Browsing Category

ବାଣିଜ୍ୟ

୨,୨୦୦ ଟଙ୍କା ଶସ୍ତା ହେଲା ରୂପା, ସୁନା ବି କମିଲା, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଗୁରୁବାର ଦିନ ଏମସିଏକ୍ସରେ ସୁନା ରୂପା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ରୂପା ଦରରେ ଆଜି ଦୁଇ ହଜାର ଟଙ୍କାରୁ ଅଧିକ ଟଙ୍କା ହ୍ରାସ ଘଟିଛି । ରୂପା ମୂଲ୍ୟ କିଲୋଗ୍ରାମ ପିଛା ୯୧,୦୦୦ ଟଙ୍କା ତଳକୁ…

ଭିଭୋ ଭାରତରେ ଲଞ୍ଚ କରିବାକୁ ଯାଉଛି ଏହାର ପ୍ରଥମ ଫୋଲ୍ଡିଂ ଫୋନ୍‌, ଜାଣନ୍ତୁ କ’ଣ ରହିଛି ସ୍ପେସାଲ ଫିଚର

ନୂଆଦିଲ୍ଲୀ: Vivo ଭାରତ ବଜାରରେ ଏହାର ପ୍ରଥମ ଫୋଲ୍ଡିଂ ଫୋନ୍ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ କିଛି ସମୟ ପୂର୍ବରୁ କନଫର୍ମ କରିଛି କି ଭାରତରେ ଏହା ନିଜର ଫୋଲ୍ଡିଂ ଫୋନ୍ Vivo X Fold3 Pro  ଲଞ୍ଚ କରିବ । ଏହା…

ଚଳିତ ଆର୍ଥିକ ବର୍ଷରେ ୨୦ ପ୍ରତିଶତ ହ୍ରାସ ହୋଇପାରେ ସୁନା ଆମଦାନୀ

ନୂଆଦିଲ୍ଲୀ : ସୁନା ମୂଲ୍ୟରେ ବୃଦ୍ଧି ଘଟିଛି । ଏଭଳି ପରିସ୍ଥିତିରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଭାରତର ସୁନା ଆମଦାନୀ ୨୦ ପ୍ରତିଶତ ହ୍ରାସ ହୋଇପାରେ । ଏକ ଇଣ୍ଡଷ୍ଟ୍ରି ସଂସ୍ଥାର ମୁଖ୍ୟ ନ୍ୟୁଜ୍ ଏଜେନ୍ସି…

ଭୁଲରେ Instagramରୁ ଫଟୋ କିମ୍ବା ଭିଡିଓ ଡିଲିଟ୍ ହୋଇଯାଇଛି କି? ଏହି ଟ୍ରିକ ଅପ୍ଲାଏ କଲେ ପୁଣି ଫେରିପାଇବେ

ନୂଆଦିଲ୍ଲୀ: ବର୍ତ୍ତମାନ ଦୁନିଆରେ କୋଟି କୋଟି ଲୋକେ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି । ମେଟାର ଫଟୋ ଏବଂ ଭିଡିଓ ସେୟାରିଂ ଆପ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ ଅଟେ । ୟୁଜର୍ସ ନିଜ ଲାଇଫର ମେମରୀକୁ ନିଜ ଫଲୋର୍ସଙ୍କ…

EPFOର ନୂଆ ନିୟମ: ଏଣିକି ସଦସ୍ୟଙ୍କ ମୃତ୍ୟୁ ପରେ EPF ସହାୟତା ରାଶି ପାଇବା ପ୍ରକ୍ରିୟା ସହଜ ହେବ 

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଏକ ନୂଆ ନିୟମ ଆସିଛି । ଏହା ଇପିଏଫଓ ସଦସ୍ୟଙ୍କ ମୃତ୍ୟୁ ପରେ ଇପିଏଫ୍ ସହାୟତା ରାଶି ପାଇବା ପ୍ରକ୍ରିୟାକୁ ସହଜ କରିବ । ସାଧାରଣ ଭାବେ ନିଜ ସଦସ୍ୟଙ୍କ…

ମାତ୍ର ଗୋଟିଏ ଦିନରେ ୨୬,୪୦୦ କୋଟି ବଢିଗଲା Gautam Adaniଙ୍କ ସଂପତ୍ତି, ଗ୍ରୁପ୍ ସେୟାରରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି

ନୂଆଦିଲ୍ଲୀ: ଭାରତର ସବୁଠାରୁ ଦ୍ୱିତୀୟ ଧନୀ ବ୍ୟକ୍ତି ଏବଂ ଅଦାନୀ ଗ୍ରୁପର ମାଲିକ ଗୌତମ ଅଦାନୀଙ୍କ ସଂପତ୍ତି ଦ୍ରୁତଗତିରେ ବୃଦ୍ଧି ପାଇବା ଦେଖିବାକୁ ମିଳିଛି । ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ, ମାତ୍ର ୧…

ପ୍ରଥମ ଥର ପାଇଁ ୫ଟ୍ରିଲିୟନ ଡଲାର ଛୁଇଁଲା BSE ତାଲିକାଭୁକ୍ତ କଂପାନିଗୁଡ଼ିକର ମାର୍କେଟ୍ କ୍ୟାପ୍

ମୁମ୍ୱାଇ: ବିଏସଇ ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜି ପ୍ରଥମ ଥର ପାଇଁ ରେକର୍ଡ ୫ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ମେ ୨୧ ରେ ଏକ ନୂତନ ଉଚ୍ଚସ୍ତରରେ…

SBI ଚେୟାରମ୍ୟାନ ପଦବୀ ପାଇଁ ଇଣ୍ଟରଭ୍ୟୁକୁ ଅଚାନକ ସ୍ଥଗିତ କଲେ FSIB, ନୂଆ ସରକାର ଗଠନ ପରେ ସ୍ଥିର ହେବ ତାରିଖ

ନୂଆଦିଲ୍ଲୀ: ଫାଇନାନସିଆଲ ସର୍ଭିସେଜ ଇନଷ୍ଟିଟୁସନ ବ୍ୟୁରୋ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେବା ସୂଚନା ମିଳିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂଆ ଚେୟାରମ୍ୟାନ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ଲାଗି ନିର୍ଦ୍ଧାରିତ…

(Video) ସୁନା ଦର ଟପିଲା ୭୫ ହଜାର: ଗୋଟେ ପରେ ଗୋଟେ ଭାଙ୍ଗି ଚାଲିଛି ଝିଅ ବାହାଘର!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସୁନା ଦର ସମସ୍ତଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ସୁନା ଦର ବୃଦ୍ଧି କାରଣରୁ ଗତ ଏପ୍ରିଲ ମାସରେ କିଛି ଝିଅ ବାହାଘର ଭାଙ୍ଗିଯାଇଥିବା ନେଇ ମିଡ଼ିଆରେ ଖବର…

OTP ଫ୍ରଡରୁ ବଞ୍ଚାଇବ Android 15, ସ୍କାମ ରୋକିବାର ଉପାୟ ବାହାରକଲା Google

ନୂଆଦିଲ୍ଲୀ: ଗୁଗୁଲ Android 15 ର ନୂଆ ବିଟା ଭର୍ଜନ ଲଞ୍ଚ କରିଛି । ଆଗାମୀ କିଛି ମାସରେ ୟୁଜର୍ସଙ୍କୁ Android 15 ର ଷ୍ଟେବଲ ଭର୍ଜନ ମିଳିଯିବ । Android 15 ର ବିଟା ଭର୍ଜନରେ ଗୁଗୁଲ ଅଧିକ ଫିଚରକୁ ଲାଇଭ କରିଛି ।…