Browsing Category

Breaking News

ଦିନକରେ ୫୦ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୦ ।୧୦: ଦେଶରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତ ସଂଖ୍ୟା କମିଛି । ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୫ ହଜାର ୧୯୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ୭୯୦ ନୂଆ ଆକ୍ରାନ୍ତ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ମୋ ବିଦ୍ୟୁତ’ ଏବଂ ମୋବାଇଲ ଆପ୍ ଲୋକାର୍ପିତ

ଭୁବନେଶ୍ୱର,୧୯ ।୧୦(ଓଡ଼ିଶା ଭାସ୍କର): ରାଜ୍ୟରେ ୮୯ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବିଦ୍ୟୁତ୍ ଉପଭୋକ୍ତା ସେବା ପୋର୍ଟାଲ୍…

ଖୁସି ଖବର: ରାଜ୍ୟରେ ଆଜି ୨୭୩୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର, ୧୯ ।୧୦(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ନଭେମ୍ବର ୫ରୁ ଆରମ୍ଭ ହେବ ଯୁକ୍ତ ଦୁଇ ବିକଳ୍ପ ପରୀକ୍ଷା

ଭୁବନେଶ୍ୱର,୧୯/୧୦(ଓଡିଶା ଭାସ୍କର): ନଭେମ୍ବର ୫ରୁ ଆରମ୍ଭ ହେବ ଯୁକ୍ତ ଦୁଇ ବିକଳ୍ପ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ…

ଭୁବନେଶ୍ୱରରୁ ପୁଣି ବାହାରିଲେ ୨୧୩ ପଜିଟିଭ୍

ଭୁବନେଶ୍ୱର,୧୯ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ୨୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ…

ସୁନା ଦୋକାନରୁ ଲୁଟ୍

କେନ୍ଦୁଝର,୧୯ ।୧୦(ଓଡ଼ିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଲୁଟପାଟ୍ ବଢିବାରେ ଲାଗିଛି । ଏହାରି ମଧ୍ୟରେ କେନ୍ଦୁଝର ବାରିଆ ଭଣ୍ଡାବଜାରର ଏକ ଗହଣା ଦୋକାନରୁ ଆଜି ଲୁଟ୍ ହୋଇଛି । ବହୁ ମୂଲ୍ୟର ସୁନାଗହଣା…

ଲଦାଖରେ ଚୀନ୍ ସୈନିକଙ୍କୁ ଧରିଲେ ଭାରତୀୟ ଯବାନ

ଲଦାଖ,୧୯ ।୧୦: ଏଲଏସିକୁ ନେଇ ଉତ୍ତେଜନା ମଧ୍ୟରେ ଲଦାଖରେ ଭାରତୀୟ ସେନାଙ୍କ ହାତରେ ଧରାପଡିଲେ ଜଣେ ଚୀନ୍ ସୈନିକ । ଚୁମର ଡେମଚୌକ ଅଞ୍ଚଳରେ ବୁଲୁଥିବା ବେଳେ ସୈନ୍ୟଙ୍କୁ ଧରିଛନ୍ତି ଭାରତୀୟ ଯବାନ । ବାଟ ଭୁଲି ଭାରତୀୟ…

ଦାଦାବଟି ଯୋଗୁଁ କଟକରୁ ୩ ବନ୍ଧାହେଲେ

କଟକ,୧୯ ।୧୦(ଓଡିଶା ଭାସ୍କର): କଟକରେ ଦାଦାବଟି ଆଦାୟ ଅଭିଯୋଗରେ ୩ ଜଣଙ୍କୁ ଗିରଣ କରାଯାଇଛି । ଦରଘା ବଜାର ଥାନା ଅଞ୍ଚଳର ଅଭିଯୁକ୍ତ ରିୟାଜ ଖାନ୍ ଗିରଫ ହୋଇଥିବା ସୂଚନା ମିଳିଛି । ସେହିପରି କ୍ୟାଣ୍ଟନମୋଣ୍ଟ ଥାନା…

କ୍ଷେପଣାସ୍ତ୍ର SANTର ପରୀକ୍ଷଣ

ଭୁବନେଶ୍ୱର,୧୯ ।୧୦(ଓଡିଶା ଭାସ୍କର): ଓଡ଼ିଶା ସମୁଦ୍ର ଉପକୂଳରେ ହୋଇଛି କ୍ଷେପଣାସ୍ତ୍ର SANTର ପରୀକ୍ଷଣ। ଏକ ଯୁଦ୍ଧ ବିମାନରୁ ଉତ୍‌କ୍ଷେପଣ ପରେ ଲକ୍ଷ୍ୟଭେଦ କରିଛି SANT । ଏହା ଆକାଶରୁ ସ୍ଥଳ ଭାଗକୁ ଲକ୍ଷ୍ୟଭେଦ…