Browsing Category

Breaking News

ଏଥର ସେପ୍ଟେମ୍ବର ୨୮ରୁ ଦୁର୍ଗାପୂଜା, ଅକ୍ଟୋବରରେ ଭସାଣୀ

କଟକ: ସେପ୍ଟେମ୍ବର ୨୮ ତାରିଖରୁ କଟକ ଦୁର୍ଗାପୂଜା ଆରମ୍ଭ । ଅକ୍ଟୋବର ୩ ତାରିଖରେ ଦୁର୍ଗାପୂଜା ଭସାଣୀ ଶୋଭାଯାତ୍ରା । କଟକ ମହାନଗରର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଶାନ୍ତି…

Kishtwar cloudburst: ଚମତ୍କାର ! 30 ଘଣ୍ଟା ମାଟି ତଳେ ଚାପି ହୋଇ ରହିଲେ, ପରେ ଜୀବନ୍ତ ଉଦ୍ଧାର

ଜମ୍ମୁ-କଶ୍ମୀର: କଥାରେ ଅଛି ରଖେ ହରି ତ ମାରେ କିଏ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଜମ୍ମୁ-କଶ୍ମୀରର କିସ୍ତୱାଡ଼ରେ ବାଦଳ ଫଟିବା ଏବଂ ବନ୍ୟା ଯୋଗୁଁ ହୋଇଥିବା ପ୍ରଳୟ ମଧ୍ୟରେ ଏକ ଚମତ୍କାର ଘଟଣା…

ଏଣିକି ନିଜସ୍ୱ ଘୋଷଣାନାମାରେ କରିହେବ ଚାଷୀ ପଞ୍ଜୀକରଣ; ଆବଶ୍ୟକ ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର

ଭୁବନେଶ୍ବର: ଚାଷୀ ପଞ୍ଜୀକରଣ ପାଇଁ ଦରକାର ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର । ଏଣିକି ନିଜସ୍ବ ଘୋଷଣାନାମାରେ କରିହେବ ଚାଷୀ ପଞ୍ଜୀକରଣ । ଯୋଗାଣ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଏ ନେଇ ସବୁ…

ଏଲଭିଶ ଯାଦବଙ୍କ ଘର ଉପରେ ଗୁଳି ବର୍ଷା, ୧୦ରୁ ୧୨ ରାଉଣ୍ଡ ହେଲା ଫାୟରିଂ

ନୂଆଦିଲ୍ଲୀ: ପ୍ରସିଦ୍ଧ YouTuber ଏବଂ ସୋସିଆଲ ମିଡିଆ ସେଲିବ୍ରିଟି ଏଲଭିଶ ଯାଦବଙ୍କ ଘରେ ଗୁଳିଚାଳନା ହୋଇଥିବା ସୂଚନା ମିଳିଛି। ହରିୟାଣାର ଗୁରୁଗ୍ରାମରେ ତାଙ୍କ ଘରେ ଗୁଳିଚାଳନା ହୋଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ…

ରାଗର ସବୁ ସୀମା ପାର, ସ୍ତ୍ରୀ ପାଖକୁ ନ ଆସିବାରୁ ରାଗରେ 4 ଛୁଆଙ୍କୁ କୂଅକୁ ପେଲି ଦେଲା ସ୍ବାମୀ, ଶେଷରେ…     

ମୁମ୍ବାଇ: ମହାରାଷ୍ଟ୍ରର ଅହଲ୍ୟାନଗରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ନିଜ ସ୍ତ୍ରୀ ସହ ଝଗଡ଼ା ପରେ ଅରୁଣ କାଲେ ନାମକ ଜଣେ ବ୍ୟକ୍ତି ଏପରି ଏକ ଭୟଙ୍କର ପଦକ୍ଷେପ ନେଇଛନ୍ତି, ଯାହା ସମଗ୍ର ଅଞ୍ଚଳରେ ଭୟର…

ବୁମରା ଖୋଲିଲେ ମୁହଁ, ଏସିଆ କପରେ ଖେଳିବେ ନା ନାହିଁ କଲେ ଖୁଲାସା, ବିସିସିଆଇକୁ କହିଦେଲେ ଏହି କଥା

ନୂଆଦିଲ୍ଲୀ: କ୍ରିକେଟ ଏସିଆ କପ୍ 2025 ପାଇଁ ଭାରତୀୟ କ୍ରିକେଟ୍ ଦଳ ଖୁବ୍ ଶୀଘ୍ର ଘୋଷଣା ହୋଇପାରେ, ଆଶା କରାଯାଉଛି ଯେ, BCCI ଅଗଷ୍ଟ 19ରେ ଦଳ ଘୋଷଣା କରିପାରେ। ଜସପ୍ରିତ ବୁମରାଙ୍କୁ ନେଇ ବହୁତ ଦିନ ଧରି ପ୍ରଶ୍ନ…

ନିଜସ୍ୱ ଘୋଷଣାନାମାରେ କରିହେବ ଚାଷୀ ପଞ୍ଜୀକରଣ!

ଭୁବନେଶ୍ୱର: ଏଣିକି ଚାଷୀ ପଞ୍ଜୀକରଣ ପାଇଁ ଦରକାର ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର। ଏବେ ନିଜସ୍ୱ ଘୋଷଣାନାମାରେ କରିହେବ ଚାଷୀ ପଞ୍ଜୀକରଣ। ଏନେଇ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ…

BREAKING NEWS: ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା! ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ଯୁବକଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରାଯାଇଛି। ଟାଉନ ଥାନା ରାଣୀଗୁଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ଛାନ୍‌ଭିନ୍‌…

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ

ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଠାରେ ୧୪ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଧୁରୁଆଡିହୀ ଥନା ଫୁଟବଲ୍ ପଡ଼ିଆରେ ଥିବା ଜୁଆ ଆଡ୍ଡାରେ ରେଡ୍ ପଡ଼ିଛି। ସୂଚନା ମୁତାବକ, ୨୧ଟି କାର୍‌,…

ଆଗାମୀ 12 ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର ! 20 ଯାଏଁ ପ୍ରବଳ ବର୍ଷା, 24ରେ ଆଉ ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ଉତ୍ତରପଶ୍ଚିମ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ସମ୍ଭାବନା । ଆଗାମୀ 12 ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେବ ଲଘୁଚାପ । ପରବର୍ତ୍ତୀ 24 ଘଣ୍ଟାରେ…