Browsing Category
Breaking News
ଯୋଗ୍ୟତା ମାତ୍ର ଯୁକ୍ତ ୨ ପାସ୍, କିନ୍ତୁ ୧୦୦ ଦିନରେ ୪୦ ଦେଶର ୨୫ ହଜାରରୁ ଅଧିକ ଲୋକଙ୍କୁ ଲଗାଇଲାଣି ୫ କୋଟିର ଚୁନା
ଅହମ୍ମଦାବାଦ: ଯୁକ୍ତ ୨ ପାସ୍ କରିଥିବା ଜଣେ ସାଇବର ଅପରାଧୀ ଜଣେ କି ଦୁଇ ଜଣ ନୁହେଁ ବରଂ ହଜାର ହଜାର ଲୋକଙ୍କୁ କୋଟି କୋଟି ଟଙ୍କାର ଚୁନା ଲଗାଇଛି । ଯାହାର ପର୍ଦାଫାଶ କରିଛି ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ସାଇବର ସେଲ୍…
ୟୁପିରେ ବିଜେପିର ବିଜୟରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅଭିନନ୍ଦନ ଜଣାଇଲେ ସାଇନା, ଆରଏଲଡି ସଭାପତି କହିଲେ- ‘ସରକାରୀ ସଟଲର’
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ପଦ ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି। ଦଳ ୭୫ଟି ଆସନରୁ ୬୫ଟିରେ ବିଜୟ ହାସଲ କରିଛି। ସେପଟେ ବିରୋଧୀ ଚିତପଟାଙ୍ଗ। ୟୁପିରେ ବିଜେପିର ଏହି…
ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୩୫୮ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୩୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…
ପୁଷ୍କର ସିଂ ଧାମି ହେଲେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟା ତାଙ୍କୁ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର…
ଖୋଲିଲା ଗୁମର! ଅନୀତାଙ୍କ ମୃତ୍ୟୁ ଘଟଣାରେ ସହକର୍ମୀ ଯନ୍ତ୍ରୀ ଗିରଫ, ବାହାଘର ପରେ ବି ରଖୁଥିଲା ଶାରୀରିକ ସମ୍ପର୍କ
ଗଞ୍ଜାମ(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବନ୍ଦ ଘରୁ ଜଣେ ମହିଳା ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଧିରେ ଧିରେ ଗୁମର ଖୋଲିବାରେ ଲାଗିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ…
କାଲି ସକାଳ ସୁଦ୍ଧା ୨୩ ଜିଲ୍ଲା ସାବଧାନ୍! ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ କାଲି ସକାଳ ସୁଦ୍ଧା ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୨୩ଟି ଜିଲ୍ଲାଗୁଡିକ…
କାଲିଠାରୁ ରାଜଧାନୀରେ ହେବ ଅନଲକ୍-୬, ଜାଣନ୍ତୁ ସ୍କୁଲ-କଲେଜକୁ ନେଇ କ’ଣ ରହିଛି ନିର୍ଦ୍ଦେଶ
ନୂଆଦିଲ୍ଲୀ: କରୋନା ସମୀକ୍ଷା ପରେ ରାଜଧାନୀ ଦିଲ୍ଲୀରେ ନୂଆ ଅନଲକ୍ ଗାଇଡଲାଇନ୍ ଜାରି ହୋଇଛି । କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଅନେକ କଟକଣା କୋହଳ କରାଯାଇଛି । ଦିଲ୍ଲୀରେ ଅନଲକ-୬ ଲାଗୁ ହୋଇଛି, ଯାହାର ଗାଇଡଲାଇନ୍…
ବିଗ୍ ବି’ଙ୍କ ବଙ୍ଗଳା ‘ପ୍ରତୀକ୍ଷା’କୁ ଭାଙ୍ଗିବ ବୁଲଡୋଜର୍, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ବିଗ୍ ବି’ ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ପ୍ରତୀକ୍ଷାକୁ ଭଙ୍ଗାଯିବ । ବୃହନ୍ନମୁମ୍ବାଇ ମହାନଗର ନିଗମ (ବିଏମସି) ବୁଲଡୋଜର ଲଗାଇ ଅମିତାଭଙ୍କ ବଙ୍ଗଳା ଭାଙ୍ଗିବ ବୋଲି ଜଣାପଡ଼ିଛି । ସନ୍ଥ ଜ୍ଞାନେଶ୍ୱର ମାର୍ଗରେ…
୧ କୋଟି ଟିକାକରଣ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ରାଜ୍ୟ । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ରାଜ୍ୟରେ ପ୍ରଥମ ଡୋଜ୍…
ଏମ୍ସରେ ଭର୍ତ୍ତି ହେଲେ ବିଷ୍ଣୁ ସେଠୀ
ଭୁବନେଶ୍ୱର: ଏମ୍ସରେ ଭର୍ତ୍ତି ହେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ । ସେ କରୋନାରେ ଆକ୍ରାନ୍ତ ହେବାପରେ ଏମ୍ସରେ ଭର୍ତ୍ତି ହୋଇଥିବା ସୂଚନାରୁ ଜଣାପଡ଼ିଛି । ତାଙ୍କୁ ବର୍ତ୍ତମାନ ପ୍ରାଇଭେଟ୍ କ୍ୟାବିନ୍ ରେ…