fbpx
Browsing Category

Breaking News

୨୭.୪୨ କୋଟି ଟଙ୍କାର ଓଭରବ୍ରିଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୧୨ ।୯(ଓଡିଶା ଭାସ୍କର): ବ୍ରହ୍ମପୁର ସହରର ବହୁ ପ୍ରତୀକ୍ଷିତ ରେଳ ଓଭର ବ୍ରିଜ ଆଜି ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ବେଙ୍ଗ ଦେହରେ ଜଳୁଛି ଲାଇଟ୍

ଇଣ୍ଟରନେଟରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ ବେଙ୍ଗ ଜୁଳୁଜୁଳିଆ ପୋକକୁ ଗିଳିଦେଇଛି । କିନ୍ତୁ ପୋକ ଗିଳିବା ପରେ ବେଙ୍ଗଟିର ପେଟରୁ ଲାଇଟ୍ ବାହାରିବାରେ ଲାଗିଛି ।ଟ୍ୱିଟରେ ଏହି…

ଲୋକପ୍ରିୟ ଯାତ୍ରା କଳାକାର ଭିକୁ ସେଠଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୧୨ା୯(ଓଡ଼ିଶା ଭାସ୍କର): ଲୋକପ୍ରିୟ ଯାତ୍ରା କଳାକାର ମହେନ୍ଦ୍ର ଦାସଙ୍କ ଆଜି ପରଲୋକ ଘଟିଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ମହେନ୍ଦ୍ରଙ୍କ ବିୟୋଗ…

ପୁଣି ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର, ୧୨ା୯(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ  ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବା ଭଳି ପେଟ୍ରୋଲ ଡିଜେଲ ଦର ମଧ୍ୟ ବୃଦ୍ଧି ପାଉଥିଲା । କିନ୍ତୁ ଏବେ ଲଗାତାର ଭାବେ  ତିନି ଦିନ ହେବ ତେଲ ଦର…

୫୦ ବର୍ଷରୁ ଅଧିକ ବୟସର ପୋଲିସକର୍ମୀଙ୍କୁ ବାଧ୍ୟତାମୂଳକ ଅବସର

ଲକ୍ଷ୍ନୌ,୧୨ ।୯: ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଡିଜିପି ହେଡକ୍ୱାର୍ଟରେ ଏଭଳି କୁଖ୍ୟାତ ପୋଲିସର ତାଲିକା ପଠାଇବାକୁ…

କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହେଲେ ନବରଙ୍ଗପୁର ସାଂସଦ

ରାଇଘର, ୧୨ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତ ବଢ଼ି ବଢ଼ି ଚାଲିଥିବା ବେଳେ କରେନା କବଜାକୁ ଆସିଥିଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ । ସେ କରେନାରେ ଆକ୍ରାନ୍ତ ଥିବା ବେଳେ ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା…

ବିଶ୍ୱକର୍ମା ପୂଜା ପରଠାରୁ ବଦଳିଯିବ ଏହି ରାଶି ବ୍ୟକ୍ତିଙ୍କର ଭାଗ୍ୟ! ଜାଣନ୍ତୁ କେଉଁ ରାଶି ଅଛି ସାମିଲ

ପିଲାଟିଏ ଜନ୍ମ ହେବା ମାତ୍ରେ ତାହାର ରାଶି ନକ୍ଷତ୍ର ଆଦି ସବୁ ଜଣା ପଡ଼ିଯାଇଥାଏ । କଥାରେ ଅଛି କର୍ମ ଅନୁସାରେ ଫଳ ଅର୍ଥାତ ଆମେ ଯେଉଁ କାର୍ଯ୍ୟ କରିଥାଉ ସେହି ଅନୁସାରେ ଫଳ ମିଳିଥାଏ । କିନ୍ତୁ କେତେଟା ଜିନିଷ ରାଷି,…

ଡ୍ରମରୁ ଗହମ ବାହାର କରୁଥିବା ବେଳେ ବାହାରିପଡିଲା କୋବ୍ରା

ଡ୍ରମରୁ ଗହମ ବାହାର କରୁ କରୁ ହଠାତ୍ ବାହାରି ପଡିଲା କିଙ୍ଗ କୋବ୍ରା । ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ସୁନ୍ଦରୱାଲ ସହରରେ ଜଣେ ମହିଳା ଡ୍ରମରୁ ଗହମ କାଢୁଥିବା ବେଳେ କୋବ୍ରା ସାପ ବାହାରିପଡିଥିଲା । ଏହାକୁ ଦେଖି ମହିଳାଙ୍କ…

୫ ଭାରତୀୟଙ୍କୁ ଫେରାଇଲା ଚୀନ୍

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ସୁୱାନାସିରିରେ ବାଟ ଭୁଲି ଚୀନ ସୀମାକୁ ଚାଲିଯାଇଥିବା ୫ ଭାରତୀୟ ପୁଣି ଥରେ ନିଜ ଦେଶକୁ ଫେରିଆସିଛନ୍ତି । ଚୀନର ସୈନିକମାନେ ଏହି ୫ ଜଣ ସାଧାରଣ ନାଗରିକଙ୍କୁ ଅରୁଣାଚଳ ପ୍ରଦେଶର…

ବଡ଼ ଖବର: ବଜାରରେ ମିଳିବ କରୋନା ଔଷଧ, କିଣିବାକୁ ହେଲେ ଜାଣନ୍ତୁ ସର୍ତ୍ତ

ଭୁବନେଶ୍ୱର, ୧୨ା୯(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କରୋନା ଔଷଧ ସାଧାରଣରେ ବିକ୍ରି ପାଇଁ ଡ଼ିସିଜିଆଇ ପକ୍ଷରୁ ଅନୁମତି ମିଳିଛି । ଅନୁମତି…