Browsing Category

Breaking News

ଦେଶରେ ପୁଣି ବଢ଼ିଲା ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୩୭ ହଜାରରୁ ଅଧିକ ନୂଆ ପଜିଟିଭ

ନୂଆଦିଲ୍ଲୀ,୨୪/୦୮: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଥମିବାରେ ନା ଧରୁନି। କିଛି ଦିନ କରୋନା ଗ୍ରାଫ୍ ଖସିବା ପରେ ପୁଣି ଥରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ…

SBI ଗ୍ରାହକ ସାବଧାନ୍! ବ୍ୟାଙ୍କ ବଦଳାଇଲା ବଡ଼ ନିୟମ, Transactionରେ ହୋଇପାରେ ସମସ୍ୟା

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଗ୍ରାହକଙ୍କ ସୁରକ୍ଷା ପାଇଁ ବ୍ୟାଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ…

ରାଜ୍ୟରେ ପୁଣି ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…

ଲାଞ୍ଚ ନେବାକୁ ମନା କରିବାକୁ ବିଚ୍ ରାସ୍ତାରେ ପୋଲିସକର୍ମୀଙ୍କୁ ‘କିସ୍’ କଲେ ମହିଳା, VIDEO VIRAL

ନୂଆଦିଲ୍ଲୀ: ସାଧାରଣତଃ ପୋଲିସ ଅଧିକାରୀମାନେ ଲାଞ୍ଚ ନେଉଥିବାର ଆପଣ ଦେଖିଥିବା ଅଥବା ଶୁଣିଥିଲେ । ସୋସିଆଲ ମିଡିଆରେ ଏପରି ଭିଡିଓ ମଧ୍ୟ ଭାଇରାଲ ହେଉଛି । କିନ୍ତୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ…

ଆଫଗାନିସ୍ତାନକୁ ସହାୟତା ବନ୍ଦ ଘୋଷଣା କଲା ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ନିଜର ଅସଲି ରୂପ ଦେଖାଉଛି ତାଲିବାନ୍ । ଏହାରି ମଧ୍ୟରେ ଆଫଗାନିସ୍ତାନକୁ ସହାୟତା ବନ୍ଦ ଘୋଷଣା କରିଛି ବିଶ୍ୱ ବ୍ୟାଙ୍କ । ଆଫଗାନିସ୍ତାନ ସ୍ଥିତିକୁ ଦୃଷ୍ଟିରେ ଏଭଳି…

ଓଡ଼ିଶାରେ ୮୮୭ କରୋନା ପଜିଟିଭ୍ ଚିହ୍ନଟ, ସେଥିରୁ ୧୩୧ ଶିଶୁ ଆକ୍ରାନ୍ତ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି…

ମହିଳା ଫୁଟବଲ ଖେଳାଳିଙ୍କୁ ‘ଫ୍ଲାଟ୍ ଚେଷ୍ଟ୍’ ଓ ‘ବିବାହ ପାଇଁ ଅନୁପଯୁକ୍ତ’ କହିଲେ ଏହି ଦେଶର ରାଷ୍ଟ୍ରପତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତି ସାମିୟା ସୁଲୁହୁ ହାସନ ମହିଳା ଫୁଟବଲ ଖେଳାଳି ଉପରେ ଟିପ୍ପଣୀ ଦେଇ ଟ୍ରୋଲର ଶିକାର ହୋଇଛନ୍ତି । ମହିଳାଙ୍କ ପ୍ରତି ଏପରି ଚିନ୍ତାଧାରା ରଖିଥିବାରୁ ତାଙ୍କୁ ସୋସିଆଲ…

ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର: ପାର୍ବଣ ଋତୁରେ ଭିଡ଼ ନକରିବାକୁ ପରାମର୍ଶ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହି ସମୟରେ ପାର୍ବଣ ଋତୁ ଥିବାରୁ ଲୋକମାନେ ବାହାରକୁ ଆସି ଭିଡ଼ ନକରିବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

୫ ହଜାର ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡ଼ି ବସିଲେ ଭିଜିଲାନ୍ସ ଟିମ୍

ସୁନ୍ଦରଗଡ଼ (ଭାସ୍କର ନ୍ୟୁଜ୍‌):  ଏକ ମାମଲାକୁ ରଫାଦଫା କରିବା ଲାଗି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନାର ଜଣେ ପୁଲିସ୍‌ ଏଏସ୍‌ଆଇ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,(ଭାସ୍କର ନ୍ୟୁଜ୍) : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ବନକଲାଗି ସେବା କରିବେ । ଠାକୁରଙ୍କ ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ…