
Browsing Category
Breaking News
ଜଳିଗଲା ୯ କୋଟିର ଗଞ୍ଜେଇ: ୨ ଜଣଙ୍କ ନାଁରେ ମାମଲା ରୁଜୁ
ରାୟଗଡ଼ା, ୧୩ା୧ (ଓଡିଶା ଭାସ୍କର): ରାୟଗଡ଼ାରେ ୯ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଗଛ ଜଳିଯାଇଛି । ତେବେ ୮୦ ଏକର ବିଶିଷ୍ଟ ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ରାୟଗଡ଼ା ପୋଲିସ ନଷ୍ଟ କରିଥିବା ଜଣାପଡ଼ିଛି । ରାୟଗଡ଼ା…
ପରୀ ଘଟଣା: ବ୍ରେନମ୍ୟାପିଂ ଆବେଦନର ଶୁଣାଣି ଆଜି
ନୟାଗଡ଼, ୧୩ା୧ (ଓଡିଶା ଭାସ୍କର): ନୟାଗଡ଼ ଶିଶୁକନ୍ୟା ପରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ବ୍ରେନମ୍ୟାପିଂ ଶୁଣାଣି କରାଯିବ । ତେବେ ଏହି ଶୁଣାଣି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହେବ ବୋଲି ଜଣାପଡ଼ିଛି ।
ପୂର୍ବରୁ…
ଦେଶରେ ଦିନକରେ ୨୦୨ ମୃତ, ୧୫ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୧୩ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୦୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୫୨୯କୁ ବୃଦ୍ଧି ପାଇଛି । ଦିନକରେ ୧୫ ହଜାର ୯୬୮ ଜଣ ଆକ୍ରାନ୍ତ ହୋଇଥିବା…
ଦୁର୍ଘଟଣା: ଟ୍ୟାଙ୍କର ଓ ପୋଲିସ ଭ୍ୟାନ ଓଲଟି ୬ ଆହତ
ଛତ୍ରପୁର, ୧୩ା୧ (ଓଡିଶା ଭାସ୍କର): ଛତ୍ରପୁରରେ ଏକ ପୋଲିସ ଭ୍ୟାନ ଓଲଟି ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ଜଣେ ବାଇକ ଆରୋହୀଙ୍କ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଆହତମାନଙ୍କୁ…
ଭୁବନେଶ୍ୱରରେ ପହଞ୍ଚିଲା କୋଭାକ୍ସିନ ଟିକା
ଭୁବନେଶ୍ୱର, ୧୩ା୧ (ଓଡିଶା ଭାସ୍କର): ଗତକାଲି କୋଭିସିଲ୍ଡ ଟିକା ପହଞ୍ଚିବା ପରେ ଆଜି କୋଭାକ୍ସିନ ଭୁବନେଶ୍ୱରରେ ପହଞ୍ଚିଛି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ…
ଛାଡ଼ ହେଲା ମାଟ୍ରିକ୍ ଫି
ଭୁବନେଶ୍ୱର,୧୨।୧(ଓଡିଶା ଭାସ୍କର): ରାଜ୍ୟରେ ଛାଡ଼ ହେଲା ମାଟ୍ରିକ୍ ଫି। କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମାଟ୍ରିକ୍ ପରୀକ୍ଷା ଫି ଛାଡ଼ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରି କରିବା…
ରାଉରକେଲାର ଗୋଟିଏ ସ୍କୁଲରେ ୩ ଶିକ୍ଷକ ପଜିଟିଭ୍
ରାଉରକେଲା,୧୨ ।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରୁ ଅନେକ ନିୟମକୁ କୋହଳ କରାଯାଇଛି । ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ କୋଭିଡ ନିୟମ ପାଳନ କରିବାକୁ…
ଫ୍ରି ଡୋଜର ଅର୍ଥ ଭରଣା ହେବ କିପରି, ଜାଣନ୍ତୁ କଣ୍ଡୋମ ପ୍ରସ୍ତୁତକାରୀ କମ୍ପାନୀର ଟିକାକରଣ ସହିତ କଣ ରହିଛି ଭୂମିକା
ନୂଆଦିଲ୍ଲୀ, ୧୨ା୧ (ଓଡିଶା ଭାସ୍କର): କେନ୍ଦ୍ର ସରକାର କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ ଦୁଇଟି କମ୍ପାନୀକୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଭାରତ ବାୟୋଟେକ…
୨୯୫ ଟଙ୍କାରେ କୋଭାକ୍ସିନ ଟିକା
ନୂଆଦିଲ୍ଲୀ,୧୨ ।୧: ଭାରତରେ ଆସନ୍ତା ୧୬ ତାରିଖରୁ ଟିକାକରଣ ହେବ ବୋଲି ଘୋଷଣା ହୋଇସାରିଛି । ଏନେଇ ମହାରାଷ୍ଟ୍ର ପୁଣେର ସେରମ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକା ଦେଶର ବିଭିନ୍ନ ରାଜ୍ୟରେ ପଠାସରିଛି । ଏହାରି ମଧ୍ୟରେ…
କଟକରେ ଆରୋଗ୍ୟ ଭବନ ଲୋକାର୍ପିତ
କଟକ,୧୨ ।୧(ଓଡିଶା ଭାସ୍କର): କଟକ ଜିଲ୍ଲା ଓଲଟପୁରଠାରେ ‘ଆରୋଗ୍ୟ ଭବନ’ ଲୋକାର୍ପିତ ହୋଇଯାଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଲୋକାର୍ପଣ କରିଛନ୍ତି । ରକ୍ତଦାନ ଶିବିର ଓ ରାଷ୍ଟ୍ରଦୀପର…