ ଚର୍ଚ୍ଚିତ ଅକ୍ଷୟ ଦାସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ…
ମମିତା ମେହେର ନିଖୋଜ ମାମଲା: ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା
ଭବାନୀପାଟଣା, (ଭାସ୍କର ନ୍ୟୁଜ୍): ମମିତା ମେହେର ନିଖୋଜ ଘଟଣାକୁ କେନ୍ଦ୍ର କରି କଳାହାଣ୍ଡି ଜିଲ୍ଲା ବିଜେପି ଶାଖା ପକ୍ଷରୁ ବୁଧବାର କଳାହାଣ୍ଡି ବନ୍ଦ ଡ଼ାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ…
ଆସୁଛି ଆଉ ଏକ ଲଘୁଚାପ: ଆଜି ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ପଶ୍ଚିମବଙ୍ଗ ଓ ତତ୍ସଂଲଗ୍ନ ଉତ୍ତର ଓଡିଶା ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତମାନ ବିହାର ଓ ଅଞ୍ଚଳ ଉପରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ…
ମମିତା ନିଖୋଜ ମାମଲା: କଳାହାଣ୍ଡି ବନ୍ଦ ଡାକରା ଦେଲା ବିଜେପି
ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ନିଖୋଜ ଘଟଣାରେ ଗର୍ଜିଲା ବିଜେପି । କାର୍ଯ୍ୟାନୁଷ୍ଠାନ ଦାବିରେ ବୁଧବାର କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦେଲା ବିଜେପି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କଲା…
ଗୃହମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପିର ବିକ୍ଷୋଭ
ଭୁବନେଶ୍ୱର: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପିର ବିକ୍ଷୋଭ । ଲୋକସେବା ଭବନ ଆଡ଼କୁ ରାଲିରେ ଗଲାବେଳେ ଅଟକାଇଲା ପୋଲିସ୍ । ଲୋୟର ପିଏମଜିରେ ବିଜେପି କର୍ମୀଙ୍କୁ ଅଟକାଇଲା ପୋଲିସ୍ । ମହାଲିଙ୍ଗ…
ଧରା ପଡ଼ିଲା ଗୋବିନ୍ଦ ସାହୁ
ଭୁବନେଶ୍ୱର: ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ । ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁରୁ ଧରାପଡ଼ିଲା । ଏକ ଆଖୁବାଡ଼ିରେ ଲୁଚି ରହିଥିବା ବେଲେ ପୋଲିସ ଧରିଥିବା ନେଇ ସୂଚନା । ରବିବାର ଚକମା ଦେଇ…