Browsing Category

Breaking News

୨୦ ଜୁଲାଇରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ କେତେକ ଟ୍ରେନ ବାତିଲ, ପଢ଼ନ୍ତୁ ପୁରା ଖବର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭୁବନେଶ୍ୱର-ବଲାଙ୍ଗୀର ଏବଂ ଭୁବନେଶ୍ୱର ସ୍ପେଶାଲ ଟ୍ରେନ ୨୦ ଜୁଲାଇ ଠାରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ବାତିଲ ରହିବ । ଭୁବନେଶ୍ୱର ବଲାଙ୍ଗୀର- ଭୁବନେଶ୍ୱର ସ୍ପେଶାଲ ଏବଂ…

ରାଜଧାନୀରେ ବନ୍ଦ ହେଲା ୫ କୋଭିଡ୍‌ ହସ୍ପିଟାଲ ଓ ୩ କୋଭିଡ୍‌ କେୟାର ସେଣ୍ଟର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ୫ଟି କୋଭିଡ୍‌ ହସ୍ପିଟାଲ ଓ ୩ଟି କୋଭିଡ୍‌ କେୟାର ସେଣ୍ଟରକୁ ବନ୍ଦ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଗୁଡିକୁ ବନ୍ଦ କରାଯାଇଛି । ଭୁବନେଶ୍ୱରରେ ମୋଟ୍‌ ୧୩ଟି କୋଭିଡ୍‌…

୨୧ରେ ଆସୁଛି ଲଘୁଚାପ : ଆଗାମୀ ଦୁଇଦିନ କାଳବୈଶାଖୀ ବର୍ଷା ସମ୍ଭାବନା, ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା ୨୧ ତାରିଖ ସୁଦ୍ଧା ଉତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଅପରପକ୍ଷରେ ରାଜ୍ୟରେ ଆଗାମୀ ଦୁଇଦିନ କାଳବୈଶାଖୀ…

ଭାରତ- ପାକିସ୍ତାନ ମ୍ୟାଚ୍‌ ସବୁବେଳେ ହାଇ ଟେନ୍‌ସନ୍‌: ଭୁବନେଶ୍ୱର

କଲମ୍ବୋ (ଓଡ଼ିଶା ଭାସ୍କର): ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ପେସ୍‌ ବୋଲର ଭୁବନେଶ୍ୱର କୁମାର କହିଛନ୍ତି ଯେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ- ପାକିସ୍ତାନ ଆଗାମୀ ଟି-୨୦ କ୍ରିକେଟ ବିଶ୍ୱକପର ଗୋଟିଏ ଗ୍ରୁପ୍ରେ…

ଆଜି ତିନି ରଥର ଦକ୍ଷିଣ ମୋଡ଼, ଶ୍ରୀବିଗ୍ରହଙ୍କ ଆଜ୍ଞାମାଳକୁ ଅପେକ୍ଷା

ପୁରୀ,(ଓଡ଼ିଶା ଭାସ୍କର): ମଙ୍ଗଳବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଆଜି ତିନରଥକୁ ଦକ୍ଷିଣ ମୋଡ଼ କରାଯିବା ବିଧି ରହିଛି । ଗୁଣ୍ଡିଚାମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ…

ଆଗାମୀ ୧୦୦ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ, ଅମାନିଆ ହେଲେ ମାଡ଼ି ଆସିବ ସଙ୍କଟ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର):  କରୋନା ଭୂତାଣୁ ପ୍ରସଙ୍ଗରେ ସତର୍କ ରହିବାକୁ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୧୦୦ରୁ ୧୨୫ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । କିଛିଦିନ ହେବ ଦୈନିକ…

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, କେତେକ ବଡ଼ ପ୍ରସ୍ତାବରେ ବାଜିପାରେ ମୋହର

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାବେଳେ ଏହି ବୈଠକ ବସିବ । କ୍ୟାବିନେଟରେ କେତେକ…

ଜମ୍ମୁ କଶ୍ମୀରରେ ବିଜେପି ନେତାଙ୍କ ପୁଅକୁ ଗୁଳିମାଡ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଜନୈକ ବିଜେପି ନେତାଙ୍କ ପୁଅକୁ ଗୁଳିମାଡ କରାଯାଇଛି । ଜମ୍ମୁ କଶ୍ମୀରର କୁପୱାରା ଅଞ୍ଚଳରେ ଏହି ଆକ୍ରମଣ ଘଟିଛି । ଶୁକ୍ରବାର ବିଜେପି କାର୍ଯ୍ୟକର୍ତ୍ତା ଇଶଫାକ୍ ଅହମଦଙ୍କ ଉପରକୁ କିଛି ଅଜଣା…

ପୂର୍ଣ୍ଣ କ୍ଷମତାରେ ଚାଲିବ ସରକାରୀ ଅଫିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର)ରାଜ୍ୟରେ କୋଭିଡ୍ ସ୍ଥିତିକୁ ଦେଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହ ରାଜ୍ୟର ସମସ୍ତ ସରକାରୀ ଅଫିସରେ ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଅଫିସ୍ କାର୍ଯ୍ୟ ଜାରି…

କଳାପଣକୁ ହଟାଇ ଗୋରା କରିଥାଏ ଏହି ଲୁଣପାଣି, ଏପରି କରନ୍ତୁ ବ୍ୟବହାର

ପ୍ରତ୍ୟେକ ରୋଷେଇ ଘରେ କିଛି ମିଳୁ ବା ନମିଳୁ, ଲୁଣ ନିଶ୍ଚିତ ମିଳିବ । ତ୍ୱଚାର ସୁନ୍ଦରତାକୁ ବଢ଼ାଇବାରେ ସାହାର୍ଯ୍ୟ କରିଥାଏ ସମୁଦ୍ର ଲୁଣ । ଏଥିରେ ପ୍ରଚୁର ମାତ୍ରାରେ ସୋଡିୟମ, ସୋଡିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍…