Browsing Category

Breaking News

ଫୁଟିଲା ଜବତ ବାଣ ଓ ବୋମା, ମାଟିରେ ମିଶିଲା ବଳଙ୍ଗା ଥାନା

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ହୋଇଛି ଭୟଙ୍କର ବିସ୍ଫୋରଣ । ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଏହି ବିସ୍ଫୋରଣରେ ଥାନାର ଛାତ ଉଡ଼ିଯିବା ସହିତ କାନ୍ଥ ଭୁଶୁଡ଼ି ପଡିଛି । ତୀବ୍ର ବିସ୍ଫୋରଣ…

କଟକ କ୍ଳବ୍‌ର ସଭାପତି ହେଲେ ଡକ୍ଟର ସଂଯୁ୍କ୍ତା ମହାପାତ୍ରା, ୧୫୬ ବର୍ଷରେ ପ୍ରଥମ ମହିଳା ସଭାପତି

କଟକ, (ଭାସ୍କର ନ୍ୟୁଜ୍‌) : ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ କ୍ଲବ୍‌ ଭାବେ ପରିଚିତ କଟକ କ୍ଲବ୍‌ ଏହାର ନୂଆ ସଭାପତି ପାଇଛି । ୧୫୬ ବର୍ଷର ଏହି କ୍ଲବ୍‌ର ସଭାପତି ଭାବେ ଡକ୍ଟର ସଂଯୁକ୍ତା ମହାପାତ୍ର ନିର୍ବାଚିତ ହୋଇଛନ୍ତି…

ସରିଲା ପିିପିଲି ଉପନିର୍ବାଚନ ପ୍ରଚାର, ୩୦ରେ ଭେଟ୍‌ : ଏକ୍‌ଜିଟ୍‌ ପୋଲ୍‌ ଉପରେ ଜାରି ହେଲା ନିଷେଧାଦେଶ

ପିପିଲି/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ପିପିଲି ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ସରିଛି ପ୍ରଚାର ଅଭିଯାନ । ପ୍ରତିଶ୍ରୁତି ଓ ପ୍ରଚାରର ପର୍ବ ସରିବା ପରେ ଏବେ ଚଳିତ ମାସ ୩୦ ତାରିଖରେ ହେବାକୁ ଥିବା ମତଦାନ ଉପରେ…

ଚାଷଜମିରେ କାମ କରୁଥିଲେ, ହଠାତ୍ ଚଡ଼କ ପଡି ଚାଲିଗଲା ଦମ୍ପତ୍ତିଙ୍କ ସହ ଜଣେ ଶ୍ରମିକଙ୍କ ପ୍ରାଣ

ସମ୍ବଲପୁର, (ଭାସ୍କର ନ୍ୟୁଜ୍‌): ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଛାମୁଣ୍ଡା ପଞ୍ଚାୟତର ବଡ଼ମାଲ ଗ୍ରାମରେ  ଏକ ବଡ଼ ଦୁଃଖଦ ଘଟଣା ଘଟିଛି । ଚାଷଜମିରେ କାମ କରୁଥିବା ବେଳେ ବଜ୍ରାଘାତରେ ଟଳି ପଡ଼ିଲେ ଏକ…

ଭୁବନେଶ୍ୱର କ୍ଲବ୍ ନିର୍ବାଚନ: ଅସିତ୍ ତ୍ରିପାଠୀ ସଭାପତି ନିର୍ବାଚିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସିତ୍ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି । ବିଜୟ ପଟ୍ଟନାୟକ ୪୯୮ ଭୋଟ ପାଇଛନ୍ତି ।…

ବହୁପ୍ରତୀକ୍ଷିତ ‘Sardar Udham’ର ଟିଜର୍ ଆଉଟ୍, ଭିନ୍ନ ଅନ୍ଦାଜରେ ନଜର ଆସିଲେ ଭିକି

ମୁମ୍ବାଇ: ମହାନ୍ ସ୍ୱାଧୀନତା ସଂଗ୍ରାମୀ ସରଦାର୍ ଉଧମ ସିଂଙ୍କ ଜୀବନୀ ଉପରେ ଆଧାରିତ ବହୁପ୍ରତୀକ୍ଷିତ ଫିଲ୍ମ ସରଦାର୍ ଉଧମର ଅଫିସିଆଲ୍ ଟିଜର୍ ରିଲିଜ୍ ହୋଇଯାଇଛି । ଏଥିରେ ମୂଖ୍ୟ ଭୂମିକାରେ ଭିକି କୌଶଲଙ୍କୁ ଦେଖିବାକୁ…

ବହୁ ଚର୍ଚ୍ଚିତ ତୁଷାର ସାହୁ ମୃତ୍ୟୁ ମାମଲା: ୨ ଗିରଫ

କଟକ(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମନାକୁ ଆସିଛି । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ୍ । ଏହି…

ମହାନଦୀକୁ ଡେଇଁଥିବା ବିଜେବି କଲେଜ ଲ୍ୟାବ ଆସିଷ୍ଟାଣ୍ଟଙ୍କ ମିଳିଲା ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ବିଜେବି କଲେଜର ଲ୍ୟାବ୍ ଆସିଷ୍ଟାଣ୍ଟ ଦେବାଶିଷ ଦାସ । ଗତକାଲି ତାଙ୍କୁ ମହାନଦୀରେ ଖୁବ୍ ଖୋଜାଖୋଜି କରାଯାଇଥିଲା । ହେଲେ…

ଭାରତ ବନ୍ଦରେ ଅମାନବୀୟ ଦୃଶ୍ୟ: ଡିସିପିଙ୍କ ପାଦ ଉପରେ ଗାଡ଼ି ଚଢ଼ାଇଦେଲେ ପ୍ରଦର୍ଶନକାରୀ

ବେଙ୍ଗାଲୁରୁ: ତିନିଟି କୃଷି ଆଇନକୁ ନେଇ ଆଜି ଦେଶବ୍ୟାପୀ କୃଷକ ମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଦେଶର ବିଭିନ୍ନ ସହରରେ କୃଷକ ମୋର୍ଚ୍ଚା ପକ୍ଷରୁ କୃଷକ ମାନେ ବନ୍ଦ ଡାକରା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତ…