Browsing Category

Breaking News

ଏଣିକି ଶିକ୍ଷକଙ୍କୁ ମିଳିବନି ଖରାଛୁଟି

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ଏଣିକି ରାଜ୍ୟର ସ୍କୁଲ ଶିକ୍ଷକଙ୍କୁ ମିଳିବନି ଖରାଛୁଟି । ଗ୍ରୀଷ୍ମ ଅବକାଶରେ ଚାଲିବ ସ୍ୱତନ୍ତ୍ର କ୍ଲାସ୍ । ଖରାଦିନେ ସ୍କୁଲରେ ଥିବା ଦୁର୍ବଳ ଛାତ୍ରଙ୍କ କ୍ଲାସ ନେବେ ଶିକ୍ଷକ ।…

ଶିଳ୍ପ ପାଇଁ ଜମି ସୁପାରିଶ କମିଟି ବୈଠକ

ଭୁବନେଶ୍ୱର, ୯ା୧(ଓଡ଼ିଶା ଭାସ୍କର): ଶିଳ୍ପ ପାଇଁ ଜମି ସୁପାରିଶ କମିିଟି ବୈଠକ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ବୈଠକ ପରେ ଇଡ଼କୋ ଅଧ୍ୟକ୍ଷ ସଞ୍ଜୟ ସିଂହ ଏନେଇ ସୂଚନା ଦେଇଛନ୍ତି । ସେହି…

ଏଣିକି ଲିପଷ୍ଟିକ୍ ଦେବ ଯୁବତୀଙ୍କୁ ସୁରକ୍ଷା

ଦେଶରେ ମହିଳାଙ୍କ ଉପରେ ହେଉଥିବା ଯୌନ ଶୋଷଣକୁ ରୋକିବା ପାଇଁ ଉତ୍ତରପ୍ରଦେଶର ବାରାଣାସୀର ଜଣେ ଯୁବକ ଏକ ସ୍ୱତନ୍ତ୍ର ଲିପଷ୍ଟିକ୍ ପ୍ରସ୍ତୁତ କରିଛନ୍ତି । ଏହା ସାଧାରଣ ଲିପଷ୍ଟିକ୍ ନୁହେଁ, ବରଂ ଏଥିରେ ରହିଛି…

୩ଟି ବଡ ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ୩ଟି ବଡ ପ୍ରକଳ୍ପ ସମ୍ପ୍ରସାରଣକୁ ଆଜି ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ହିଣ୍ଡାଲକୋ, ଏନଟିପିସି ଏବଂ ରୁଙ୍ଗଟା ପ୍ରକଳ୍ପ ସମ୍ପ୍ରସାରଣକୁ ମଞ୍ଜୁରି ଦିଆଯାଇଛି । ୨୧ତମ ହାଇଲେବଲ…

ଭିଜିଲାନ୍ସ ଜାଲରେ କମ୍ପ୍ୟୁଟର ଅପରେଟର

ଭଦ୍ରକ,୯ ।୧(ଓଡିଶା ଭାସ୍କର): ଭଦ୍ରକ ଗ୍ରାମ୍ୟ ନିର୍ମାଣ ଡିଭିଜନର ଲାଞ୍ଚୁଆ କମ୍ପ୍ୟୁଟର ଅପରେଟର ଗିରଫ ହୋଇଛନ୍ତି । ଲାଞ୍ଚ ନେଉଥିବା ବେଳେ କମ୍ପ୍ୟୁଟର ଅପରେଟର ପ୍ରିୟବ୍ରତ ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୨ଟି…

ନୋଏଡାର ଇଏସଆଇ ମେଡିକାଲରେ ଭୀଷଣ ଅଗ୍ନିକାଣ୍ଡ, ୪୦ ରୋଗୀଙ୍କୁ ଅନ୍ୟ ଜାଗାକୁ ସିପ୍ଟ

ନୋଏଡା,୯ ।୧: ଦିଲ୍ଲୀ-ଏନସୀଆରରେ ଗୋଟିଏ ଦିନରେ ଦୁଇଟି ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ପଟପଡଗଞ୍ଜ ପରେ ନୋଏଡାର ସେକ୍ଟର-୨୪ରେ ଥିବା ଇଏସଆଇ ମେଡିକାଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବାକୁ…

ସୁପ୍ରିମକୋର୍ଟରେ ନିର୍ଭୟା ମାମଲାରେ କ୍ୟୁରୋଟିଭ୍ ପିଟିସନ ଦାଖଲ

ନୂଆଦିଲ୍ଲୀ, ୯ା୧: ନିର୍ଭୟା ମାମଲାରେ ଦୋଷୀ ବିନୟ କୁମାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଡ଼େଥ୍ ୱାରେଣ୍ଟ ବିରୋଧରେ କ୍ୟୁରେଟିଭ ପିଟିସନ ଦାଖଲ କରାଯାଇଛି । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମସ୍ତ ୪ଜଣ ଦୋଷୀଙ୍କୁ…