
Browsing Category
Breaking News
୯ଟି ପ୍ରସ୍ତାବ ପାରିତ
ଭୁବନେଶ୍ୱର,୨୦ ।୧୨(ଓଡିଶା ଭାସ୍କର): ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ବୈଠକ ଶେଷ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ‘ଦଳର ସଭାପତିଙ୍କ…
ସାଂସଦ ଅନୁଭବଙ୍କ ନାଁରେ ମାମଲା
ଭୁବନେଶ୍ୱର,୨୦ ।୧୨(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ ଜୀବନ ହୋଇଥିବା କଳହ ବଢିବାରେ ଲାଗିଛି । ଦୁହିଁଙ୍କ ଅଭିଯୋଗ କୋର୍ଟକଚେରୀରେ ଚାଲିଥିବା ବେଳେ ଏବେ…
ପରୀ ମୃତ୍ୟୁ ମାମଲାରେ ଅପରାଧୀ ଚିହ୍ନଟ
ନୟାଗଡ,୨୦ ।୧୨(ଓଡିଶା ଭାସ୍କର): ନୟାଗଡ ଯଦୁପୁରର ‘ପରୀ’ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏହି ମାମଲାରେ ଅପରାଧୀ ଚିହ୍ନଟ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ଅଭିଯୁକ୍ତ ଗିରଫ ହେବାର ସମ୍ଭାବନା ରହିଛି । ଏନେଇ…
୨୪ ଘଣ୍ଟାରେ ୨୬,୬୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୪୧ ମୃତ
ନୂଆଦିଲ୍ଲୀ, ୨୦।୧୨: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ୧ଲକ୍ଷ ୪୫ ହଜାର ୪୭୭ ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୩୪୧ ଆକ୍ରାନ୍ତଙ୍କ ମୃତ୍ୟୁ…
କେନ୍ଦ୍ରାପଡା ଗସ୍ତରେ ୫T ସଚିବ
କେନ୍ଦ୍ରାପଡା ,୨୦ ।୧୨(ଓଡିଶା ଭାସ୍କର): ୫T ସଚିବ IAS ଭି.କେ. ପାଣ୍ଡିଆନ୍ ଆଜି କେନ୍ଦ୍ରାପଡା ଗସ୍ତ କରିଛନ୍ତି । ମହାକାଳପଡ଼ା ବ୍ଲକରେ ପ୍ରସ୍ତାବିତ ଅଞ୍ଚଳ ସେ ବୁଲି ଦେଖିଛନ୍ତି । ଆଖଡ଼ାଶାଳିରେ ନଦୀ ଭିତ୍ତିକ ବନ୍ଦର…
ବିଜେଡିର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ
ଭୁବନେଶ୍ୱର,୨୦ ।୧୨(ଓଡିଶା ଭାସ୍କର): ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଯାଇଛି । ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ୨୦୧୯ ନିର୍ବାଚନ ପରେ ପ୍ରଥମ ଥର ବସିଛି…
ଅନୁଭବ-ବର୍ଷା ବିବାଦ: ଡିଜିପିଙ୍କୁ ଅନୁଭବଙ୍କ ଚିଠି, ଜାଣନ୍ତୁ କାହିଁକି
ଭୁବନେଶ୍ୱର,୨୦ ।୧୨(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ ଜୀବନ ହୋଇଥିବା କଳହ ଏବେ ବଢିବାରେ ଲାଗିଛି । ଦୁହିଁଙ୍କ ଅଭିଯୋଗ କୋର୍ଟକଚେରୀରେ ଚାଲିଥିବା ବେଳେ…
୧୦ ଡିଗ୍ରୀ ତଳେ ରାଜ୍ୟର ୯ଟି ସହର
ଭୁବନେଶ୍ୱର,୨୦ ।୧୨(ଓଡିଶା ଭାସ୍କର): ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ୫.୫ ଡିଗ୍ରୀ ସହ ଫୁଲବାଣୀ ହୋଇଛି ରାଜ୍ୟର ଶୀତଳ ସହର । ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୯ଟି ସହର । ତେବେ ଝାରସୁଗୁଡାରେ ୭.୬ ଡିଗ୍ରୀ,…
ହାର୍ଟକୁ ସୁସ୍ଥ ରଖେ ରାଶି ଲଡୁ, ଜାଣନ୍ତୁ ଏହି ୫ଟି ଫାଇଦା
ଶୀତଦିନେ ଆପଣ ସୁସ୍ଥ ରହିବା ପାଇଁ ସବୁ ପ୍ରକାର ସବୁଜ ପରିବା ଖାଇବା ପାଇଁ ପସନ୍ଦ କରିଥାନ୍ତି । କେବଳ ସବୁଜ ପରିବା ନୁହେଁ, ଶୀତ ଦିନେ ରାଶି ଲଡୁ ସୁସ୍ୱାଦକୁ ଲାଗିବା ସହ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ…
ମାଛ ମୁଣ୍ଡ ଖାଉଛନ୍ତି କି ? ତେବେ ଜାଣନ୍ତୁ ଏହାର ଫାଇଦା
ଅଧିକାଂଶ ଲୋକମାନେ ମାଛ ସହ ମାଛ ମୁଣ୍ଡ ଖାଇବାକୁ ବେଶ ପସନ୍ଦ କରନ୍ତି । ହେଲେ ଆପଣ ଜାଣିଛନ୍ତି କି ମାଛ ଅପେକ୍ଷା ମାଛ ମୁଣ୍ଡ ଖାଇବା ଦ୍ୱାରା ଆମ ଶରୀରରୁ ଅଧିକ ଭିଟାମିନ୍ ମିଳିଥାଏ । ମାଛ ଅପେକ୍ଷା ମାଛ ମଣ୍ଡରେ ଅଧିକ…