Browsing Category
Breaking News
ଦେଶବାସୀଙ୍କ ପାଇଁ ଖୁସିଖବର, IMPSର ସୀମାକୁ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କଲା ଆରବିଆଇ
ନୂଆଦିଲ୍ଲୀ: ପାର୍ବଣ ଋତୁରେ ଦେଶବାସୀଙ୍କ ପାଇଁ ଆସିଛି ବଡ଼ ଖୁସିଖବର । ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଆଜି ସାମ୍ବାଦିକ ସମ୍ମିଳନୀରେ ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବା ସହିତ କହିଥିଛନ୍ତି ଯେ,…
ନୋଟିସ୍ ପରେ ବି କ୍ରାଇମବ୍ରାଞ୍ଚ ସାମନାରେ ହାଜର ହେଲେନି ଆଶିଷ, ସକାଳ ୧୦ଟାରେ ଦିଆଯାଇଥିଲା ସମୟ
ଲକ୍ଷ୍ନୌ : ଲଖିମପୁର ଖେରୀ ହିଂସାକାଣ୍ଡର ଷଷ୍ଠ ଦିନ ୟୁପିରେ ଗୋଟେ ପଟେ ପୋଲିସ୍ ସକ୍ରିୟ ଥିବା ଦେଖାବାକୁ ମିଳିଛି ତ ଅନ୍ୟପଟେ ମାହୋଲ ଏବେ ବି ହିଂସାତ୍ମକ ରହିଛି । ଏହା ଭିତରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ…
ଆଜି ରାଜ୍ୟରୁ ୪ ଜଣଙ୍କ କରୋନାରେ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…
ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ଦ୍ୱାରା ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା ହୋଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ରେପୋ…
ମୁମ୍ବାଇ ନା କୋଲକାତା, କିଏ ପ୍ଲେ ଅଫରେ ପହଞ୍ଚିବ: ଆଜିର ମ୍ୟାଚ କରିବ ଏହାର ଫଇସଲା
ନୂଆଦିଲ୍ଲୀ: ଆଇପିଏଲ-୨୦୨୧ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି । ବର୍ତ୍ତମାନ କେଉଁ ଦଳ ପ୍ଲେ ଅଫରେ ପହଞ୍ଚିବ ଆଉ କିଏ ବାଦ୍ ପଡ଼ିବ, ତାହାକୁ ନେଇ କ୍ରୀଡ଼ାପ୍ରେମୀ ଚାହିଁ ରହିଛନ୍ତି । ଗତକାଲିର ମ୍ୟାଚରେ…
ଶଶ୍ମାନରୁ ସ୍ୱାମୀର ଶବ ଉଠାଇ ପୋଷ୍ଟମଟମ୍ ପାଇଁ ପଠାଇଲା ସ୍ତ୍ରୀ, ଜାଣନ୍ତୁ କାରଣ
ଦେବରିୟା: ଜଣେ ଯୁବକଙ୍କ ମୃତ୍ୟୁ ସନ୍ଦିଗ୍ଧ ପରିସ୍ଥିତିରେ ହୋଇଯାଇଥିଲା, ଏହାପରେ ତାଙ୍କ ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଶଶ୍ମାନକୁ ନେଇ ଯାଇଥିଲେ । ଏହାପରେ ବାପ ଘରେ ଥିବା ମୃତ ଯୁବକଙ୍କ ପତ୍ନୀ ହଠାତ୍ ଆସି…
ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ ହୋଇଛି । ଏହା ଅଧିନରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ମିଳୁଥିବା ସହାୟତା ରାଶିକୁ ବୃଦ୍ଧି କରାଯାଇଛି ।…
ଡେଣ୍ଟିଷ୍ଟଙ୍କ ଫି’ ଥିଲା ଅଧିକ, ମହିଳା ନିଜେ ହିଁ ଉପାଡିଲେ ୧୧ଟି ଦାନ୍ତ; ଅବସ୍ଥା ହେଲା ଏପରି
ନୂଆଦିଲ୍ଲୀ: ଦାନ୍ତରେ କୌଣସି ପ୍ରକାର ସମସ୍ୟା ଦେଖାଦେଲେ ସାଧାରଣତଃ ଲୋକମାନେ ଦନ୍ତ ଚିକିତ୍ସକ ବା ଡେନଟିଷ୍ଟଙ୍କ ପାଖକୁ ଯାଇଥାନ୍ତି । ହେଲେ ଜଣେ ୪୨ ବର୍ଷୀୟା ମହିଳାଙ୍କର ଯେତେବେଳେ ଦାନ୍ତରେ ସମସ୍ୟା ଦେଖାଦେଲା, ସେ…
କିଷାନଙ୍କ ପାଇଁ ଆସୁଛି ୧୫ ଲକ୍ଷ ଟଙ୍କିଆ FPO Yajana, ଜାଣନ୍ତୁ କ’ଣ ରହିଛି ଏହାର ନିୟମାବଳୀ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ କୃଷକଙ୍କ ପାଇଁ ଏକ ଖୁସି ଖବର ଆସିଛି । ସରକାର କୃଷକଙ୍କର ଆୟକୁ ଦୁଇଗୁଣ କରିବା ନେଇ ଏକ ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ନୂଆ କୃଷି ବିଲ ଲାଗୁ ହେବା ପରେ ସରକାର…
ପୂଜାରେ ବାତ୍ୟା ଭୟ ନାହିଁ, ମାତ୍ର ପ୍ରବଳ ବର୍ଷିବ: ଜାଣନ୍ତୁ କେବେ ହେବ ବାତ୍ୟା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୂଜା ବେଳକୁ ବାତ୍ୟା ଆସିବା ନେଇ ଯେଉଁ ଆଶଙ୍କା ସୃଷ୍ଟି ହେଉଥିବା ତାହା ଦୂର ହୋଇଛି । ଦଶହରାରେ ବାତ୍ୟା ଭୟ ଦୂର ହୋଇଥିଲେ ହେଁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି…