Browsing Category

Breaking News

କୋଭିଡ୍ ସମୟରେ ଅନାଥ ପିଲାଙ୍କୁ ମୋଟା ଅଙ୍କରେ ବିକୁଛନ୍ତି ଦଲାଲ୍; ପୁଅ ହୋଇଥିଲେ ୮ଲକ୍ଷ ଓ ଝିଅ ହୋଇଥିଲେ ୫ଲକ୍ଷ

ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ୱିତୀୟ ଲହର ଅନେକଙ୍କ ପାଇଁ ଦୁଃଖଦାୟକ ସାବ୍ୟସ୍ତ ହୋଇଛି । ଏଭଳି ସମୟରେ ଅନେକ ଛୋଟ ଛୋଟ ପିଲା ସେମାନଙ୍କର ବାପା ମା'ଙ୍କୁ ହରାଇ ଅନାଥ ହୋଇପଡ଼ିଛନ୍ତି । ତେଣୁ ସେମାନଙ୍କୁ ପୋଷ୍ୟ…

ବକ୍ସର ଡିଙ୍ଗକୋ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବକ୍ସର ଡିଙ୍ଗକୋ ସିଂହଙ୍କର ଆଜି ପରଲୋକ ଘଟିଛି । ମଣିପୁରର ବକ୍ସର ଡିଙ୍ଗକୋଙ୍କୁ ମୃତ୍ୟୁବେଳକୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ୨୦୧୭ରୁ ଯକୃତ କର୍କଟରେ ପୀଡିତ ହୋଇ ସେ ଚିକିତ୍ସିତ…

ଶିଶୁଙ୍କ ଚିକିତ୍ସା ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ : କରୋନାର ତୃତୀୟ ଲହର ଶିଶୁଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ମଧ୍ୟରେ ସରକାର ଶିଶୁଙ୍କ ଚିକିତ୍ସା…

ଦେଶରେ ଆଜି ସର୍ବାଧିକ ୬୧୪୮ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଆଜି ଦେଶରେ ସର୍ବାଧିକ ୬୧୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬କୁ ବୃଦ୍ଧି…

ଓଡ଼ିଶାରୁ ଆଜି ୪୪ ଜଣଙ୍କର ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ମୃତୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାଫଳରେ…

ରାଜ୍ୟରେ ଆଜି ୬,୦୯୭ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…

ପ୍ରବଳ ବର୍ଷାରେ ଭୁଶୁଡିଲା ୪ ମହଲା ବିଲ୍ଡିଂ: ୧୧ ମୃତ, ୮ ଗୁରୁତର 

ମୁମ୍ବାଇ: ମୁମ୍ବାଇରେ ମୌସୁମୀ ଆରମ୍ଭ ହେବା ସହିତ ଏକ ବଡ ଅଘଟଣା ଘଟିଯାଇଛି ।  ବୁଧବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେବା କାରଣରୁ ମଲାଡ ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ୪ ମହଲା କୋଠା ଭୁଶୁଡି ପଡିଛି । ସ୍ଥାନୀୟ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୭୬ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୭୬ ହଜାର ୨୩୯ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୫୧ ଲକ୍ଷ ୫୬…

ଜୁନ୍ ୨୪ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଦେବ ସ୍ନାନ ପୂର୍ଣ୍ଣିମା, ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁରୀ ଏସପିଙ୍କ ସମୀକ୍ଷା ବୈଠକ…

ପୁରୀ (ଓଡ଼ିଶା ଭାସ୍କର): କରୋନା କଟକଣା ମଧ୍ୟରେ ଚଳିତ ମାସ ଜୁନ ୨୪ ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଦେବ ସ୍ନାନ ପୂର୍ଣ୍ଣିମା । ହାତ ଗଣତି ପରି ଆଉ ବାକି ରହିଲା…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ଆଜିଠୁ ୧୪ ଯାଏଁ ପ୍ରବଳ ବର୍ଷା ଆଶଙ୍କ, ଜିଲ୍ଲାପାଳ, ମ୍ୟୁନିସିପାଲ୍‌ କମିଶନରଙ୍କୁ ସତର୍କ…

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ବାତ୍ୟା "ୟଶ୍'ର କ୍ଷୟକ୍ଷତି ସମ୍ପୂର୍ଣ୍ଣଭାବେ ମନରୁ ଲିଭି ନଥିବା ବେଳେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପର ସମ୍ଭାବନା ଦେଖାଦେଇଛି । ଏଥିସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ…