Browsing Category
ବାଣିଜ୍ୟ
ଏବେ ୟୁଟ୍ୟୁବ୍ ଠାରୁ ଅଧିକ ଟଙ୍କା ମିଳିବ ଟ୍ୱିଟରରେ, ୪୨ ମିନିଟ ପର୍ଯ୍ୟନ୍ତ ଭିଡିଓ ପୋଷ୍ଟ କରିପାରିବେ
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ହାସଲ କରିବା ପରେ ପ୍ରତିଦିନ କିଛି ନୂଆ ଘଟଣା ଘଟୁଛି। ଏଥର ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ଅଛି।…
ରେଳମନ୍ତ୍ରାଳୟ ପକ୍ଷରୁ ବଡ଼ ସୂଚନା: ଏଣିକି ମହିଳାଙ୍କୁ ମିଳିବ କନଫର୍ମ ସିଟ୍ ,ଜାଣନ୍ତୁ କିପରି ଉଠେଇ ପାରିବେ ଫାଇଦା
ନୂଆଦିଲ୍ଲୀ: ଏଣିକି ମହିଳାଙ୍କୁ ସିଟ୍ ପାଇଁ ଚିନ୍ତା କରିବାକୁ ପଡିବ ନାହିଁ । ରେଲୱେ ପକ୍ଷରୁ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହିଳାଙ୍କୁ ଧ୍ୟାନରେ ରଖି ବଡ଼ ଘୋଷଣା କରିଛନ୍ତି ।…
ଟ୍ୱିଟର ପରେ ସୋସିଆଲ ମିଡିଆ ମେଟା ର ପାଳି , ବଡ଼ ଧରଣର ଛଟେଇର ଯୋଜନା କରୁଛି Meta!
ନୂଆଦିଲ୍ଲୀ : ଟ୍ୱିଟର ପରେ ସୋସିଆଲ ମିଡିଆ ସାଇଟ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାରେ ବ୍ୟାପକ ଛଟେଇ ହେବାର ଖବର ଏବେ ସାମ୍ନା କୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀ ତରଫରୁ ଏହି…
General Provident Fund ନିୟମ ବଦଳିଲା! କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦୀ
ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । କେନ୍ଦ୍ର ସରକାର ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ (ଜିପିଏଫ) ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । କେନ୍ଦ୍ର ସରକାର ଜିପିଏଫରେ ନିବେଶର ସୀମା ସ୍ଥିର…
SBI ରେ ଗୋଟିଏ ଥର କରନ୍ତୁ ୫ଲକ୍ଷ ନିବେଶ ଆଉ ପ୍ରତି ମାସରେ ପାଆନ୍ତୁ ୭୦ହଜାର! ଜାଣନ୍ତୁ ପ୍ଲାନ
ନୂଆଦିଲ୍ଲୀ :ବ୍ୟବସାୟ କରିବା ସହଜ ନୁହେଁ, କାରଣ ଏହା ଉଭୟ ସମୟ ଏବଂ ପରିଶ୍ରମ ଆବଶ୍ୟକ କରେ । କିନ୍ତୁ ଯଦି କେହି ଆପଣଙ୍କୁ କୁହନ୍ତି ଯେ ୫ ଲକ୍ଷ ଟଙ୍କା ବିନିଯୋଗରେ ଆପଣ ମାସକୁ ୬୦ ରୁ ୭୦ ହଜାର ଟଙ୍କା ରୋଜଗାର…
Sugar Export: ସରକାରଙ୍କ ବଡ଼ ଘୋଷଣା; ଚଳିତ ବର୍ଷ ଦେଶରୁ ଏତିକି ଚିନି କରାଯିବ ରପ୍ତାନୀ, ଜାଣନ୍ତୁ କାହାକୁ ମିଳିବ ଫାଇଦା
ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ପାଇଁ ଖୁସିର ଖବର। ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ଚିନି ରପ୍ତାନୀ କୋଟା ସ୍ଥିର କରିଛନ୍ତି। ବଜାରର ଆଶା ମୁତାବକ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୬୦ ଲକ୍ଷ ଟନ ଚିନି ରପ୍ତାନୀ…
ଭାରତରେ କେବେଠୁ ଟ୍ୱିଟର ବ୍ଲୁ ଟିକ୍ ପାଇଁ ଦେବାକୁ ପଡିବ ଚାର୍ଜ ? ସୂଚନା ଦେଲେ ଏଲନ ମସ୍କ
ନୂଆଦିଲ୍ଲୀ: ଏଲନ ମସ୍କ ଟ୍ୱିଟର ଅଧିଗ୍ରହଣ କରିବା ପରେ ଟ୍ୱିଟରେ ବ୍ଲୁ ଟିକ୍ ଚର୍ଚ୍ଚାରେ ରହିଛି। କାରଣ ୟୁଜର୍ମାନଙ୍କୁ ଏବେ ଏଥିପାଇଁ ଚାର୍ଜ ଦେବାକୁ ପଡିବ। ଭାରତୀୟ ଟ୍ୱିଟର ୟୁଜର୍ସ ମାନଙ୍କୁ ବ୍ଲୁ ଟିକ ପାଇଁ ଚାର୍ଜ…
ବିଆଇଏସ୍ ମାନାଙ୍କ ବିନା ପ୍ରେସର କୁକର ବିକ୍ରି କରୁଥିବା କ୍ଲାଉଡଟେଲଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ
ନୂଆଦିଲ୍ଲୀ: ମୁଖ୍ୟ କମିଶନର ଶ୍ରୀମତୀ ନିଧି ଖରେଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) କ୍ଲାଉଡଟେଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପ୍ରେସର କୁକର (ଗୁଣବତ୍ତା ନିୟନ୍ତ୍ରଣ)…
ତିନି ମାସ ମଧ୍ୟରେ ୧୦ ଲକ୍ଷରୁ ଅଧିକ ସ୍ମାର୍ଟ ସ୍ପିକର ଯୋଗାଇଛି ଫୋନ ପେ’; ସହରାଂଚଳ ଠାରୁ ଏବେ ଗ୍ରାମାଂଚଳ ସବୁ ଠାରେ ବଢୁଛି ଚାହିଦା
ମୁମ୍ବାଇ: ଭାରତର ଅଗ୍ରଣୀ ଫିନ୍ ଟେକ ପ୍ଲାଟଫର୍ମ ଫୋନପେ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ସମଗ୍ର ଭାରତରେ ମର୍ଚାଂଟ ପାର୍ଟନରମାନଙ୍କୁ ୧୦ ଲକ୍ଷରୁ ଅଧିକ ସ୍ମାର୍ଟ ସ୍ପିକର ଯୋଗାଇଛି । ଶୁଭାରମ୍ଭ ହେବାର ମାତ୍ର ୩ ମାସ…
Facebook କେବଳ ଏକ ସୋସିଆଲ ମିଡ଼ିଆ ନୁହେଁ, ଏଥିରୁ ଆପଣ ହଜାର ହଜାର ଟଙ୍କା ଇନକମ୍ କରିପାରିବେ
ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମେଟା ବା ଫେସବୁକକୁ କିଏ ବା ନ ଜାଣେ । ପାଞ୍ଚ ମିନିଟ ପାଇଁ ଫେସବୁକ ବ୍ୟବହାର ନକଲେ ଆଜିକାଲିର ଲୋକମାନେ ସତେ ଯେମିତି ପାଗଳ ହୋଇଯିବେ । ତେବେ ଆପଣମାନେ ଫେସବୁକରେ ସାଧାରଣ ଭାବେ ଫଟୋ, ଭିଡିଓ…