Browsing Category
Breaking News
ଥରୁଛି ଓଡିଶା: ୧୦ ଡିଗ୍ରୀ ତଳେ ରହିଛି ୯ ସହରର ତାପମାତ୍ରା
ଭୁବନେଶ୍ୱର,୨୬ ।୧୨(ଓଡିଶା ଭାସ୍କର): ସାରା ରାଜ୍ୟରେ ଶୀତର ଲହରି ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟରେ ୧୦ ଡିଗ୍ରୀ ତଳେ ରହିଛି ୯ଟି ସହରର ତାପମାତ୍ରା । ୫.୫ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ହୋଇଛି ରାଜ୍ୟର…
ପ୍ରତି ମାସରେ ରୂପ ବଦଳାଉଛି କରୋନା: ଏମ୍ସ
ଭୁବନେଶ୍ୱର, ୨୬ା୧୨ (ଓଡିଶା ଭାସ୍କର): ମାସକରେ ହାରାହାରି ଦୁଇଥର କରୋନା ରୂପ ବଦଳାଉଥିବା ଜଣାପଡ଼ିଛି । କରୋନା ଷ୍ଟ୍ରେନକୁ ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
କରୋନାର ଗୁଣସତ୍ତା ପରିବର୍ତ୍ତନ…
ନାତୁଣୀ ହେମଦସ୍ତା ମାଡ଼ରେ ଆଈ ମୃତ
ଭଣ୍ଡାରିପୋଖରୀ, ୨୬ା୧୨ (ଓଡିଶା ଭାସ୍କର): ଘରୋଇ କଳହକୁ କେନ୍ଦ୍ରକରି ଭଦ୍ରକ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ନାତୁଣୀର ହେମଦସ୍ତା ମାଡ଼ରେ ଆଈ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ,…
ଦିନକରେ ଦେଶରେ ୨୫୧ ମୃତ
ଭୁବନେଶ୍ୱର, ୨୬ା୧୨ (ଓଡିଶା ଭାସ୍କର): ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୫୧ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୩୪୩କୁ ବୃଦ୍ଧି ପାଇଛି ।
ସେହିପରି ଦିନକରେ ୨୨ ହଜାର ୨୭୨ ଜଣ…
ସ୍ୱପ୍ନରେ ଏହି ଜିନିଷ ଦେଖିଲେ ବଦଳିବ ଭାଗ୍ୟ, ମିଳିବ ମା’ଙ୍କ କୃପା
ରାତିରେ ଶୋଇବା ସମୟରେ ସ୍ୱପ୍ନ ସମସ୍ତେ ଦେଖିଥାନ୍ତି । ଅଧିକାଂଶ ରାତିରେ ଦେଖିଥିବା ସ୍ୱପ୍ନକୁ ସକାଳେ ଭୁଲିଯାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି, ରାତିରେ ଓ ସକାଳେ ଆସୁଥିବା ସ୍ୱପ୍ନ ଆମ ଜୀବନକୁ ବହୁତ ପ୍ରଭାବିତ…
ଡି-ବ୍ରଦର୍ସଙ୍କ ଘରୁ ପୁଣି ବନ୍ଧୁକ-ଗୁଳି ଜବତ
ଭୁବନେଶ୍ୱର,୨୫ ।୧୨(ଓଡିଶା ଭାସ୍କର): ଧଳ ସାମନ୍ତ ବ୍ରଦର୍ସଙ୍କ ଘରୁ ପୁଣି ବନ୍ଧୁକ ଓ ଗୁଳି ଜବତ ହୋଇଛି । ୩ଟି ବନ୍ଧୁକ ସମେତ ୧୭୦ ରାଉଣ୍ଡ ଗୁଳି ଜବତ ହୋଇଥିବା ସୂଚନା ମିଳିଛି । ଡି-ବ୍ରଦର୍ସ ଘରେ ସର୍ଚ୍ଚ କରୁଥିବା…
ପାଟନାରୁ ଚୋରି ହୋଇଥିବା ବୁଲେଟରେ ବୁଲୁଥିଲେ ASI, ଏବେ ସସପେଣ୍ଡ୍
ରାଞ୍ଚି,୨୫ ।୧୨: ଚୋରି ହୋଇଥିବା ବୁଲେଟରେ ବୁଲିବା ଏଏସଆଇଙ୍କୁ ପଡିଲା ମହଙ୍ଗା । ବୁଲେଟ୍ ଜବତ ହେବା ସହ ଚାଲିଗଲା ଚାକିରି । ତେବେ ବିହାରର ରାଜଧାନୀ ପାଟନାରୁ ଚୋରି ହୋଇଥିବା ଏକ ବୁଲେଟ ଉପରେ ସବାର ହୋଇ ଝାଡଖଣ୍ଡରେ…
ବ୍ରିଟେନ୍ ଫେରନ୍ତା ୪ ବର୍ଷର ଶିଶୁ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୫ ।୧୨(ଓଡିଶା ଭାସ୍କର): ବ୍ରିଟେନରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଗତ ୧୪ ଦିନ ମଧ୍ୟରେ ବ୍ରିଟେନରୁ ୪୩ ଜଣ ଓଡିଶାକୁ ଫେରିଛନ୍ତି ବୋଲି ଗତକାଲି…
ବନ୍ଧାହେଲେ କୋଟିପତି ନିର୍ବାହୀ ଯନ୍ତ୍ରୀ
ରାୟଗଡା,୨୫ ।୧୨(ଓଡିଶା ଭାସ୍କର): ଭିଜିଲାନ୍ସ ଦ୍ୱାରା ପୁଣି ଜଣେ କୋଟିପତି ନିର୍ବାହୀ ଯନ୍ତ୍ରୀ ଗିରଫ ହୋଇଛନ୍ତି । ରାୟଗଡା ଡିଭିଜନ-୨ର ଗୁଣୁପୁର ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ ହୋଇଥିବା ଜଣାପଡିଛି…
ଏସସିବି ଟେଲି ମେଡିସିନ ବିଭାଗରେ ଅଗ୍ନିକାଣ୍ଡ
କଟକ,୨୫ ।୧୨(ଓଡିଶା ଭାସ୍କର): କଟକ ଏସସିବି ମେଡିକାଲର ଟେଲି ମେଡିସିନ୍ ବିଭାଗରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ସର୍ଭର ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ବିଭାଗୀୟ ଅଗ୍ନିଶମ ବାହିନୀ…