Browsing Category

Breaking News

ଲକ୍-ଡାଉନ୍ ପ୍ରଭାବ: ମୋବାଇଲ ଉପରେ ବଢିଲା ଜିଏସଟି ହାର

ଲକ୍-ଡାଉନ୍ ଯୋଗୁଁ ଲୋକମାନେ ଘରେ ବନ୍ଦୀ ରହିଥିବା ବେଳେ ବାଣିଜ୍ୟ ଓ ଶିଳ୍ପ କାରଖାନା ବନ୍ଦ ରହିଛି । ଏହାରି ମଧ୍ୟରେ ଏପ୍ରିଲ ୧ରୁ ଦେଶରେ ମୋବାଇଲ ଫୋନ୍ ଉପରେ ଲାଗିଥିବା ଜିଏସଟି ହାର ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ…

ଭାରତର ଲକଡାଉନ୍ ବୃଦ୍ଧି ନିଷ୍ପତ୍ତିକୁ ଡବ୍ଲ୍ୟୁଏଚଓର ପ୍ରଶଂସା

ନୂଆଦିଲ୍ଲୀ, ୧୪ା୪: କରୋନା ସଂକ୍ରମଣ ରୋକିବା ପାଇଁ ଭାରତରେ ଜାରି ହୋଇଥିବା ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ଅବଧି ଆଜି ଶେଷ ହେଉଛି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ୧୦ଟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ…

ଅପରାହ୍ନ ୫ଟା ୩୦ସୁଦ୍ଧା ୭ଜିଲ୍ଲା ସାବଧାନ୍ !

ଭୁବନେଶ୍ୱର, ୧୪ା୪(ଓଡ଼ିଶା ଭାସ୍କର): ରାଜ୍ୟରେ କିଛି ଦିନ ହେବ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ବେଳେ ବେଳେ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଏହାରିମଧ୍ୟରେ ଆଜି ଅପରାହ୍ନ ୫ଟା ୩୦ସୁଦ୍ଧା ବର୍ଷା ଓ…

ରାଜ୍ୟପାଳଙ୍କ ଭିଡ଼ିଓ ବାର୍ତ୍ତା: ଲୋକଙ୍କ ସେବାରେ ନିୟୋଜିତ ପ୍ରତିନିଧି, କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଲେ

ଭୁବନେଶ୍ୱର, ୧୪ା୪ (ଓଡ଼ିଶା ଭାସ୍କର): ଭାରତୀୟ ସମ୍ବିଧାନର ପ୍ରଣେତା ଭିମରାଓ ଆମ୍ବେଦକରଙ୍କ ଜୟନ୍ତି ଅବସରରେ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ୍ । ସମ୍ବିଧାନ ପ୍ରଣେତା ଭିମରାଓ…

ଘୁଞ୍ଚିଲା OJEE ପରୀକ୍ଷା

ଭୁବନେଶ୍ୱର, ୧୪ା୪(ଓଡ଼ିଶା ଭାସ୍କର): କରୋନା ଭାଇରସ୍ ପାଇଁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହାସହ ଆଜି ଲକ୍ ଡ଼ାଉନକୁ ଅବଧିକୁ ମେ ୩ ଯାଏଁ ବୃଦ୍ଧି କରାଯାଇଛି । ସେନେଇ ଯୁଗ୍ମ ପ୍ରବେଶିକା ପରୀକ୍ଷା ଘୁଞ୍ଚିଛି । ମେ…

ମେ ୩ପରେ ମୂଲ୍ୟାୟନ ହେବ ମାଟ୍ରିକ ଖାତା

ଭୁବନେଶ୍ୱର, ୧୪ା୪(ଓଡ଼ିଶା ଭାସ୍କର): କରୋନା ଭାଇରସ୍ ପାଇଁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । କିନ୍ତୁଏହାପରେ ମଧ୍ୟ ପିଲାଙ୍କ ପାଠପଢ଼ା ଓ କ୍ୟାରିଅର ପ୍ରତି କିପରି ବାଧା ନଉପୁଜେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା…

ଏହି ଦେଶରେ ଲାଗିଲା ‘ଚାଉଳ ଏଟିଏମ୍’, ଲକ୍-ଡାଉନରେ ମିଳୁଛି ମାଗଣା

କରୋନା ଭାଇରସକୁ ରୋକିବା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି, ଯେଉଁ କାରଣରୁ ଲୋକମାନେ ଖାଦ୍ୟ ସାମଗ୍ରୀକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସହାତା ପାଇଁ ଏକ ବିକଳ୍ପ…

କରୋନା ଯୁଦ୍ଧ, କୌଣସି ବି ଯାଞ୍ଚ ୧୦୦% ଠିକ୍ ନୁହେଁ, ଫଲ୍ସ ନେଗେଟିଭ୍ ସବୁଠୁ ବଡ଼ ସମସ୍ୟା

ନୂଆଦିଲ୍ଲୀ, ୧୪ା୪: କରୋନା ଭାଇରସକୁ ମୂଳରୁ ନିପାତ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରହିଛି । ତେବେ କେତେକ କ୍ଷେତ୍ରରେ ଏନେଇ ବିଫଳତା ମିଳୁଛି । କରୋନା ଭାଇରସକୁ ମୂଳରୁ ନିପାତ କ୍ଷେତ୍ରରେ ଫଲ୍ସ ନେଗେଟିଭ୍…

ଫୁଲବାଣୀ, ଦେଓଗଡ଼ରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର, ୧୪ା୪ (ଓଡ଼ିଶା ଭାସ୍କର): ଫୁଲବାଣୀ ଓ ଦେଓଗଡ଼ରେ ମଙ୍ଗଳବାର କାର୍ଯ୍ୟକ୍ଷମ ହୋଇଛି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ । ଏହାଫଳରେ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସଂଖ୍ୟା ବୃଦ୍ଧି ପାଇଛି । ଏହି କୋଭିଡ୍…

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୪ (ଓଡ଼ିଶା ଭାସ୍କର): ପରିସଂଖ୍ୟନ ଦୃଷ୍ଟିରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଏହା ଏକ ଶୁଭ ଲକ୍ଷଣ ଓ ରାଜ୍ୟ ପାଇଁ ଭଲ ସଙ୍କେତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର…