Browsing Category
ବାଣିଜ୍ୟ
FD ଉପରେ ସୁଧ ହାର ବଢ଼ାଇଲା ୟୁନିୟନ ବ୍ୟାଙ୍କ: ୧୭ ଅକ୍ଟୋବରରୁ ମିଳିବ ଅଧିକ ସୁଧ
ନୂଆଦିଲ୍ଲୀ : ଫିକ୍ସଡ୍ ଡିପୋଜିଟ୍ ହେଉଛି ଲୋକଙ୍କ ସବୁଠାରୁ ପସନ୍ଦିଆ ନିବେଶ ବିକଳ୍ପ । ସଞ୍ଚୟର ଏହି ପଦ୍ଧତିକୁ ସବୁ ବୟସର ଲୋକମାନେ ପସନ୍ଦ କରନ୍ତି । ଏହାର ସବୁଠାରୁ ବଡ କାରଣ ହେଉଛି ଅନ୍ୟ ଯୋଜନା ତୁଳନାରେ ଏହା…
ପୁଣି ଭାଙ୍ଗିଲା ରେକର୍ଡ: ଡଲାର ତୁଳନାରେ ପ୍ରଥମ ଥର ପାଇଁ ୮୩ ଅତିକ୍ରମ କଲା ଟଙ୍କା
ମୁମ୍ବାଇ: ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ନିରନ୍ତର ଭାବେ ହ୍ରାସ ପାଇ ଚାଲିଛି । ବୁଧବାର ଟଙ୍କା ଡଲାର ତୁଳନାରେ ରେକର୍ଡ ସର୍ବନିମ୍ନ ସ୍ତରକୁ ଚାଲିଯାଇଥିଲା । ଆଜି ଟଙ୍କା ଡଲାର ତୁଳନାରେ ୬୧ ପଇସା ହ୍ରାସ ପାଇ…
SBI, HDFC ଓ ICICI ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଖୁସି ଖବର: ଅର୍ଥମନ୍ତ୍ରୀ କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ: ଗ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣ ବ୍ୟାଙ୍କରୁ ଋଣ ନେବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…
୩୦୦୦ ଲୋକଙ୍କୁ ଚାକିରି ଦେବ ଏହି ଭାରତୀୟ କମ୍ପାନୀ, ଆସନ୍ନ ମାନ୍ଦାବସ୍ଥା ସମୟରେ ସୃଷ୍ଟି ହେଲା ଆଶାର କିରଣ
ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ୱ ବଜାର ମାନ୍ଦାବସ୍ଥା ଆଡକୁ ଗତି କରୁଥିବାବେଳେ ଅନେକ ବଡ କମ୍ପାନୀ ଏହାର କର୍ମଚାରୀମାନଙ୍କୁ। କିନ୍ତୁ ଏଭଳି ସମୟରେ ଭାରତର ଏକ ବଡ କମ୍ପାନୀ ହଜାର ହଜାର ଲୋକଙ୍କୁ ଚାକିରୀ ଦେବାକୁ ଘୋଷଣା…
ଧନତେରାସ ଉପଲକ୍ଷେ ଫୋନପେ ଦେଉଛି ବଡ ଉପହାର: ଏଣିକି ସୁନା-ରୂପା ଗହଣାରେ ପାଇବେ ଏମିତି ଅଫର
ମୁମ୍ବାଇ: ଧନତେରାସ ଅବସରରେ ଭାରତର ପ୍ରମୁଖ ଫିନଟେକ ପ୍ଲାଟଫର୍ମ ଫୋନ-ପେ ପକ୍ଷରୁ ଘୋଷଣା ହୋଇଛି ଆକର୍ଷଣୀୟ ଅଫର । ଗୋଲ୍ଡେନ ଡେ କ୍ୟାମ୍ପେନର ଏକ ଅଂଶ ଭାବେ ସୁନା ଏବଂ ରୂପ। ଉପରେ ଏହି ଅଫର ଦେଇଛି କମ୍ପାନୀ । ଫୋନପେ…
ନୂତନ ସୁବିଧା ଆରମ୍ଭ କଲା IRCTC, ଏବେ କିସ୍ତିରେ ଟିକେଟ୍ ମୂଲ୍ୟ ପେମେଣ୍ଟ କରିପାରିବେ ଯାତ୍ରୀ
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ବର୍ତ୍ତମାନ ସେମାନେ ଟ୍ରେନ୍ ଟିକେଟ୍ ପାଇଁ ଆଗୁଆ ଅର୍ଥ ନ ଦେଇ ମଧ୍ୟ ଯାତ୍ରା କରି ପାରିବେ। ଏଥିପାଇଁ ସେମାନଙ୍କୁ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍…
୩ଟି ବ୍ୟାଙ୍କ ଉପରେ RBIର କଡ଼ା ଆକ୍ସନ: ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା
ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନ କରିବା ନେଇ ତିନୋଟି ବ୍ୟାଙ୍କକୁ ମହଙ୍ଗା ପଡ଼ିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହି ବ୍ୟାଙ୍କଗୁଡ଼ିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ୩ଟି ବ୍ୟାଙ୍କ ସାରା ଦେଶରେ…
JioFiber ତରଫରୁ ଦୀପାବଳିର ଗିଫ୍ଟ: ଲଞ୍ଚ ହେଲା Double Festival Bonanza ଅଫର
ନୂଆଦିଲ୍ଲୀ: ଦୀପାବଳି ପାଇଁ ନୂଆ ଫେଷ୍ଟିଭ ଅଫର ଲଞ୍ଚ କରିଛି ଜିଓ ଫାଇବର । ଏହି ଅଫର ଦ୍ୱାରା ୟୁଜରମାନେ ଶସ୍ତାରେ ଇଣ୍ଟରନେଟ ସର୍ଭିସର ଫାଇଦା ଉଠାଇପାରିବେ । ତେବେ ଏହି ଅଫର କେବଳ ଏକ ଲିମିଟେଡ ପିରିୟଡ ପାଇଁ ଲଞ୍ଚ…
ପାର୍ବଣ ଋତୁପରେ ଗ୍ରାହକଙ୍କୁ ମହଙ୍ଗା ମାଡ: ବଢିବ ଖାଇବା ତେଲ ଦର!
ନୂଆଦିଲ୍ଲୀ:ଦେଶରେ ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଲୋକେ ଅନେକ କିଛି କିଣା କିଣି କରୁଛନ୍ତି। କାରଣ ଏହି ସମୟରେ ବିଭିନ୍ନ କମ୍ପାନୀମାନେ ଗ୍ରାହକମାନଙ୍କୁ ଅନେକ ପ୍ରକାର ଅଫର ଦେଇଥାନ୍ତି। ଫଳରେ ଲୋକେ କମ ଦାମରେ…
ଆଧାରକୁ ନେଇ ଲୋକଙ୍କୁ ସତର୍କ କଲା UIDAI: ଏହି କାମ ନକଲେ ଅଟକିଯିବ ଅନେକ କାମ!
ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ସରକାରୀ କାମରେ ଆଧାର କାର୍ଡ ଅତି ଜରୁରୀ ପ୍ରମାଣପତ୍ର । ସେଥିପାଇଁ ଏହା ଏକଦମ୍ ସଠିକ୍ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜନ୍ମ, ତାରିଖ, ଲିଙ୍ଗ ଏବଂ ନାମ କିମ୍ବା ଉପନାମ ଅନେକ…