CHARIDHAM
Browsing Category

Breaking News

ମେଣ୍ଢା ଉପରେ ବସି ମଜା ନେଉଥିଲା ଯୁବକ, ପରେ ସେ ଏପରି ନେଲା ପ୍ରତିଶୋଧ

ସୋସିଆଲ ମିଡିଆରେ ଗୋଟିଏ ମେଣ୍ଢାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ବି ହସି ହସି ଗଡିଯିବେ । ଭିଡିଓରେ ଜଣେ ଯୁବକ ମେଣ୍ଢା ଉପରେ ବସି ମଜା ନେଉଥିଲା । କିନ୍ତୁ ମେଣ୍ଢାଟି କିଛି ଭିନ୍ନ ଉପାୟରେ…

ଆସନ୍ତାକାଲିଠାରୁ ନବରଙ୍ଗପୁର ସଟଡାଉନ

ନବରଙ୍ଗପୁର,୨୦ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲାକୁ ସଟଡାଉନ କରାଯିବାକୁ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୫ଟାରୁ ୨୨ ତାରିଖ…

କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ୯୫ ପୋଲିସ କର୍ମଚାରୀ

ଭୁବନେଶ୍ୱର, ୨୦ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ମଧ୍ୟରେ କୋଭିଡ଼ ଯୋଦ୍ଧା ମଧ୍ୟ ଅଛନ୍ତି । ଏହାରି ମଧ୍ୟରେ ଆଜି କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ…

ଅଚାନକ୍ ଉଡିବାକୁ ଲାଗିଲା ୫୦୦-୧୦୦୦ ଟଙ୍କିଆ ପୁରୁଣା ନୋଟ୍, ପୋଲିସ ବି କାବା

କେରଳର ପଲ୍ଲକଡରେ ଜଣେ ୮୦ ବର୍ଷୀୟ ବୃଦ୍ଧ ମହିଳାଙ୍କ ନିକଟରୁ ମିଳିଛି ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ୍ । ୪ ବର୍ଷ ପୂର୍ବେ ବିମୁଦ୍ରିକରଣ ପରେ ଏହି ନୋଟକୁ ଅବୈଧ ଘୋଷଣା କରାଯାଇଥିଲା । କିନ୍ତୁ ପଲ୍ଲକଡରେ ଏକ ଖେଳ…

ଦାୟିତ୍ୱ ନେଲେ ଟ୍ୱିନସିଟିର ୨ନବ ନିଯୁକ୍ତ ଡିସିପି

ଭୁବନେଶ୍ୱର, ୨୦ା୭(ଓଡ଼ିଶା ଭାସ୍କର): ଆଜି ଦାୟିତ୍ୱଭାର ଗ୍ରହଣ କରିଛନ୍ତି ଟ୍ୱିନସିଟିର ଦୁଇ ନବ ନିଯୁକ୍ତ ଡିସିପି । ଭୁବନେଶ୍ୱରର ନୂଆ ଡ଼ିସିପି ଭାବେ ଦାୟିତ୍ୱ ନେଇଛନ୍ତି ଉମାଶଙ୍କର ଦାସ । ପୋଲିସ ସେବା ଭବନରେ ଅନୁପ…

ସମରେ କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ

ଭୁବନେଶ୍ୱର,୨୦ ।୭(ଓଡିଶା ଭାସ୍କର): ସମ୍ ହସ୍ପିଟାଲରେ ଆରମ୍ଭ ହୋଇଛି କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ପ୍ରକ୍ରିୟା । ସମ୍ ଆନେକ୍ସର ବିଲ୍ଡିଂରେ ସ୍ୱତନ୍ତ୍ର ପରୀକ୍ଷାଗାର ଉଦଘାଟିତ ହୋଇଯାଇଛି । ଏନେଇ ବିଭାଗୀୟ ଅଧିକାରୀ…