Browsing Category

Breaking News

ଏଠାରେ ଟଫି-ଚକଲେଟ୍ ଦରରେ ମିଳୁଛି ଟାଙ୍କି ଫୁଲ୍ ତେଲ, ପେଟ୍ରୋଲ୍ ଓ ଡିଜେଲ ଏଠି ପୂରା ଶସ୍ତା

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦରକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସହରରେ ଏବେ ତୈଳ ଦର ୧୦୦ ଟପିସାରିଲାଣି । ହେଲେ ଅନ୍ୟପଟେ ଦୁନିଆରେ ପେଟ୍ରୋଲିୟମ୍ ସମ୍ପଦରେ ଭରପୁର ଥିବା ଦେଶ…

ଛେଚୁଚି ବର୍ଷା: ୭ ଜିଲ୍ଲାକୁ ଜାରି ହେଲା ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାଲି ସକାଳ ଯାଏଁ ୭ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଉକ୍ତ…

ଏବେ ତତେ କିଏ ବଞ୍ଚେଇବ? ଛାତ୍ରୀ ମୁହଁରେ ଜବରଦସ୍ତି କେକ୍ ବୋଳିଲେ ଶିକ୍ଷକ

ବରେଲୀ: ଶିକ୍ଷକଙ୍କୁ ଭଗବାନ ସଦୃଶ ପୂଜା କରାଯାଏ । କିନ୍ତୁ କିଛି ଏମିତି ରହିଛନ୍ତି ଯେଉଁ ମାନେ ଶିକ୍ଷକ ଧର୍ମର ସବୁ ସୀମା ପାର୍ କରିଯାଉଛନ୍ତି । ପିଲା ମାନଙ୍କ ସବୁବେଳେ ଭଲ କଥା ଶିଖାଇବା ବଦଳରେ ସେମାନେ ନିଜେ ବାଟ…

ବୁଲିବା ପାଇଁ ସବୁଠୁ ବେଷ୍ଟ୍ ଭାରତର ଏହି ତିନି ଗାଁ, UN ଦେଲା ମାନ୍ୟତା

ନୂଆଦିଲ୍ଲୀ: ସହରର ଲାଇଫ୍ ଷ୍ଟାଇଲ୍ ଠାରୁ ଏବେ ଲୋକ ମାନେ ଗାଁର ଶାନ୍ତ ପରିବେଷରେ ରହିବାକୁ ବେଶି ପସନ୍ଦ କରିଥାନ୍ତି । ତେଣୁ ଭାରତରେ ଏପରି କିଛି ସ୍ଥାନ ରହିଛି ଯାହା ପର୍ଯ୍ୟଟନ ପାଇଁ ସବୁଠାରୁ ଉତ୍ତମ ତଥା ବେଷ୍ଟ୍…

ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା

କଟକ: ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଲା ବିଜେପି । ଆସନ୍ତକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକ ବନ୍ଦ ରହିବା ନେଇ ଡାକରା ଦିଆଯାଇଛି । ବନ୍ଦ ଡାକରାରୁ ସମସ୍ତ ଜରୁରୀକାଳୀନ ସେବା ବାଦ୍ ପଡ଼ିବ ।…

ଘନୀଭୂତ ହେଉଛି ଲଘୁଚାପ: ୮ଟି ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହେଉଛି । ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେଉଛି ଲଘୁଚାପ । ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବେଙ୍ଗୋପସାଗରରେ ପରିଣତ ହେଲା ଲଘୁଚାପ…

ଆଜି ନିଟ୍ ୟୁଜି ପ୍ରବେଶିକା, କରୋନା କଟକଣା ମଧ୍ୟରେ ୧୬ ଲକ୍ଷ ୪୩ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିଗିଡ଼ି ଯାଇଛି । ଏଥିପାଇଁ ଅନେକ ପରୀକ୍ଷାକୁ ରଦ୍ଦ ମଧ୍ୟ କରାଯାଇଛି । ତେବେ କରୋନା ଯୋଗୁଁ ସ୍ଥଗିତ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ସମଗ୍ର ଦେଶେର…

ରାଜଧାନୀରେ କିଡନାପର୍ସ: ଡେଲିଭେରି ବଏଙ୍କୁ ଅପହରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ସ୍ୱଗୀ ଡେଲିଭେରୀ ବଏଙ୍କୁ ଅପହରଣ କରାଯାଇଛି । ଡେଲିଭେରୀ ବଏ ପତିତପାବନ ପୃଷ୍ଟିଙ୍କୁ ଉତ୍ତରା ଛକରୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ଗତ କାଲି ରାତିରେ କିଛି ଦୁର୍ବୃତ୍ତ…

ରାଜ୍ୟରେ ଥମୁନି ମହାମାରୀ: ୬୪୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଥମୁଥିବାରୁ ସରକାର କଟକଣାକୁ କୋହଳ କରିଛନ୍ତି । ହେଲେ ତୃତୀୟ ଲହରର ଆଶଙ୍କା ଥିବାରୁ ନିୟମ ମାନି ଚାଲିବାକୁ ନିର୍ଦେଶ ଦେଇଛନ୍ତି । ତେବେ ଗତ ୨୪ ଘଣ୍ଟାରେ…

କରୋନା କବଳରେ ଭାରତ: ଦେଶରେ ଦିନକରେ ମୃତ୍ୟୁ ସଂଖ୍ୟା ୩୩୮

ନୂଆଦିଲ୍ଲୀ: ଦେଶରେ ଦିନକରେ ୩୩୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୨ ହଜାର ୬୫୫ରେ ପହଞ୍ଚିଛି । ଏହା ସହିତ ଆକ୍ଟିଭ୍ କେସ୍ ୩ ଲକ୍ଷ ୮୪ ହଜାର ୯୨୧ ରହିଥିବା ବେଳେ…