Browsing Category

Breaking News

ଦିଲ୍ଲୀ ହିଂସାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି: ଏଣିକି ବିକ୍ଷୋଭକାରୀଙ୍କ ଦେଖିଲା ମାତ୍ରେ ଗୁଳି

ନୂଆଦିଲ୍ଲୀ,୨୬ ।୨: ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ ଦିଲ୍ଲୀରେ ଥମୁନି ନିଆଁ । ଗତ ୩ ଦିନ ଧରି ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଛି । ଉତ୍ତର-ପୂର୍ବ ଦିଲ୍ଲୀରେ ଚାଲିଥିବା ହିଂସାରେ ମୃତ୍ୟୁ…

ବନ୍ଦ ଘରୁ ୩ ମୃତଦେହ ଉଦ୍ଧାର

ଗଞ୍ଜାମ,୨୬ ।୨(ଓଡିଶା ଭାସ୍କର): ଗୋଟିଏ ବନ୍ଦ ଘରୁ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପାଲିଆ ଛତ୍ରପୁର ମଝିସାହିରେ ଦେଖିବାକୁ ମିଳିଛି । ଘର ମଧ୍ୟରୁ…

ସଭାପତି ହେବା ପରେ କ’ଣ କହିଲେ ନବୀନ ?

ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର ): ବିଜେଡି ସଭାପତି ଭାବେ ପୁନଃ ନବୀନ ପଟ୍ଟନାୟକ ଆଜି ନିର୍ବାଚିତ ହୋଇଛନ୍ତି । ଅଷ୍ଟମ ଥର ପାଇଁ ସଭାପତି ଦ୍ୱାୟିତ୍ୱ ସମ୍ଭାଳିବାକୁ ଯାଉଥିବା ନବୀନ ଏନେଇ ସାଢେ ୪ କୋଟି ଓଡିଆବାସୀଙ୍କୁ…

ନଈରେ ଖସି ପଡିଲା ବରଯାତ୍ରୀ ବସ: ୨୫ ମୃତ

ଜୟପୁର,୨୬ ।୨: ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁଘଟଣା ଘଟିଛି । ବରଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ନଦୀରେ ଖସିପଡିଲା ବସ । ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ…

ନବୀନ ପୁଣି ବିଜେଡି ସଭାପତି

ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ପୁନଃ ବିଜେଡି ସଭାପତି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । ଅଷ୍ଟମ ଥର ପାଇଁ ଦଳର ମଙ୍ଗ ଧରିଛନ୍ତି ନବୀନ । ଏନେଇ ବିଜେଡି ରାଜ୍ୟ ପରିଷଦ ବୈଠକରେ ଘୋଷଣା…

ଜନ୍ମ ପରେ ଡାକ୍ତରଙ୍କୁ ଏପରି ଚାହିଁଲା ଶିଶୁ, ଭାଇରାଲ ହେଲା ଫଟୋ

ଜନ୍ମ ହେବାର ମାତ୍ର କିଛି ସମୟ ପରେ ଜଣେ ଶିଶୁ ସମଗ୍ର ଦୁନିଆରେ ଚର୍ଚ୍ଚିତ ହୋଇଛି । ଶିଶୁଟିର ଫଟୋ ଭାଇରାଲ ହେବା ସହ ଲୋକମାନେ ତାହାର ମେମେ ମଧ୍ୟ ବନାଇବାରେ ଲାଗିଛନ୍ତି । ଜନ୍ମ ହେବା ପରେ ଶିଶୁଟି ଡାକ୍ତରଙ୍କୁ ରାଗିକି…

ପୁଣି ରିମାଣ୍ଡରେ ଗଲେ ଅନୁପ ସାଏ

ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): ବହୁଚର୍ଚ୍ଚିତ କଳ୍ପନା ଓ ବବଲି ଡବଲ ମର୍ଡର ଘଟଣାରେ ପୁଣି ଦିନିକିଆ ରିମାଣ୍ଡରେ ଯାଇଛନ୍ତି ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ । ଏହା ପୂର୍ବରୁ ଅନୁପଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା…

+୨ ପରୀକ୍ଷା: ସବୁ କେନ୍ଦ୍ରରେ ଲାଗିବ ସିସିଟିଭି

ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): ଯୁକ୍ତଦୁଇର ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ଚିତ୍ରା ଆରୁମଗମ । ଚିତ୍ରା କହିଛନ୍ତି ଯେ, ୧୧୪୩ ପରୀକ୍ଷା କେନ୍ଦ୍ରରେ…

ରାଜଧାନୀରେ ପାର୍କିଂ ପାଇଁ ନୂଆ କଟକଣା, ନମାନିଲେ ଗଣିବେ ତଣ୍ଡ

ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): ଏଥର ମନଇଛା ରାସ୍ତାରେ ଗାଡି ପାର୍କିଂ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜଧାନୀ ଭୁବନେଶ୍ୱରର ୬ଟି ସ୍ଥାନରେ ଗାଡି ପାର୍କିଂ କଲେ ଫାଇନ୍ ଦେବାକୁ ପଡିବ । ରାଜଭବନରୁ…

ଦିଲ୍ଲୀ ହିଂସାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ସାମ୍ବାଦିକଙ୍କୁ ଲାଗିଲା ଗୁଳି

ନୂଆଦିଲ୍ଲୀ,୨୫ ।୨: ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ ଦିଲ୍ଲୀରେ ହିଂସାକାଣ୍ଡ ଥମିବାର ନାଁ ନେଉନାହିଁ । ଗତକାଲି ଉତ୍ତରପୂର୍ବ ଦିଲ୍ଲୀରେ ମଧ୍ୟ ହିଂସା ଦେଖିବାକୁ ମିଳିଥିଲା । ଆଜି ମୌଜପୁର ଓ ବ୍ରହ୍ମପୁରୀ…