Browsing Category
Breaking News
ଘରେ ରଖିଥିଲେ ଛଅ ଜଣ ଯୌନ ଦାସୀ, ଯୁବକଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ, ୧୮ା୩: ଅଷ୍ଟ୍ରେଲିଆର ଜଣେ ଯୁବକଙ୍କଘରୁ ଛଅ ଜଣ ଯୌନ ଦାସୀଙ୍କୁ ଉଦ୍ଧାର କରାଯାଇଛି । ଅଷ୍ଟ୍ରେଲିଆର ଗ୍ରାମାଞ୍ଚଳରେ ଏକ ଦୀର୍ଘ ପରିସରରେ ନିର୍ମିତ କୋଠା ମଧ୍ୟରେ ଜେମ୍ସ ରବର୍ଟ ଡେବିସ ଏହି କାର୍ଯ୍ୟ ଚଳାଇ…
ଫାଇନାଲ ମ୍ୟାଚରେ ହାରିବା ଦୁଃଖ ହେଲା ଅସହ୍ୟ: ରେସଲର ବବିତା ଫୋଗଟଙ୍କ ଭଉଣୀ ରିତିକା କଲେ ଆତ୍ମହତ୍ୟା
ଚଣ୍ଡୀଗଡ଼, ୧୮ା୩: କୁସ୍ତି ଖେଳାଳି ରିତିକା ଫୋଗଟ ଆତ୍ମହତ୍ୟା କରିଛନ୍ତି । ଫାଇନାଲ ମ୍ୟାଚ ହାରିବାର ଦୁଃଖ ସହ୍ୟ କରିନପାରି ରିତିକା ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ରିତିକା ହେଉଛନ୍ତି ରେସଲସର ଗୀତା ଫୋଗଟ ଓ…
ମୃତ୍ୟୁସଂଖ୍ୟା ୧୭୨ରେ ପହଞ୍ଚିଲା, ୩୫ ହଜାର ହେଲେ ଆକ୍ରାନ୍ତ
ନୂଆଦିଲ୍ଲୀ, ୧୮ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୭୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୨୧୬କୁ ବୃଦ୍ଧି…
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
ରାୟଗଡ଼ା, ୧୮ା୩ (ଓଡିଶା ଭାସ୍କର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ାର ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଘରେ ଭିଜିଲାନ୍ସ ରେଡ୍…
ପଛକୁ ଦୌଡ଼ିଲା ଜନଶତାବ୍ଦୀ: ଯାତ୍ରୀ ସୁରକ୍ଷିତ, ଲୋକୋ ପାଇଲଟ୍ ଓ ଗାର୍ଡ ନିଲମ୍ବିତ
ଡେରାଡୁନ୍, ୧୮ା୩: ଉତ୍ତରାଖଣ୍ଡରେ ପୂର୍ଣ୍ଣଗିରି ଜନଶତାବ୍ଦୀ ଏକ୍ସପ୍ରେସ ଓଲଟା ଗତି କରିଛି । ତେବେ ଦିଲ୍ଲୀ-ଟନକପୁର ଜନ ଶତାବ୍ଦୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳ ଟ୍ରେନର…
ବ୍ରହ୍ମପୁର ପରେ କଟକକୁ ଫେରିଲା କରୋନା: ୧୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ
କଟକ, ୧୮ା୩ (ଓଡିଶା ଭାସ୍କର): କଟକକୁ କରୋନା ଫେରିଛି । ଏକ ଘରୋଇ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ରହୁଥିବା ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଙ୍ଗରୋଧରେ ରଖିଛି କଟକ ମହାନଗର ନିଗମ (ସିଏମସି) ପ୍ରଶାସନ । ଲିଙ୍ଗରୋଡର ଏକ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୬.୯୧ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ, ୧୮ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୬ ଲକ୍ଷ ୯୧ ହଜାର ୭୩୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୧୮…
ଦମ୍ପତ୍ତିଙ୍କ ମଧ୍ୟରେ ହେଲା ଝଗଡ଼ା: ରାଗରେ ୪ ଲକ୍ଷର ନୋଟ ଗିଳିଦେଲେ ମହିଳା
ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଏକ ସାମାନ୍ୟ କଥା । ତେବେ ଏକ ସାମାନ୍ୟ ଝଗଡା଼ର ମୂଲ୍ୟ ଦେବାକୁ ପଡ଼ିଛି ଉଭୟଙ୍କୁ । ଝଗଡ଼ାରେ ଅତ୍ୟଧିକ ରାଗିଯାଇ ପତ୍ନୀ ଘରେ ଥିବା ୪ ଲକ୍ଷ ଟଙ୍କାର ନୋଟକୁ ଚୋବାଇ ଗିଳିଦେଇଛନ୍ତି । ନୋଟ…
ହାତ, ଗୋଡ଼ ତା’ର ଅଚଳ, ତଥାପି ପାଟିରେ କଲମ ଧରି ଲେଖିପାରୁଛି, ୧୫ ବର୍ଷୀୟ ଏହି ଅଦ୍ଭୂତ ବାଳକ
ଦଶମ ଶ୍ରେଣୀରେ ପାଠ ପଢ଼ୁଛି ପଶ୍ଚିମବଙ୍ଗର ବାସିନ୍ଦା ତୁହିନ । ନା ସେ ହାତ ହଲାଇ ପାରୁଛି ନା ନିଜ ଗୋଡ଼ରେ ଛିଡ଼ା ହୋଇ ପାରୁଛି । ସେରୀବ୍ରଲ ପ୍ଲାସି ରୋଗରେ ସେ ଆକ୍ରାନ୍ତ । ତଥାପି ତୁହିନ ହାର ମାନିନାହିଁ । ଆଇଆଇଟି…
୩ରେ ଓଡିଶା ଆସିବେ ଉପରାଷ୍ଟ୍ରପତି
ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): କରୋନା ପ୍ରଭାବ ଏବେ ବି ଜାରି ରହିଛି । ଏହାରି ମଧ୍ୟରେ ଆସନ୍ତା ଏପ୍ରିଲ ୩ ତାରିଖରେ ଓଡିଶା ଆସିବେ ଉପ ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ । ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ…