Browsing Category

Breaking News

ଶେଷ ଦିନରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ!

କାମାକ୍ଷାନଗର, ୨ା୩(ଓଡ଼ିଶା ଭାସ୍କର): କାମାକ୍ଷାନଗରରେ ମାଟ୍ରିକ ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ…

ସ୍କୁଲ ବସକୁ ୩୭ ହଜାର ୫୦୦ ଫାଇନ୍

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ମାର୍ଚ୍ଚ ୧ରୁ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଥିବା ବେଳେ ଉଲ୍ଲଂଘନକାରୀଙ୍କ ଠାରୁ ଜୋରଦାର ଫାଇନ୍ ଆଦାୟ ଚାଲିଛି । ରାଜଧାନୀ ଭୁବନେଶ୍ୱରରେ ଏକ ସ୍କୁଲ ବସକୁ ଆଜି ୩୭ ହଜାର ୫୦୦…

ନୂଆ ଟ୍ରାଫିକ୍ ନିୟମକୁ କଂଗ୍ରେସର ବିରୋଧ

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ମାର୍ଚ୍ଚ ୧ରୁ ସାରା ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ କଡାକଡି ଭାବେ ପାଳନ କରାଯାଉଛି । କିନ୍ତୁ ନୂଆ ନିୟମ ଓ କଟକଣାକୁ ବିରୋଧ କରିଛି କଂଗ୍ରେସ । ଏହା ବିରୋଧରେ କଂଗ୍ରେସ ରାଜ୍ୟବ୍ୟାପୀ…

ନିର୍ମାଣ ସେବା ସପ୍ତାହକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨ା୩(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିର୍ମାଣ ସେବା ସପ୍ତାହ ଉଦଘାଟିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ନିର୍ମାଣ ସେବା ସପ୍ତାହକୁ ଉଦଘାଟନ କରିଛନ୍ତି…

ପୁରୀ ହେବ ଭିକାରିମୁକ୍ତ

ପୁରୀ, ୨ା୩(ଓଡ଼ିଶା ଭାସ୍କର): ପୁରୀକୁ ସମ୍ପୂର୍ଣ୍ଣ ଭିକାରିମୁକ୍ତ କରିବାକୁ ଏକ ଛୋଟ ପ୍ରୟାସ କରାଯାଇଛି । ସେଠାରେ ଭିକାରିମୁକ୍ତ କରିବା ପାଇଁ ନୀଳାଦ୍ରି ନିଳୟ ଯୋଜନା କରାଯାଇଛି । ଏହି ଯୋଜନା ଅନୁସାରେ ପୁରୀ ଜିଲ୍ଲାର…

ନିର୍ଭୟା ମାମଲା, ପବନର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ, ୨ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଗତ ୨୮ତାରିଖ ଦିନ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିିଥିଲା । ଆଜି କ୍ୟୁରେଟିଭ…

ଦୁଇଟି କଲେଜ ବସକୁ ସିଜ୍ ସହ ଫାଇନ

ଭୁବନେଶ୍ୱର, ୨ା୩(ଓଡ଼ିଶା ଭାସ୍କର): ଗତକାଲିଠାରୁ ଟ୍ରାଫିକ ନିୟମକୁ କଡ଼ା କଡ଼ି ଭାବେ ଲାଗୁ କରାଯାଇଛି । ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜୋରଦାରରେ ଫାଇନ ଆଦାୟ ହେଉଛି । ସେହିପରି ଆଜି ଦୁଇ ଘରୋଇ ଶିକ୍ଷାନୁଷ୍ଠାନ ବସକୁ…

ନିର୍ଭୟା ମାମଲା, ଆଜି ପବନର କ୍ୟୁରେଟିଭ ପିଟିସନ ଉପରେ ଶୁଣାଣି

ନୂଆଦିଲ୍ଲୀ, ୨ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଗତ ୨୮ତାରିଖ ଦିନ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିିଥିଲା । ଯାହା ଶୁଣାଣି ଆଜି ହେବ…

ପ୍ରଧାନ ଶିକ୍ଷୟିତ୍ରୀ ଓ ସହକାରୀ ସୁପରିଣ୍ଟେଣ୍ଡେଣ୍ଟ ନିଲମ୍ବିତ

ନୂଆପଡା,୧ ।୩(ଓଡିଶା ଭାସ୍କର): ନୂଆପଡା ଜିଲ୍ଲାର ଏକ ସେବାଶ୍ରମ ସ୍କୁଲ ପାଖ ଗଛରୁ ୨ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ସ୍କୁଲର ୩ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ । ଏହି ଘଟଣାରେ…