Browsing Category

Breaking News

୧୩ ରାଉଣ୍ଡ ବୈଠକ ବି ବୃଥାରେ ଗଲା, ଏଲଏସିକୁ ଫେରିପାରୁନି ସ୍ଥିରତା

ନୂଆଦିଲ୍ଲୀ: ଏଲଏସିରେ ବିବାଦୀୟ ସ୍ଥିତି ଏପର୍ଯ୍ୟନ୍ତ ଜାରି ରହିଛି । ଦୁଇ ଦେଶ ମଧ୍ୟରେ ଏକାଧିକ ରାଉଣ୍ଡ ବୈଠକ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନି । ଏହି କ୍ରମରେ ରବିବାର ଦିନ ୧୩ ରାଉଣ୍ଡ କମାଣ୍ଡରସ୍ତରୀୟ…

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୯୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ କରୋନା ସଂକ୍ରମଣ କେତେବେଳେ ବଢ଼ୁଛି ତ କେତେବେଳେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୧୩୨ ଜଣ ନୂଆ କରୋନା ଆକ୍ରାନ୍ତ…

ଆଜି ଓଡ଼ିଶାରୁ ୬ କରୋନାରେ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ରାଜ୍ୟରେ ଦୈନିକ ସଂକ୍ରମଣ ୫ ଶହ ତଳକୁ ଖସିଲା: ଜାଣନ୍ତୁ କେଉଁଠୁ କେତେ ପଜିଟିଭ୍ ଚିହ୍ନଟ ହେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ସମଗ୍ର ଦେଶରେ ଲାଗୁହେବ QR Code Based DL-RC, ଆଉ କରିହେବନି ଡୁପ୍ଲିକେଟ୍

ନୂଆଦିଲ୍ଲୀ: ଏଣିକି କ୍ୟୁଆର ବେସଡ୍ ଡିଏଲ ଓ ଆରସି ଜାରି କରାଯିବ । ଏନେଇ ପରିବହନ ବିଭାଗ ପକ୍ଷରୁ ଏକ ନୂଆ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଏହା ଲଞ୍ଚ କରାଯାଇପାରେ ବୋଲି ଦିଲ୍ଲୀ ପରିବହନ ବିଭାଗ…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସକାଳ ସାଢ଼େ ୧୧ଟାରେ ଏହି ବୈଠକ ବସିବ । ଏଥିରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ୍ ମୋଡରେ…

ଓଡ଼ିଶା ମୁହାଁଇବ ଲଘୁଚାପ, ୧୭ରୁ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ତେବେ ଏହା ଓଡ଼ିଶା ମୁହାଁଇବ ବୋଲି ପାଣିପାଗବିତମାନେ ଅନୁମାନ କରୁଛନ୍ତି । ତେବେ ବାତ୍ୟା ଆଶଙ୍କା…

ବିଧାୟକ ସୌଭିକ ବିଶ୍ୱାଳଙ୍କ ବାସଭବନରୁ ଲୁଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରୁ ଲୁଟ୍ ହୋଇଛି । ବିଧାୟକଙ୍କ ମହାନଦୀ ବିହାର ସ୍ଥିତ ବାସଭବନରେ ପଶି ଦୁର୍ବୃତ୍ତମାନେ ଲାପଟପ୍, ମୋବାଇଲ ସହ କିଛି ଟଙ୍କା ଲୁଟି ନେଇଛନ୍ତି ।…

ଇଞ୍ଜିନିୟର୍ ହେବାକୁ ଚାହୁଁଥିଲେ ଅମିତାଭ, ୧୨ଟି ଫ୍ଲପ୍ ଫିଲ୍ମ ଦେବାପରେ ବନିଲେ ‘ଶେହନଶାହ’! 

ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରୀର ମହାନାୟକ ଅମିତାଭ ବଚ୍ଚନ ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି । ସେ ଆଲାହାବାଦ୍ ରେ ୧୯୪୨ ଅକ୍ଟୋବର ୧୧ ତାରିଖରେ ଜନ୍ମ ହୋଇଥିଲେ । ଗୋଟିଏ ଛୋଟ ସହରରୁ ଆସି ସେ ଆଜି ପୂରା ଦେଶର ଲୋକଙ୍କ…

ଆସନ୍ତା ଟି-୨୦ ବିଶ୍ୱକପରେ ଲାଗୁ ହେବ DRS

ନୂଆଦିଲ୍ଲୀ: ଆସନ୍ତା ଟି-୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ଡିଆରଏସ୍ (ଡିସିସନ୍ ରିଭ୍ୟୁ ସିଷ୍ଟମ) ନିୟମ ଲାଗୁ ହେବାକୁ ଯାଉଛି । ଏନେଇ ଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଆଇସିସି ପକ୍ଷରୁ ଜାରି ହୋଇଥିବା…