fbpx
Browsing Category

Breaking News

ବିଜେପିକୁ ସୋନିଆଙ୍କ ସମାଲୋଚନା

ମୁମ୍ବାଇ,୨୮ ।୧୧: ମହାରାଷ୍ଟ୍ର ପ୍ରସଙ୍ଗରେ ବିଜେପିକୁ କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୋନିଆ କହିଛନ୍ତି ଯେ, ମହାରାଷ୍ଟ୍ରରେ ବିଜେପି ଯାହା କଲା ତାହା ଲଜ୍ଜାଜନକ । ମେଣ୍ଟ ଭାଙ୍ଗିବାକୁ…

ସଂସଦୀୟ କମିଟିରୁ ବିଦା ହେଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ,୨୮ ।୧୧: ପ୍ରତିରକ୍ଷା ମନ୍ତ୍ରାଳୟ ସଂସଦୀୟ କମିଟିରୁ ହଟିଲେ ଭୋପାଳ ସାଂସଦ ପ୍ରଜ୍ଞା ଠାକୁର । କାଲି ସଂସଦରେ ନାଥୁରାମ ଗଡସେଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ ପ୍ରଜ୍ଞା । ଗଡସେଙ୍କୁ ପ୍ରଂଶସା କରିବା ପରେ…

୧୨ ଘଣ୍ଟିଆ ଉମରକୋଟ ବନ୍ଦ

ନବରଙ୍ଗପୁର,୨୮ ।୧୧(ଓଡିଶା ଭାସ୍କର): ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେଡି । ୨ଟି ଦାବି ନେଇ ଜିଲ୍ଲା ବିଜେଡି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଦାବି ଗୁଡିକ ହେଉଛି-…

ରାଜ୍ୟସଭାରେ ଢୁଳାଉଛନ୍ତି ମନ୍ତ୍ରୀ, ଦେଖନ୍ତୁ କିଛିଟା ଝଲକ୍

ନୂଆଦିଲ୍ଲୀ,୨୭ ।୧୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଜ୍ୟସଭାରେ ନିଜର ରାୟ ରଖୁଥିବା କିଛି ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଓ ତାଙ୍କ ପାଖରେ ବସିଥିବା…

ଗଡସେଙ୍କୁ ଦେଶଭକ୍ତ କହିଲେ ପ୍ରଜ୍ଞା ଠାକୁର, ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ,୨୭ ।୧୧: ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଆଜି ଗୃହରେ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିଛନ୍ତି । ସଂସଦରେ ଏସପିଜି ବିଲ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଏପରି ବିବାଦୀୟ ବୟାନ ଦେଇଥିଲେ…

ଓଡିଶାରେ ହେବ ୨୦୨୩ ହକି ବିଶ୍ୱକପ୍

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡିଶାରେ ଆୟୋଜିତ ହେବ । ଏନେଇ ଆଜି କଳିଙ୍ଗ ଷ୍ଟାଡିୟମରେ ବଡ ଘୋଷଣା କରାଯାଇଛି । ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ଏହି ବିଶ୍ୱକପ୍ ମ୍ୟାଚ୍ ।…

ମହାରାଷ୍ଟ୍ରରେ ମନ୍ତ୍ରୀମଣ୍ଡଳକୁ ନେଇ ମନ୍ଥନ, ନାଁ ବାଛିବାରେ ଲାଗିଛନ୍ତି ଶରଦ ଓ ଉଦ୍ଧବ

ମୁମ୍ବାଇ,୨୭ ।୧୧: ଫଡନାଭିସଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ରାଜନୀତି ଶାନ୍ତ ପଡିଥିବା ବେଳେ ଏବେ ମନ୍ତ୍ରୀମଣ୍ଡଳକୁ ନେଇ ମନ୍ଥନ ଚାଲିଛି । ଏନେଇ ମୁମ୍ବାଇର ଚହ୍ୱାଣ ସେକ୍ଟରରେ ଏନସିପି ଓ ଶିବସେନାର ବୈଠକ ବସିଛି । ଏହି…

ଗିରଫ ହେଲେ କେନ୍ଦ୍ରାପଡା ଅବକାରୀ SI

କେନ୍ଦ୍ରାପଡା,୨୭ ।୧୧(ଓଡିଶା ଭାସ୍କର): କେନ୍ଦ୍ରାପଡା ଅବକାରୀ SI ପୂର୍ଣ୍ଣେନ୍ଦୁ ରାଉତଙ୍କୁ ଆଜି ଗିରଫ କରିଛି ପୋଲିସ । ତାଙ୍କ ନାଁରେ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇଥିବା ଅଭିଯୋଗ ହୋଇଥିଲା । ତେବେ ଗୋପ ବାରର…

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି

ନୂଆଦିଲ୍ଲୀ,୨୭ ।୧୧: ପଞ୍ଚଦଶ ଅର୍ଥ କମିସନର କାର୍ଯ୍ୟକାଳ ଆଉ ୧୧ ମାସ ବଢାଇଛି କେନ୍ଦ୍ର କ୍ୟାବିନେଟ୍ । ଏନେଇ ନଭେମ୍ବର ୩୦ରେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦେବେ କମିସନ । ଏହା ସହ ଭାରତ-ସାଉଦି ଆରବ ବୁଝାମଣା…

PMAY ଯୋଜନାରେ ଅନିୟମିତତା ପ୍ରସଙ୍ଗ, ବିଜେପିର ମୁଲତବୀ ପ୍ରସ୍ତାବ ଉପରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବିବୃତି

ଭୁବନେଶ୍ୱର, ୨୭ା୧୧(ଓଡ଼ିଶା ଭାସ୍କର): ଆଜି ବିଧାନସଭାରେ PMAY ଯୋଜନାରେ ଅନିୟମିତତା ପ୍ରସଙ୍ଗରେ ବିଜେପି ମୁଲତବୀ ପ୍ରସ୍ତାବ ଆଣିଥିଲା । ଯାହାର ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି…