fbpx
Browsing Category

Breaking News

ଚଳିତବର୍ଷ ଦେଶରେ ସ୍ୱାଭାବିକ ବର୍ଷା

ନୂଆଦିଲ୍ଲୀ, ୧ା୬: ଚଳିତବର୍ଷ ମୌସୁମୀ ସ୍ୱାଭାବିକ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ…

ରାଜ୍ୟରେ ବଳବତ୍ତର ରହିବ ନାଇଟ କର୍ଫ୍ୟୁ

ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ଅନଲକ-୧ ନେଇ ସୂଚନା ଦେଇ କହିଛନ୍ତି ଯେ ୩୦ଜୁନ ଯାଏଁ ଓଡ଼ିଶାରେ କଟକଣା ଜାରି ରହିବ ।…

୧୧ ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ

ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅନଲକ-୧ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ୧୧ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ…

ଉଡ଼ିଉଡ଼ି ଛତିଶଗଡ଼ରେ ପହଞ୍ଚିଲେ ପଙ୍ଗପାଳ

ଛତିଶଗଡ଼, ୧ା୬: ଛତିଶଗଡ଼ରେ ଉଡ଼ିଉଡ଼ି ପହଞ୍ଚିଲେ ପଙ୍ଗପାଳ । ମଧ୍ୟପ୍ରଦେଶ–ଛତିଶଗଡ଼ ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିଛନ୍ତି । କୋରିଆ ଜିଲ୍ଲା ଭରତପୁରର ୩ଟି ଗ୍ରାମରେ ପଙ୍ଗପାଳ ପହଞ୍ଚିଥିବା ନେଇ ସୂଚନା ରହିଛି । ତେଣୁ…

ଅନଲକ-୧ର ପ୍ରଥମ ଦିନରେ ବଦଳିଗଲା ସୁନା ଦାମ୍, ରୂପା@ ୫୦,୦୦୦

ଅନଲକର ପ୍ରଥମ ଦିନରେ ସୁନା-ରୂପା ମୂଲ୍ୟରେ ଏକ ବଡ ପରିବର୍ତ୍ତନ ଆସିିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୩୭୭ଟଙ୍କାକୁ ବୃଦ୍ଧି ପାଇଛି । ଶୁକ୍ରବାର ଦିନ ଏହା ୧୦ ଗ୍ରାମ ପ୍ରତି ୪୬,୯୨୯ ଟଙ୍କାରେ ବିକ୍ରି…

ରାଜ୍ୟରେ ପଙ୍ଗପାଳ ମୁକାବିଲା କରିବା ପାଇଁ ନିୟମାବଳୀ ଜାରି

ଭୁବନେଶ୍ୱର,୧ା୬(ଓଡ଼ିଶା ଭାସ୍କର): ରାଜ୍ୟକୁ ପ୍ରାୟ ୬୦ବର୍ଷ ପରେ ପଙ୍ଗପାଳ ପଶି ଆସିବା ଆଶଙ୍କା ରହିଛି ।ଏନେଇ କୃଷି ଭବନରେ ସମୀକ୍ଷା ବୈଠକ ହୋଇଛି । ଏହି ବୈଠକ ପରେ କୃଷି ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି ।…

ଏହି ରାଜ୍ୟଗୁଡିକରେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଜାଣନ୍ତୁ ଆଜିର ଦାମ୍

ଦେଶରେ ଅନଲକ୍-୧ର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଅନଲକର ପ୍ରଥମ ଦିନରେ ହିଁ ମହାରାଷ୍ଟ୍ର, ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ମିଜୋରାମରେ ପେଟ୍ରୋଲ-ଡିଜେଲ ବୃଦ୍ଧି ପାଇଛି । କିନ୍ତୁ ଦିଲ୍ଲୀ ଓ…

ଅବପାତର ରୂପ ନେଲା ଲଘୁଚାପ

ନୂଆଦିଲ୍ଲୀ, ୧ା୬: ବାତ୍ୟା ଅମ୍ଫାନର ଦାଗ ନଲିଭିବା ବେଳେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆଜି ଅବପାତର ରୂପ ନେଇଛି ।…