Browsing Category

ବାଣିଜ୍ୟ

EPFOରେ ବଡ଼ ପରିବର୍ତ୍ତନ: PF ଖାତାରେ ଟଙ୍କା ନଥିଲେ ବି ନୋମିନିଙ୍କୁ ମିଳିବ ୫୦,୦୦୦ ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ତାଙ୍କ କର୍ମଚାରୀ ଜମା ଲିଙ୍କ୍‌ଡ ବୀମା (ଇଡିଏଲଆଇ) ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛି। ଏହି ନୂଆ ନିୟମ ଅନୁଯାୟୀ, ଯଦି ଜଣେ…

ସରକାରଙ୍କ ବଡ଼ କାର୍ଯ୍ଯାନୁଷ୍ଠାନ; ବ୍ୟାନ୍ ହେଲା ALTT, ULLU ଆପ୍ ସମେତ ୨୫ OTT ପ୍ଲାଟଫର୍ମ, ଅଶ୍ଳୀଳ କଣ୍ଟେଣ୍ଟର ଖୋଲିଥିଲେ ପସରା

ନୂଆଦିଲ୍ଲୀ: OTT ପ୍ଲାଟଫର୍ମରେ ଅଶ୍ଲୀଳତା ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ବ୍ୟାନ୍ ହେଲା ୨୫ ଟି OTT ପ୍ଲାଟଫର୍ମ । କେନ୍ଦ୍ର ସରକାର ALTT, ULLY, Desiflix, BigShots ଭଳି 25 OTT ଆପ୍ ବ୍ୟାନ୍ କରିଛନ୍ତି ।…

ଆଜି ପୁଣି କମିଲା ସୁନା ଓ ରୂପା ଦର, କିଣିବା ପୂର୍ବରୁ ଜାଣନ୍ତୁ ୧୦ ଗ୍ରାମ ପିଛା କେତେ କମିଲା…

ଭୁବନେଶ୍ବର: ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ସୁନା କିଣିବାକୁ…

ଗୁଗଲ ଭଳି ଆମେରିକୀୟ କମ୍ପାନୀରେ ଭାରତୀୟଙ୍କୁ ମିଳିବନି ଚାକିରି ? ନିଯୁକ୍ତି ବନ୍ଦ କରିବା ପାଇଁ ‘ଚେତାବନୀ’ ଦେଲେ ଟ୍ରମ୍ପ

ଓ୍ୱାଶିଂଟନ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଗଲ, ମାଇକ୍ରୋସଫ୍ଟ ଓ ମେଟା ଭଳି ବଡ଼ ଟେକ୍ କମ୍ପାନୀମାନଙ୍କୁ ଭାରତ ସମେତ ବିଦେଶରୁ କର୍ମଚାରୀ ନିଯୁକ୍ତି ବନ୍ଦ କରିବାକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ବୁଧବାର…

ଆଜି ଶସ୍ତା ହେଲା ସୁନା, ଏତିକି ଟଙ୍କା କମିଲା…ଜାଣନ୍ତୁ ଭୁବନେଶ୍ବରରେ କେତେ ଅଛି ଦାମ୍

ନୂଆଦିଲ୍ଲୀ:  ସୁନା କିଣୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ପ୍ରାୟ ଗୋଟିଏ ସପ୍ତାହ ଧରି ବୃଦ୍ଧି ପାଇବା ପରେ, ଆଜି ଗୁରୁବାର ସୁନା ମୂଲ୍ୟ ହ୍ରାସ ପାଇଛି । ଜାପାନ ପରି ଆମେରିକା ଏହାର ଅନେକ ବାଣିଜ୍ୟିକ ଅଂଶୀଦାରଙ୍କ…

