fbpx

ଛାଡ଼ ହେଲା ମାଟ୍ରିକ୍‌ ଫି

ଭୁବନେଶ୍ୱର,୧୨।୧(ଓଡିଶା ଭାସ୍କର): ରାଜ୍ୟରେ ଛାଡ଼ ହେଲା ମାଟ୍ରିକ୍‌ ଫି। କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମାଟ୍ରିକ୍‌ ପରୀକ୍ଷା ଫି ଛାଡ଼ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରି କରିବା ଦ୍ଵାରା ରାଜ୍ୟର ୬ ଲକ୍ଷ ପରୀକ୍ଷାର୍ଥୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୨୭ କୋଟି ଟଙ୍କା ଭରଣ କରିବେ।

Get real time updates directly on you device, subscribe now.