Browsing Category

Breaking News

କରୋନା ନେଲା ଆଉ ୯ଜୀବନ, ରାଜ୍ୟରେ ୨୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୫ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଆଜି ୨ମିନିଟ ପାଇଁ ବନ୍ଦ ରହିବ ଟ୍ରାଫିକ, ହେଲେ କାହିଁକି

ଭୁବନେଶ୍ୱର, ୫ା୮(ଓଡ଼ିଶା ଭାସ୍କର): ଆଜି ଟ୍ୱିନିସିଟିରେ ଦୁଇ ମିନିଟ ପାଇଁ ଟ୍ରାଫିକ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ୬ଟା ୨ମିନିଟ ଯାଏଁ ଟ୍ରାଫିକ ସେବା ବନ୍ଦ ରହିବା ନେଇ ସୂଚନା ମିଳିଛି । କୋଭିଡ଼ ଯୋଦ୍ଧାଙ୍କୁ ଉତ୍ସାହିତ…

ବଡ଼ ଖବର:୨୮ ଜିଲ୍ଲାରୁ ୧୩୩୭ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୫ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ ୫୨୨ଜଣ…

ଅଯୋଧ୍ୟା ଅଭିମୁଖେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ, ୫ା୮: ଅଯୋଧ୍ୟାରେ ଆଜି ଭବ୍ୟ ରାମ ମନ୍ଦିରର ଭୂମିପୂଜନ କରାଯିବ । ତେଣୁ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରିଛନ୍ତି । ସକାଳ ୧୦ଟା ୩୫ରେ ଲକ୍ଷ୍ନୌ ରେ ପହଞ୍ଚିବେ…

୨୪ଘଣ୍ଟାରେ ୫୨,୫୦୯ ଆକ୍ରାନ୍ତ ଚିହ୍ନଟ ଓ ୮୫୭ ମୃତ

ନୂଆଦିଲ୍ଲୀ, ୫ା୮: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୫୨,୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୫୭ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା…

ଥାଇରଏଡ୍‌ ସମସ୍ୟା ପାଇଁ ଚିନ୍ତିତ କି ? ତେବେ ଆପଣାନ୍ତୁ ଏହି ଉପାୟ

ରୋଗ ମଧ୍ୟରେ ଥାଇରଏଡ ସମସ୍ୟା ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ। ଯଦି ଆପଣ ବି ଏଥିପାଇଁ ଚିନ୍ତିତ ଅଛନ୍ତି, ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ... ୧- ଥାଇରଏଡ ସମସ୍ୟା ଥିଲେ ଗହମ ଏବଂ ଯଅ…

ଲେବାନନରେ ଭୟଙ୍କର ବିସ୍ଫୋରଣ, ୧୦୦ରୁ ଅଧିକ ଆହତ

ବେରୁଟ,୫/୮:ଲେବାନନର ରାଜଧାନୀ ବେରୁଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହାସହ ବଡ ବଡ ବିଲ୍ଡିଂ ମଧ୍ୟ ଦୋହଲି ଯାଇଛି। ବେରୁଟର ଏକ ପୋର୍ଟ ଏରିଆରେ…