Browsing Category

Breaking News

ବଡ଼ ଖବର: ଡ୍ରଗ୍ସ ଲିଙ୍କ ମାମଲାରେ ଦୀପିକା ପାଦୁକୋନଙ୍କୁ ସମନ କଲା ଏନସିବି

ମୁମ୍ବାଇ, ୨୩ା୯: ବଲିଉଡ଼ ସହ ଡ୍ରଗ୍ସ ଲିଙ୍କ ମାମଲା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଆଜି ଏହି ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ କରିଛି ଏନସିବି । ତାଙ୍କ ସହ ସାରା ଅଲ୍ଲୀଖାନ , ଶ୍ରଦ୍ଧା କପୁର,…

ଏହି ରୋଗ ଥିଲେ କରୋନା ସଂକ୍ରମଣ ଆଶଙ୍କା ଅଧିକ, ଜାଣନ୍ତୁ କଣ କହିଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୩ା୯ (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏହାସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରା୍ନ ଉତ୍ତର ମଧ୍ୟ ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ କର୍କଟ ରୋଗୀ…

କରୋନା ସ୍ଥିତି ନେଇ କଣ କହିଲେ ଗଞ୍ଜାମ ଜିଲ୍ଲାପାଳ, ଜାଣନ୍ତୁ

ଗଞ୍ଜାମ, ୨୩ା୯(ଓଡ଼ିଶା ଭାସ୍କର): କରୋନା ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ପଦକ୍ଷେପ…

ଭୁବନେଶ୍ୱରରୁ ଆଜି ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୩ା୯ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ…

ବିବାହର କେଇଟା ଦିନ ନପୁରୁଣୁ ଏହି ଅଭିନେତ୍ରୀ ସ୍ୱାମୀଙ୍କ ନାମରେ ଆଣିଲେ ସାଙ୍ଘାତିକ ଅଭିଯୋଗ ଓ ଗିରଫ ହେଲେ ସ୍ୱାମୀ, ଜାଣନ୍ତୁ କିଏ

ଓଲିଉଡ଼ ଜଗତରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଭଳି ଆଉ ଜଣେ ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ନିଜ ବୋଲଡ଼ ଫଟୋ ଓ ଭିଡ଼ିଓ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପୁନମ…

୫୦୦ ଟଙ୍କା ପାଇଁ ନାବଳକକୁ ପିଟି ପିଟି ମାରିଦେଲେ !

ମୟୁରଭଞ୍ଜ, ୨୩ା୯(ଓଡ଼ିଶା ଭାସ୍କର): ମୟୁରଭଞ୍ଜ ସ୍ଥିତ କରଞ୍ଜିଆ ଥାନା କିଆପାନପୋଷୀ ଗ୍ରାମରେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ପେଡ଼ାଶୀଙ୍କ ଘରୁ ୫୦୦ଶହ ଟଙ୍କା ଚୋରି କରିବା ଘଟଣାରେ ଜଣେ ନାବାଳକଙ୍କୁ…

ରାଜଧାନୀରେ ୧୩୦ଗ୍ରାମର ବ୍ରାଉନ ସୁଗାର ଜବତ, ୨ଗିରଫ

ଭୁବନେଶ୍ୱର, ୨୩ା୫(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଚୋରୀ, ଡକାୟତି, ଗଞ୍ଜେଇ ଓ ବ୍ରାଉନ ସୁଗାର ଚୋରାଚାଲାଣ ବଢ଼ିବାରେ ଲାଗିଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିବାରେ ଲାଗିଛି ରାଜଧାନୀ…

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ସାଂସଦ ରମେଶ ଚନ୍ଦ୍ର ମାଝୀ

ନବରଙ୍ଗପୁର, ୨୩ା୯(ଓଡ଼ିଶା ଭାସ୍କର): କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ସେ ଗତ ୪ତାରିଖରେ କରୋନା ସଂକ୍ରମିତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ ।…