Browsing Category
ବାଣିଜ୍ୟ
25 ବର୍ଷୀୟ ଯୁବକଙ୍କ ଉପରେ ରତନ ଟାଟାଙ୍କ ବିଶ୍ୱାସ, ଷ୍ଟାର୍ଟଅପ୍ ରେ ଲଗାଇଲେ ଟଙ୍କା
ନୂଆଦିଲ୍ଲୀ: ଶିଳ୍ପ ଜଗତର ଦିଗ୍ଗଜ ବ୍ୟବସାୟୀ ରତନ ଟାଟା(Ratan Tata), ବରିଷ୍ଠ ନାଗରିକଙ୍କୁ ସେବା ଯୋଗାଇବା ଷ୍ଟାର୍ଟଅପ୍ Goodfellows ରେ ନିବେଶ କରିବାର ଘୋଷଣା କରିଛନ୍ତି । ଅବଶ୍ୟ ନିବେଶର ଅର୍ଥ ବିଷୟରେ ସୂଚନା…
Aadhaar Card ନଥିଲେ ସରକାରୀ ଯୋଜନା ଓ ସବସିଡି ଫାଇଦା ମିଳିବନି: ସମସ୍ତ ରାଜ୍ୟ ସରକାର ଓ ମନ୍ତ୍ରଣାଳୟ ପାଇଁ ଜାରି ହେଲା ନିର୍ଦ୍ଦେଶନାମା
ନୂଆଦିଲ୍ଲୀ: ଅନେକ ସମୟର ଆଧାରକୁ କାର୍ଡକୁ ନେଇ ନୂଆ ନୂଆ ନିୟମ କେନ୍ଦ୍ର ସରକାର ଜାରି କରିଥାନ୍ତି । ତେବେ ଯଦି ଆପଣଙ୍କର ପାଖରେ ଆଧାର କାର୍ଡ ନାହିଁ ବା ଆଧାର ନମ୍ବର ପାଇଁ ରେଜିଷ୍ଟ୍ରେସନ କରିନାହାନ୍ତି ତେବେ ଆପଣ…
Cryptocurrencyକୁ ନେଇ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଖୁବଶୀଘ୍ର କେନ୍ଦ୍ର ସରକାର ଲାଗୁ କରିବେ ଏକ ନୂଆ ଆଇନ୍
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ କ୍ରିପ୍ଟୋକରେନ୍ସି ନିବେଶକଙ୍କ ପାଇଁ ଏକ ବଡ଼ ବୟାନ ଦେଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କ୍ରିପ୍ଟୋ ଏକ୍ସଚେଞ୍ଜର ଯାଞ୍ଚ କରୁଛି । ଇଡି କିଛି…
ଶ୍ରୀଲଙ୍କାରେ ଚୀନ ଜାହାଜର ଏଣ୍ଟ୍ରି, କିନ୍ତୁ କାହିଁକି ଟେନସନରେ ଭାରତ? ଜାଣନ୍ତୁ ୫ଟି କାରଣ
ନୂଆଦିଲ୍ଲୀ: ଚୀନ ଏବେ ବିଭିନ୍ନ ଦେଶ ପାଇଁ ଚିନ୍ତାର କାରଣ ପାଲଟିଯାଇଛି । ତାଇବାନ ଦେଶକୁ ଯୁଦ୍ଧକୁ ନେଇ ଡରାଉଥିବା ବେଳେ ଆକାଶରେ ଅଧିକାଂଶ ସମୟରେ ଯୁଦ୍ଧ ଜାହାଜ ଉଡାଇ ଚାଲେଞ୍ଜ ଦେଉଛି ଡ୍ରାଗନ । ସେପଟେ ଶ୍ରୀଲଙ୍କାରେ…
6000 ରୁ ଅଧିକ Bank ପଦବୀ ଖାଲି: ଜଲଦୀ କରନ୍ତୁ ଆବେଦନ, ଜାଣନ୍ତୁ କେବେ ଶେଷ ତାରିଖ
ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଭଲ ସୁଯୋଗ । ବ୍ୟାଙ୍କିଂ କ୍ରମିକ ଚୟନ ସଂସ୍ଥାନ (IBPS) ବିଭିନ୍ନ ବ୍ୟାଙ୍କ୍ ରେ ବ୍ୟାଙ୍କ୍ ପିଓ (BANK PO) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି…
ପୁଣି ବଢ଼ିଲା Amul Milk ର ରେଟ୍, ଜାଣନ୍ତୁ କେତେ ବଢ଼ିଲା ରେଟ୍
ନୂଆଦିଲ୍ଳୀ: ଗତ ମାସରୁ ଦୁଗ୍ଧ ଜାତୀୟ ଉତ୍ପାଦ ଉପରେ ଜିଏସଟି ଲାଗୁର ପ୍ରଭାବ ଦେଖିବାକୁ ମିଳିଛି । ଆଉ ଏବେ ଦେଶର ସବୁଠୁ ବଡ଼ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ଅମୂଲ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । ବୁଧବାର ଠାରୁ ଅମୂଲ…
କର୍ମଚାରୀଙ୍କୁ ଛଟେଇ କରିବ ବିଶ୍ୱର ସବୁଠାରୁ ବଡ଼ କମ୍ପାନୀ: ଚେତାବନୀ ଦେବା ସହ କହିଲା କାରଣ
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ କମ୍ପାନୀ ମଧ୍ୟରେ ଜଣାଶୁଣା ଟେକ୍ କମ୍ପାନୀ ‘ଗୁଗଲ’ ନିଜ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ…
SBI ଜାରି କଲା ମାଗଣା ବ୍ୟାଙ୍କିଙ୍ଗ ସେବା
ଏସବିଆଇ ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍: ଷ୍ଟେଟ୍ ବ୍ୟାଙ୍କ୍ ଏହାର ଦ୍ୱାରପାଳ (ଡୋରଷ୍ଟେପ୍ )ବ୍ୟାଙ୍କ ସେବା ଆରମ୍ଭ କରିସାରିଛି, କିନ୍ତୁ କୋଭିଡ୍ -୧୯ ମହାମାରୀ ସମୟରେ ଏହା ଅଧିକ ଉପଯୋଗୀ ହୋଇପାରିଛି। ବର୍ତ୍ତମାନ, ଏସବିଆଇ…
ଖୁସି ଖବର! ଶସ୍ତା ହେବ ଖାଇବା ତେଲ, ଆଜି IMC ବୈଠକରେ ନିଆଯିବ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଆସିଛି ଏକ ଆରାମଦାୟକ ଖବର । ଖାଇବା ତେଲର ଦାମ୍ ପୁଣିଥରେ ହ୍ରାସ ପାଇବାର ସମ୍ଭାବନା ରହିଛି । ମଙ୍ଗଳବାର ଦିନ ଦ୍ରବ୍ୟର ମୂଲ୍ୟ ଉପରେ ଆଇଏମସିର ଏକ…
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଆଉ ଦେବାକୁ ପଡ଼ିବନାହିଁ ଅତିରିକ୍ତ ଶୁଳ୍କ, IRCTCର ନିଷ୍ପତ୍ତି
ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଆଉ କ୍ୟାଟରିଂ ସେବା ଉପରେ ୫୦ ଟଙ୍କା ଅତିରିକ୍ତ ଚାର୍ଜ ପୁନରୁଦ୍ଧାର କରିପାରିବ ନାହିଁ । ଏହି ମାମଲାରେ ଭାରତୀୟ ରେଳ ବୋର୍ଡ…