fbpx
Browsing Category

Breaking News

ବାଇକ୍ ସହ ଜଳିଗଲେ ଚାଳକ

ନୟାଗଡ,୧୫ ।୯(ଓଡିଶା ଭାସ୍କର): ନୟାଗଡ ଦଶପଲ୍ଲା ରଙ୍ଗମାଟିଆରେ ଆଜି ଘଟିଛି ଭୟାନକ ଦୁର୍ଘଟଣା । ବାଇକ ସହ ମୁହାଁମୁହିଁ ଧକ୍କା ହୋଇଛି ଆମ୍ବୁଲାନ୍ସ । ଦୁର୍ଘଟଣା ପରେ ବାଇକ ସହ ଜଳିଯାଇଛନ୍ତି ଚାଳକ । ବର୍ତ୍ତମାନ ସୁଦ୍ଧା…

୩ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

ଭୁବନେଶ୍ୱର,୧୫ ।୯(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରେ ଉଚ୍ଚସ୍ତରୀୟ…

ବଲିଉଡକୁ ବଦନାମ କରିବାକୁ ଷଡଯନ୍ତ୍ର ଚାଲିଛି: ଜୟା ବଚ୍ଚନ

ନୂଆଦିଲ୍ଲୀ,୧୫ ।୯: କରୋନା ସଙ୍କଟ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଆଜି ସଂସଦର ଦ୍ୱିତୀୟ ଦିନ ଆରମ୍ଭ ହୋଇଥିବା ବେଳେ ସମାଜବାଦୀ ପାର୍ଟୀର ସାଂସଦ ବା ଅଭିନେତ୍ରୀ ଜୟା ବଚ୍ଚନ ରାଜ୍ୟସଭାରେ ଶୂନ୍ୟକାଳରେ…

ରାଜ୍ୟରେ ୮ ଜୀବନ ନେଲା କରୋନା

ଭୁବନେଶ୍ୱର,୧୫ ।୯ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୩୬୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୮…

ବଡ ଖବର: ଆଜି ରାଜ୍ୟର ୩୦ ଜିଲ୍ଲାରୁ ୩୬୪୫ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୧୫ ।୯(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଆଜି ରାଜ୍ୟର ୩୦ ଜିଲ୍ଲାରୁ ୩୬୪୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୫୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ…

ରାଜ୍ୟର ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ୱର, ୧୪ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବିଜେଡି ବିଧାୟକ ପ୍ରଦୀପ…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୦ ହଜାର ୭୬୬ କୁ ବୃଦ୍ଧି

ନୂଆଦିଲ୍ଲୀ,୧୫ ।୯:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୮୦ ହଜାର ୭୬୬ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୪ ଜଣ…

ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ

ନୂଆଦିଲ୍ଲୀ,୧୫/୯: ଆଜି ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ସକାଳ ୯ଟାରେ ଚାଲିବ ରାଜ୍ୟସଭା ଓ ଅପରାହ୍ନ ୩ଟାରେ ଲୋକସଭା ବସିବ। କରୋନା ମହାମାରୀ ଯୋଗୁଁ କୋଭିଡ୍ କଟକଣା ଭିତରେ ଗୃହକାର୍ଯ୍ୟ ହେଉଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୧୫/୯(ଓଡିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ଦିନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ  ବୈଠକ ହେବ। ବହୁ…