ଟ୍ରେନ୍ ଟିକେଟର ନୂଆ ନିୟମ ଲାଗୁ: ଆଜିଠୁ ଜରୁରୀକାଳୀନ କୋଟାରେ ଏମିତି ବୁକ୍ କରିବ ରେଳବାଇ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଆଜିଠାରୁ ଜରୁରୀକାଳୀନ ଟ୍ରେନ୍ ଟିକେଟକୁ ନେଇ ନୂଆ ନିୟମ ଲାଗୁ କରିଛି। ନୂଆ ନିୟମ ଅନୁଯାୟୀ, ଜରୁରୀକାଳୀନ କୋଟା ଅନୁଯାୟୀ, ଟ୍ରେନର ଟିକେଟ ବୁକ୍ କରିବା ଲାଗି ଗୋଟିଏ ଦିନ ପୂର୍ବରୁ ଆପ୍ଲାଏ…

ED କବଜାରେ ଅନୀଲ ଅମ୍ବାନୀ, ଦିଲ୍ଲୀ-ମୁମ୍ବାଇ ସମେତ ୩୫ରୁ ଅଧିକ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ଅନୀଲ ଅମ୍ବାନୀ ଏବଂ ତାଙ୍କ ରିଲାଏନ୍ସ ଗ୍ରୁପ୍ (RAAGA କମ୍ପାନୀ) ସହ ଜଡିତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶୁକ୍ରବାର ସକାଳେ ଚଢ଼ାଉ ଆରମ୍ଭ କରିଛି। ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ…

ପୋଷ୍ଟ ଅଫିସର RD ସ୍କିମରେ ମାସିକ ୨,୬୦୦ ଟଙ୍କା ଜମା କରନ୍ତୁ, ୬୦ ମାସ ପରେ ପାଇବେ ଏତିକି ଫଣ୍ଡ

ନୂଆଦିଲ୍ଲୀ: ବ୍ୟାଙ୍କ ଭଳି ଆପଣ ପୋଷ୍ଟ ଅଫିସରେ ମଧ୍ୟ ଆରଡି ଖାତା ଖୋଲିପାରିବେ। ପୋଷ୍ଟ ଅଫିସର ଆରଡି ଖାତାରେ ଜମା କରିବାର କୌଣସି ଲିମିଟ୍ ନାହିଁ। ପୋଷ୍ଟ ଅଫିସ ନିଜ ଗ୍ରାହକଙ୍କୁ ଆରଡି ଖାତାରେ ୬.୭ ପ୍ରତିଶତର ସୁଧ ଅଫର…

Myntra ବିରୋଧରେ EDର ବଡ଼ କାର୍ଯ୍ୟାନୁଷ୍ଠାନ, 1654 କୋଟିର ଅନିୟମିତତା ଅଭିଯୋଗ

ନୂଆଦିଲ୍ଲୀ: Myntra ବିରୋଧରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ । ବେଙ୍ଗାଲୁରୁ ଜୋନାଲ କାର୍ଯ୍ୟାଳୟ, ବିଦେଶୀ ମୁଦ୍ରା ପରିଚାଳନା ଆଇନ 1999 (FEMA) ର ଧାରା 16(3) ଅନୁଯାୟୀ Myntra, ଏହାର ସହଯୋଗୀ କମ୍ପାନୀ ଏବଂ…

ଏଣିକି ୪ ଘଣ୍ଟାରେ ଆପଣଙ୍କ ପାଖରେ ପହଞ୍ଚିଯିବ ଡ୍ରେସଠାରୁ ଆରମ୍ଭ କରି ଚପଲ, ରିଲାଏନ୍ସ ଆରମ୍ଭ କଲା ନୂଆ ସେବା

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନୀର ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଏଲଟିଡି ପକ୍ଷରୁ ଫାଷ୍ଟ ଗ୍ରୋଇଂ ଫ୍ୟାଶନ୍ କ୍ୱିକ୍ କମର୍ସ ମାର୍କେଟ୍ ନୂଆ ସର୍ଭିସ୍ ଆଜିଓ ରସ୍ ଆରମ୍ଭ କରିଛି । କୁଇକ୍ ଫ୍ୟାଶନ୍…