
Browsing Category
Breaking News
YOUTUBE, GOOGLE SERVICES and GMAIL Servers Down!!
New Delhi, 14/12: Video surfing site Youtube and Gmail are reportedly down in India and some other countries like the US and parts of Europe according to the popular website Down…
ଆପଣ କମ୍ ଶୋଉଛନ୍ତି କି ? ଜାଣନ୍ତୁ କଣ ଘଟିପାରେ ଆପଣଙ୍କ ସହିତ…
ଆମର ନିତିଦିନିଆ କାର୍ଯ୍ୟ ମଧ୍ୟରୁ ଶୋଇବା ଏକ କାର୍ଯ୍ୟ । ଆପଣ ଜାଣନ୍ତି କି ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବା ଓ କମ୍ ସମୟ ଶୋଇବା ଆପଣଙ୍କ ପାଇଁ ବିପଦ ଡାକିଆଣେ । ପ୍ରାୟତଃ କଲ ସେଣ୍ଟର, ଅଗ୍ନି ନିରାପତ୍ତା…
ମନ୍ଦିର ଖୋଲିବା ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ମୋଡାଲିଟି ପ୍ରଦାନ କଲେ ଦେବୋତ୍ତର କମିଶନର
ଭୁବନେଶ୍ୱର, ୧୪ା୧୨ (ଓଡିଶା ଭାସ୍କର): କୋଭିଡ୍ ଯୋଗୁଁ ରାଜ୍ୟର ମନ୍ଦିର କିଛି ବି ଖୋଲିପାରୁ ନାହିଁ । ତେବେ ଏ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦେବୋତ୍ତର ବିଭାଗ ଚଳଚଞ୍ଚଳ ହୋଇଉଠିଛି ।
ସୂଚନାଯୋଗ୍ୟ ଯେ,…
୪୦ ଝାଡ଼ଖଣ୍ଡୀ ହାତୀଙ୍କ ଉତ୍ପାତ
ମୟୂରଭଞ୍ଜ, ୧୪ା୧୨ (ଓଡିଶା ଭାସ୍କର): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ୪୦ରୁ ଅଧିକ ହାତୀ ଉତ୍ପାତ କରୁଥିବା ଦେଖାଦେଇଛି । ହାତୀମାନେ ଜନବସତି ମୁହାଁ ହେବା ସହ ଚାଷଜମି ଓ ଘରବାଡ଼ି ନଷ୍ଟ କରୁଛନ୍ତି ।
ଖବର…
ହାଇକୋର୍ଟରେ ପୁରୀ ହାଜତ ମୃତ୍ୟୁ ମାମଲା
ଭୁବନେଶ୍ୱର, ୧୪ା୧୨ (ଓଡିଶା ଭାସ୍କର): ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ବିବାଦର ଅନ୍ତ ଘଟୁନାହିଁ । ତେବେ ପୁରୀ ଏସପି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ମାମଲାର ଅଗ୍ରଗତି ନେଇ ଏହି ସତ୍ୟପାଠ ଦାଖଲ…
ପୋଲିସ ଡିଜିଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ
ଭୁବନେଶ୍ୱର, ୧୪ା୧୨ (ଓଡିଶା ଭାସ୍କର): ଓଡ଼ିଶା ପୋଲିସ ଡିଜି ଅଭୟ ଆଜି ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ସେ ମାଓ ସମସ୍ୟା ଓ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି । ଓଡ଼ିଶା ପୋଲିସ…
ପୂର୍ବଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ବାଲେଶ୍ୱର, ୧୪ା୧୨ (ଓଡିଶା ଭାସ୍କର): ବାଲେଶ୍ୱର ସଦର ସହଦେବଖୁଣ୍ଟା ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ତେବେ ପୂର୍ବଶତ୍ରୁତାରୁ ଏଭଳି କାଣ୍ଡ ଘଟିଥାଇପାରେ ବୋଲି କୁହାଯାଉଛି । ରେଳଷ୍ଟେସନ ନିକଟ ଶିଶୁ…
କ୍ଷମତା ପାଇଁ ବିଜେପି ମମତାଙ୍କୁ ହତ୍ୟା କରିପାରେ: ତୃଣମୂଳ କଂଗ୍ରେସ ନେତା
କୋଲକତା, ୧୪ା୧୨ (ଓଡିଶା ଭାସ୍କର): ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ । ମାତ୍ର ନିର୍ବାଚନ ପୂର୍ବରୁ ବର୍ତ୍ତମାନ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୀତି ସରଗରମ ରହିଛି । ପରିସ୍ଥିତିକୁ ଲକ୍ଷ୍ୟ…
ଏସସିପିସିଆର ଅଫିସ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ
ନୟାଗଡ଼, ୧୪ା୧୨ (ଓଡିଶା ଭାସ୍କର): ରାଜ୍ୟରେ ଶିଶୁ ମୃତ୍ୟୁ ଓ ନିଖୋଜ ଘଟଣା ବଢ଼ିଚାଲିଛି । ତେଣୁ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏସସିପିସିଆର) ଅଫିସ ଆଗରେ ଏହି…
କରୋନାରେ ଆଉ ୪ ମୁଣ୍ଡ ଗଡ଼ିଲା
ଭୁବନେଶ୍ୱର, ୧୪ା୧୨ (ଓଡିଶା ଭାସ୍କର): ରାଜ୍ୟରେ ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଦ୍ୱାରା ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୧୧କୁ ବୃଦ୍ଧି ପାଇଛି । ସୂଚନା…