Browsing Category
Breaking News
ଫୁସଫୁସ୍ ସଂକ୍ରମଣ କରୋନା ରୋଗୀଙ୍କ ମୃତ୍ୟୁର ଅନ୍ୟତମ କାରଣ, ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି
ବର୍ତ୍ତମାନ ସମୟରେ ଫୁସଫୁସ୍ ସଂକ୍ରମଣ କାରଣରୁ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି । ଶରୀରରେ ଫୁସଫୁସ୍ ଅଚଳ ହେଲେ ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ (ଇସିଏମଓ) ମେସିନର ଆବଶ୍ୟକତା ପଡ଼ିଥାଏ । ମାତ୍ର…
ହିମାଳୟର ୧୮ହଜାର ଫୁଟ ଉଚ୍ଚରେ ଯବାନ ମାନେ ପାଳନ କଲେ ଯୋଗ ଦିବସ
ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ । ଗାଁରୁ ସହରଠାରୁ ଆରମ୍ଭ କରି ବରଫ ପାହାଡର ଶୀର୍ଷ ପର୍ଯ୍ୟନ୍ତ ସବୁଠି ଲୋକମାନେ ଯୋଗ ମାଧ୍ୟମରେ କିପରି ଉତ୍ତମ ଶରୀର ଏବଂ ସୁସ୍ଥ ଜୀବନଯାପନ କରିପାରିବେ…
ବିଶ୍ୱ ସଙ୍ଗୀତ ଦିବସ: ମାନସିକ ଚାପ ଓ ଉତ୍ତମ ସ୍ୱାସ୍ଥ୍ୟପାଇଁ ଶୁଣନ୍ତୁ ସଙ୍ଗୀତ
ନୂଆଦିଲ୍ଲୀ: ସଙ୍ଗୀତ ଭଳି ଏକ ସୁନ୍ଦର ଉପହାର ପାଇଁ ସମସ୍ତ ସଙ୍ଗୀତକାର ଏବଂ ଗାୟକ/ଗାୟିକା ମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ବିଶ୍ୱ ସଙ୍ଗୀତ ଦିବସ ପାଳନ କରାଯାଏ । ସଙ୍ଗୀତ ଏକ ଏପରି ଜିନିଷ ଯାହା…
ଦେଶରେ କମୁଛି କରୋନାର ପ୍ରଭାବ: ଆଜି ୧୪୨୨ ଆକ୍ରାନ୍ତଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
ପତ୍ନୀ ଗାଧୋଉଥିବା ବେଳେ ଲୁଚି ଲୁଚି ଭିଡିଓ ସୁଟିଂ କରୁଥିଲେ ପତି, କିନ୍ତୁ ଧରାପଡ଼ିଗଲେ, ଜାଣନ୍ତୁ ତା’ପରେ କ’ଣ ହେଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ସମାଜରେ ଏପରି କିଛି ଘଟଣା ଦେଖିବାକୁ ମିଳୁଛି, ଯାହା କଳ୍ପନା ବାହାରେ । ନିଜର ପରିବାର ଲୋକ ମଧ୍ୟ ଆଜିକାଲି ନିଜର ନୁହନ୍ତି । ମହାରାଷ୍ଟର ପୁଣେ ସହରରେ ଏପରି ଘଟଣା ଦେଖିବାକୁ…
ରାଜ୍ୟରେ କରୋନା ମୃତ୍ୟୁ ଉପରେ ରହୁନି ନିୟନ୍ତ୍ରଣ: ଆଜି ୪୩ ଜଣଙ୍କ ମୁଣ୍ଡ ଗଡ଼ିଲା
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…
ରାଜ୍ୟରେ ନିମ୍ନମୁଖୀ କରୋନା ଲହରୀ: ଆଜି ଚିହ୍ନଟ ହେଲେ ୩୦୩୧ ପଜିଟିଭ୍
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ଯୋଗୁଁ କରୋନା ନିମ୍ନମୁଖୀ ହେବାରେ…
ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ୍ ମୋଡ଼ରେ ଟିକାକରଣ, ଦୈନିକ ୩ ଲକ୍ଷ ଟିକାକରଣ ଲକ୍ଷ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ୍ ମୋଡ଼ରେ ଟିକାକରଣ କରାଯିବ । କେନ୍ଦ୍ର ସରକାରଙ୍କ ନୂଆ ଭ୍ୟାକ୍ସିନେସନ ପଲିସିକୁ ଗୁରୁତ୍ୱ ଦେବା ସହ ରାଜ୍ୟ ସରକାର ଦୈନିକ ୩ ଲକ୍ଷ ଟିକାକରଣ ଟାର୍ଗେଟ୍…
ଉତ୍ତମ ଶରୀର ଓ ସମୃଦ୍ଧ ଜୀବନ ପାଇଁ ପ୍ରତିଦିନ କରନ୍ତୁ ଯୋଗ
ନୁଆଦିଲ୍ଲୀ: ଆଜି ହେଉଛି ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ । ପ୍ରତିବର୍ଷ ୨୧ ଜୁନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ । କରୋନା ମହାମାରୀ ହେତୁ ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ ଅନଲାଇନରେ ପାଳନ କରାଯିବ । ଯୋଗ…
ଖୁସି ଖବର: ଓଡ଼ିଶାରୁ ଆଜି ୫ ହଜାର ୮୨ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୫ ହଜାର ୮୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮…