Browsing Category

Breaking News

କରୋନା ଭାଇରସ ନେଲାଣି ୧୦୧୬ଙ୍କ ଜୀବନ, ୪୨୬୦୦ ଆକ୍ରାନ୍ତ

ବେଜିଂ,୧୧ ।୨: ଚୀନରେ ଆତଙ୍କ ଖେଳାଉଛି କରୋନା ଭାଇରସ । ଏହି ଭୂତାଣୁରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ଚୀନରେ କରୋନା ଯୋଗୁ ମୃତକଙ୍କ ସଂଖ୍ୟା ୧୦୧୬ରେ ପହଞ୍ଚିଛି। ଏହା ସହିତ ଗତ…

ଦିଲ୍ଲୀରେ କିଏ କରିବ ରାଜୁତି ? ଜାଣନ୍ତୁ ଭୋଟ୍ ଗଣତିରେ କିଏ ରହିଛି ଟ୍ରେଣ୍ଡରେ

ନୂଆଦିଲ୍ଲୀ,୧୧ ।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଛି ପୋଷ୍ଟର ବାଲାଟର ଭୋଟ ଗଣତି । ଆଜି ସକାଳ ୮ଟାରୁ ଇଭିଏରେ ଭୋଟ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟ ଗଣତିରେ ବହୁ ଆଗରେ ରହିଛି ଆମ୍ ଆଦମୀ ପାର୍ଟି ବା…

ମୁହାଁମୁହିଁ ହେଲା ବସ୍-ଟ୍ରକ୍ , ୧୫ ଆହତ

ସମ୍ବଲପୁର,୧୦ ।୨(ଓଡିଶା ଭାସ୍କର): ସମ୍ବଲପୁର ଚାରମାଳା ଥାନା ସେରନି ମନ୍ଦିର ନିକଟରେ ଆଜି ବସ୍-ଟ୍ରକ୍ ମୁହାଁମୁହିଁ ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କ ମାନଙ୍କୁ…

୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପଛୁଆବର୍ଗ ଅଧ୍ୟକ୍ଷ

ଭୁବନେଶ୍ୱର,୧୦ ।୧(ଓଡିଶା ଭାସ୍କର): ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପଛୁଆବର୍ଗ କମିଶନ ଟିମ୍ । କମିଶନ ଅଧ୍ୟକ୍ଷ ଭଗବାନଲାଲ ସାହାନୀଙ୍କ ସମେତ ୫ ଜଣିଆ ଟିମ୍ ଓଡିଶା ଆସୁଛନ୍ତି । ପୂର୍ବରୁ ଜାତିଭିତ୍ତିକ ଜନଗଣନା…

‘ଆଚାର୍ଯ୍ୟ ହରିହର’ ହସ୍ପିଟାଲର ବଦଳିଲା ନାଁ

କଟକ,୧୦ ।୨(ଓଡିଶା ଭାସ୍କର): କଟକରେ ଥିବା ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲର ନାଁ ପରିବର୍ତ୍ତନ ହୋଇଛି । ପରିବର୍ତ୍ତନ ପରେ ନୂଆ ନାଁ ରହିଛି ‘ ଆଚାର୍ଯ୍ୟ ହରିହର ସ୍ୱାତକୋତ୍ତର କର୍କଟ ପ୍ରତିଷ୍ଠାନ’ । ଏନେଇ…

ଯୁବତୀଙ୍କୁ ଗୁଳିମାଡ ଘଟଣାରେ ନୂଆ ମୋଡ, ପୁରୁଷ ବନ୍ଧୁ ଗିରଫ

ଭୁବନେଶ୍ୱର,୧୦ ।୨(ଓଡିଶା ଭାସ୍କର): ପ୍ରେମ ସପ୍ତାହରେ ରାଜଧାନୀରେ ଯୁବତୀଙ୍କୁ ଗୁଳିମାଡ ଘଟଣା ନେଇଛି ଭିନ୍ନ ମୋଡ । ପୁରୁଷ ବନ୍ଧୁଙ୍କ ସହ ବନ୍ଧୁକରେ ଖେଳୁ ଖେଳୁ ଗୁଳି ଫୁଟିଥିଲା । ଏନେଇ ଟ୍ୱିଟ୍ ଜରିଆରେ କମିଶନରେଟ୍…

ସବୁ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ରହିବ ବର୍ନ ୟୁନିଟ: ସ୍ୱାସ୍ଥ୍ୟମନ୍ତ୍ରୀ

ବ୍ରହ୍ମପୁର, ୧୦ା୨(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଗୋଳନ୍ଥରାର ମେଣ୍ଡରାଜପୁର ଗ୍ରାମରେ ବସ୍ ପୋଡ଼ି ୧୦ଜଣଙ୍କର ମୃତ୍ୟୁ ହେବା ପରେ ସଜାଗ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଏଣିକି ସବୁ ମେଡ଼ିକାଲ କଲେଜ ଓ…