fbpx

ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା

କଟକ: ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଲା ବିଜେପି । ଆସନ୍ତକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକ ବନ୍ଦ ରହିବା ନେଇ ଡାକରା ଦିଆଯାଇଛି । ବନ୍ଦ ଡାକରାରୁ ସମସ୍ତ ଜରୁରୀକାଳୀନ ସେବା ବାଦ୍ ପଡ଼ିବ । ମୂର୍ତ୍ତି ଉଚ୍ଚତାକୁ ନେଇ ଉଠିଥିବା ବିବାଦ ପ୍ରସଙ୍ଗକୁ ନେଇ ବନ୍ଦ ଡାକରା ଦିଆଯାଇଛି । ଏନେଇ ନେଇ ଆଜି ପ୍ରେସ ମିଟ୍ କରି ସୂଚନା ଦେଇଛନ୍ତି ସମୀର୍ ଦେ ।

Get real time updates directly on you device, subscribe now.