Browsing Category

Breaking News

ପୁଣି ସଂକ୍ରମଣ ଦୁଇ ହଜାର ଟପିଲା: ରାଜ୍ୟରୁ ଚିହ୍ନଟ ହେଲେ ୨୦୮୫ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୪ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ସହକାରୀ ଯନ୍ତ୍ରୀ । ମୟୂରଭଞ୍ଜ କୁଳିଅଣା ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ଧରାପଡିଥିବା ସହାକାରୀ ଯନ୍ତ୍ରୀ ଜଣକ ହେଉଛନ୍ତି ଧୀରୟା ମାଝୀ ।…

ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କଲା ପୋଲିସ, ଅଶ୍ଲୀଳ ଫିଲ୍ମ…

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇର କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ଅଶ୍ଳୀଳ ଫିଲ୍ମ କରିବା ସହ କିଛି ଆପ୍ ଜରିଆରେ ତାହାକୁ ପବ୍ଲିଶ କରିଥିବା ମାମଲାରେ ତାଙ୍କୁ ଗିରଫ…

ଆଜି ବାହୁଡ଼ିବେ ମହାପ୍ରଭୁ, ଚାଲିଛି ନୀତିକାନ୍ତି

ପୁରୀ(ଓଡ଼ିଶା ଭାସ୍କର): ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଭେ ବାହୁଡ଼ିବେ ଶ୍ରୀଜିଉ । ନବଦିନାତ୍ମକ ଯାତ୍ରା ସାରି ଆଜି ବାହୁଡିବେ ମହାପ୍ରଭୁ । ବଡ଼ଦାଣ୍ଡରେ ରଥାରୁଢ଼ ଶ୍ରୀଜିଉଙ୍କ ଦର୍ଶନ ଅତ୍ୟନ୍ତ ପୂଣ୍ୟଦାୟକ ବୋଲି କୁହାଯାଏ ।…

ଏମ୍ସ ଡାକ୍ତରଙ୍କ ଚେତାବନୀ: ଆହୁରି ଦୁଇ ବର୍ଷ ସତର୍କ ରହିବାକୁ ପଡିବ, ମହାମାରୀ ସହ ଲଢ଼ିବାକୁ ପଡିବ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏବେ ତୃତୀୟ ଲହରକୁ ନେଇ ଚିନ୍ତା ବଢିଯାଇଛି । ଏହି ସମୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନିରନ୍ତର ସତର୍କତା ଅବଲମ୍ବନ କରିବାକୁ…

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍‌ ଖାନ୍‌ ଗୁରୁତର, ହସ୍ପିଟାଲରେ ଚାଲିଛି ଚିକିତ୍ସା

ଲକ୍ଷ୍ନୌ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶ ସୀତାପୁର ଜେଲରେ ବନ୍ଦୀଭାବେ ଥିବା ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ ଗୁରୁତର ହୋଇପଡିଛନ୍ତି । ସୋମବାର ସକାଳେ ଏକ ଡାକ୍ତରୀ ଦଳ ଜେଲରେ ପହଞ୍ଚି ଆଜମ୍‌ଙ୍କୁ…

ଆସୁଛି ଆଉ ଏକ ଲଘୁଚାପ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୬ ଜିଲ୍ଳାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆସନ୍ତା ୨୩ ତାରିଖ ସୁଦ୍ଧା ଉତ୍ତରପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ…

ଘରୋଇ ହସ୍ପିଟାଲ୍‌ଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌: ଲୋକଙ୍କ ଦୁଃଖରୁ ଲାଭ ଉଠାଇବା ବନ୍ଦ କର

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ମହାମାରୀ କରୋନା ସମୟରେ ଘରୋଇ ହସ୍ପିଟାଲ ଗୁଡ଼ିକ ଲୋକଙ୍କ ଦୁଃଖରୁ ଲାଭ ଉଠାଉଛନ୍ତି । ଏପରି କାର୍ଯ୍ୟ ବନ୍ଦ ହେବା ଦରକାର ବୋଲି କହି ସୋମବାର ଘରୋଇ ହସ୍ପିଟାଲ୍‌ଗୁଡ଼ିକୁ ତାଗିଦ କରିଛନ୍ତି…

ଖୁବଶୀଘ୍ର ଆରମ୍ଭ ହୋଇପାରେ ଛୋଟ ପିଲାଙ୍କ ଟିକାକରଣ, ଦ୍ୱିତୀୟ ଡୋଜ୍‌ର ସକରାତ୍ମକ ରିପୋର୍ଟକୁ ଅପେକ୍ଷା

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : ଦେଶରେ ଖୁବଶୀଘ୍ର ଛୋଟ ପିଲାଙ୍କ ଟିକାକରଣ ଆରମ୍ଭ ହୋଇପାରେ । ଶିଶୁଙ୍କ ଉପରେ ଆରମ୍ଭ ହୋଇଥିବା ଟିକାର ଟ୍ରାଏଲ୍‌ରୁ ଏପରି ଆଭାସ ମିଳୁଛି । ହାଇଦ୍ରାବାଦ୍‌ସ୍ଥିତ ଭାରତ ବାୟୋଟେକ୍‌…

ନାବାଳିକା ଦୁଷ୍କର୍ମ ମାମଲା: ୨ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ

ନୟାଗଡ଼, (ଓଡ଼ିଶା ଭାସ୍କର): ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ନୟାଗଡ଼ ଚିଲ୍‌ଡ୍ରେନ୍‌ କୋର୍ଟର ସ୍ୱତନ୍ତ୍ର ବିଚାରପତି ସୋମବାର ୨ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ।…