CHARIDHAM
Browsing Category

Breaking News

ଛତ୍ରପୁର ଏସଡ଼ିପିଓ ଓ ଆଇଆଇସିଙ୍କୁ କରୋନା

ଗଞ୍ଜାମ, ୧୩ା୬(ଓଡ଼ିଶା ଭାସ୍କର): ଗଞ୍ଜାମ ସ୍ଥିତ ଛତ୍ରପୁର ରେ ଏସଡ଼ିପିଓ ଏବଂ ଆଇଆଇସି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି । ଏହାସହ ଦୁହିଁଙ୍କର ଆଶୁ ଆରୋଗ୍ୟ…

ସେପ୍ଟେମ୍ବର ପୂର୍ବରୁ DL ଓ LL ପାଇଁ କରିହେବନି ଆବେଦନ

ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ପୂର୍ବରୁ ଡ଼ିଏଲ ଓ ଏଲଏଲ ପାଇଁ ଆବେଦନ କରିହେବ ନାହିଁ । ପୁରୁଣା ଆବେଦନକାରୀଙ୍କୁ ଜୁଲାଇରୁ ନୂଆ ସ୍ଲଟ ମିଳିବା ନେଇ ସୂଚନା ମିଳିିଛି । ଅଢ଼େଇ ଲକ୍ଷ ଆବେଦନକାରୀଙ୍କୁ ନୂଆ…

ସପ୍ତାହକ ଭିତରେ ୪ଟି ବାଘଛାଲ ଜବତ, ୩ ଗିରଫ

ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ସପ୍ତାହକ ଭିତରେ ୪ଟି ବାଘଛାଲ ଜବତ ହୋଇଥିବା ନେଇ ସୂଚନା ରହିଛି । ଆଜି ନୟାଗଡ଼ ରଣପୁର ଅଞ୍ଚଳରୁ ୨ଟି କଲପତରିଆ ବାଘଛାଲ ଜବତ କରାଯାଇଛି । ୨ଟି ବାଘ ଛାଲ ଜବତ ସହ କ୍ରାଇମବ୍ରାଞ୍ଚ…

ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୨୨୫ କରୋନା…

ଦେଶରେ ୩ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୩ା୬: ଦେଶରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି କରୋନା । ଏଥିସହିତ ଏବେ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ଟପିଥିବା ନେଇ ସୂଚନା ମିଳିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୮ହଜାର…

ଏନକାଉଣ୍ଟରରେ ୨ଆତଙ୍କବାଦି ସଫା

ଜମ୍ମୁ-କାଶ୍ମୀର, ୧୩/୬ : ଜମ୍ମୁ-କାଶ୍ମୀର ସ୍ଥିତ ପୁଲୱାମାର ତ୍ରାଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦିଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି।…

ଆଜିଠୁ ପୁଣି ୪୮ ଘଂଟିଆ ସଟଡାଉନ୍

ଭୁବନେଶ୍ୱର, ୧୩/୬(ଓଡ଼ିଶା ଭାସ୍କର): ଆଜିଠୁ ପୁଣି ରାଜ୍ୟର ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ । କେବଳ  ଜରୁରୀକାଳୀନ ସେବା ଜାରି ରହିବ। ଜୁନ ମାସଟି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଓ ସଂକ୍ରମଣ ରୋକିବା ପାଇଁ  ସପ୍ତାହ…

କଟକରୁ ନୂଆ ୯୨ ପଜିଟିଭ୍ ଚିହ୍ନଟ

କଟକ,୧୨ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ଆଜି ସକାଳେ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୯୨ ଜଣ ନୂଆ ପଜିଟିଭ୍ କେସ୍ ସାମନାକୁ ଆସିଛି ।…

ନିଶ୍ଚିତକୋଇଲିରୁ ନୂଆ ୨୬ ପଜିଟିଭ୍ ଚିହ୍ନଟ

ସାଲେପୁର,୧୨ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ଆଜି ସକାଳେ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୨୬ ଜଣ ନୂଆ ପଜିଟିଭ୍ କେସ୍ ସାମନାକୁ…