Browsing Category
Breaking News
ନିଆରା DIgital Marriage, Video Callରେ ବାହା ହେଲେ ଯୁବକ: ଛୁଟି ଦେବାକୁ ମନା କରୁଥିଲେ Boss
ନୂଆଦିଲ୍ଲୀ: ଆଜିକାଲି ବାହାଘରରେ ଅନେକ ପ୍ରକାରର ପରମ୍ପରା ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ଅଲଗା ଅଲଗା ରୀତି ନୀତି ଅନୁସାରେ ବାହାଘର ଅନୁଷ୍ଠିତ ହେଉଛି । କିନ୍ତୁ ଭିଡିଓ କଲରେ ବାହାଘର ହେବାର ଘଟଣା କେବେ…
OPSC ତରଫରୁ ବିଜ୍ଞପ୍ତି: ରାଜ୍ୟରେ ସହକାରୀ କୃଷି ଅଧିକାରୀ ପଦ ପୂରଣ ପାଇଁ ଆସିଲା ନିଯୁକ୍ତି ସୁଯୋଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜ୍ୟରେ ସହକାରୀ କୃଷି ଅଧିକାରୀ (ଏଏଓ) ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ବିଜ୍ଞପ୍ତି…
Breaking: ଘରୋଇ ୟୁନିଭର୍ସିଟି ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତଦେହ
ଭୁବନେଶ୍ୱର: ପୁଣି ପ୍ରାଣହାରିଲେ ଛାତ୍ର। ଶୁକ୍ରବାର ଘରୋଇ ୟୁନିଭର୍ସିଟି ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହି ମୃତ ଛାତ୍ର ଜଣକ ଛତିଶଗଡ଼ର ବୋଲି ଜଣାପଡିଛି। ତେବେ ଏହି ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ…
ସାମ୍ନାକୁ ଆସିଲା ଭାରତରେ ପ୍ରଥମ ଜୀକା ଭାଇରସର ମାମଲା, ଚିକିତ୍ସା ପରେ ରୋଗୀଙ୍କୁ..
ନୂଆଦିଲ୍ଲୀ: କରୋନା ଭାଇରସ ସାରା ଦୁନିଆକୁ ଦୋହଲାଇ ଦେଇଥିଲା। ଟୀକା ବାହାରିବା ପରେ ଏହି ମହାମାରୀ ହ୍ରାସ ପାଇଛି। ତେବେ ଏଭଳି ଆଉ ଏକ ଭାଇରସ ସାମ୍ନାକୁ ଆସିଛି। ଭାରତରେ ଜୀକା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଛି।…
40 ହଜାର ଲାଞ୍ଚ ନେଉଥିଲେ ଡାକ୍ତରବାବୁ, ଧରି ପକାଇଲା ଭିଜିଲାନ୍ସ ଟିମ୍
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ । ଲାଞ୍ଚ ନେଇ ଡାକ୍ତର ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । ବୈପାରୀଗୁଡା ସିଏଚସି ମେଡିକାଲ ଅଫିସର ଡାକ୍ତରଙ୍କୁ ଧରିଛି ଅବକାରୀ ବିଭାଗ । ଲାଞ୍ଚୁଆ ଡାକ୍ତର ହେଲେ…
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ, ଅଣ୍ଡାମାଡ କଲା ଛାତ୍ର କଂଗ୍ରେସ
ଭୁବନେଶ୍ବର: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ । ଛାତ୍ର କଂଗ୍ରେସ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହିତ ଅଣ୍ଡାମାଡ କରିଛି । ଉତ୍କଳ ବିଶ୍ବବିଦ୍ୟାଳୟର ଆଡମିଶନ ପ୍ରକ୍ରିୟାରେ ଅନିୟମିତତାକୁ ନେଇ…
କଟକରେ ଲଜ୍ଜା: ସାଙ୍ଗ ସହ ମିଶି ବାନ୍ଧବୀକୁ ଝୁଣିଲା ପୁରୁଷ ବନ୍ଧୁ, 6ଜଣ ଗିରଫ
ଭୁବନେଶ୍ବର: ଐତିହ୍ୟ ନଗରୀ କୁହାଯାଉଥିବା କଟକରୁ ସାମ୍ନାକୁ ଆସିଛି ଲଜ୍ଜା ଜନକ ଘଟଣା । ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ପରେ 6 ଜଣଙ୍କୁ ବାନ୍ଧିଲା ପୋଲିସ । ଯାହାକୁ ଭଲ ପାଇ ସାତ ଜନ୍ମର ସାଥି ହେବା…
ବଡ ଧରଣର ଦୁର୍ଘଟଣା! ଭାରସାମ୍ୟ ହରାଇ ଓଲଟିଲା ଭୁବନେଶ୍ବର ଆସୁଥିବା ବସ୍, ଜଣେ ମୃତ 30 ଆହତ
ଭୁବନେଶ୍ବର: ଦଶପଲ୍ଲାରେ ବଡ ଧରଣର ବସ୍ ଦୁର୍ଘଟଣା ହୋଇଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 30 ଜଣ ଆହତ ହୋଇଥିବା ଜଣାପଜିଛି । ନୂଆ ଗାଁ ଥାନା ସୋରଡା ଥାନାରେ ଏହି ଦୁର୍ଘଟଣା ଘଟିଛି । ତେବେ ଗଛକୁ…
ସୁପ୍ରିମକୋର୍ଟରେ ଜିତିଲା ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ , ସଂଖ୍ୟାଲଘୁ ମାନ୍ୟତା ରହିବ ଅକ୍ଷୁର୍ଣ୍ଣ
ନୂଆଦିଲ୍ଲୀ: ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମୟୁ) ର ସଂଖ୍ୟାଲଘୁ ମାନ୍ୟତା ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ନିଜ ରାୟ ଦେଇଛନ୍ତି । ସର୍ବୋଚ୍ଚ ନିଷ୍ପତ୍ତିରେ ଏଏମୟୁର ସଂଖ୍ୟାଲଘୁ ସ୍ଥିତି ବଜାୟ ରଖାଯାଇଛି ।…
(Video) ପୁଣି ନଭେମ୍ବରରେ ଆସୁଛି ବାତ୍ୟା ! ପଞ୍ଜିକା ସହ ମେଳ ଖାଉଛି ପାଣିପାଗ ବିଭାଗର ସୂଚନା
ଭୁବନେଶ୍ବର: ପୁଣି ଦେଖାଗଲାଣି ବାତ୍ୟା ଭୟ । ଦାନା ବାନ୍ଧୁଛି ଲଘୁଚାର । ଏହାର ପ୍ରଭାବରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 6 ଜିଲ୍ଲାକୁ ବିଜୁଳି ଘଡଘଡି ସହିତ ବର୍ଷା ନେଇ ଚେତାବନୀ ଦିଆଯାଇଛି…