Browsing Category
ବାଣିଜ୍ୟ
ପୁଣି ଜନତାଙ୍କୁ ମହଙ୍ଗା ମାଡ଼: ୪ଟି ବ୍ୟାଙ୍କ ବଢ଼ାଇଲେ EMI ବୋଝ
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ମହଙ୍ଗା ମାଡ଼ ଜାରି ରହିଛି । ମହଙ୍ଗା ଯନ୍ତ୍ରଣାରେ ସାଧାରଣ ଜନତା କଲବଲ ହେଉଥିବା ବେଳେ ଏହା ମଧ୍ୟରେ ପୁଣି ଏକ ବୋଝ ଲଦା ହୋଇଛି । ହାଉସିଂ ଫାଇନାନ୍ସ କମ୍ପାନୀ ଏଚଡିଏଫସି ନିଜର ଲୋନର ସୁଧ…
ଆପଣମାନେ Facebook ବ୍ୟବହାର କରୁଛନ୍ତି କି, ତେବେ ଆଜିଠାରୁ ଟଙ୍କା ରୋଜଗାର ଆରମ୍ଭ କରିଦିଅନ୍ତୁ, ଜାଣନ୍ତୁ ଏହି ୫ଟି ଉପାୟ
ଆଜିକାଲି ଲୋକମାନେ ଖାଇବା ପିଇବା ଭୁଲିଯିବେ ପଛେ, ସୋସିଆଲ ମିଡ଼ିଆ ବ୍ୟବହାର କରିବା କଦାପି ଭୁଲିବେନି । ଆଜି ଫେସବୁକ୍ ହେଉଛି ଦୁନିଆର ନମ୍ବରୱାନ ସୋସିଆଲ ନେଟୱାର୍କିଂ ସାଇଟ୍ । ସାଧାରଣତଃ ଲୋକମାନେ ଫେସବୁକରେ ଚାଟିଂ,…
ପେଟ୍ରୋଲ ପରେ ୧୩୫ ଟଙ୍କା ଶସ୍ତା LPG ଗ୍ୟାସ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରର ରେଟ୍
ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ରୁ ବଞ୍ଚାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଗତ କିଛିଦିନରେ ପେଟ୍ରୋଲ-ଡିଜେଲ ଦର କମିବା ପରେ ଏବେ ଏଲପିଜି ସିଲିଣ୍ଡର ରେଟ୍ ବି ହ୍ରାସ ପାଇଛି । ୧…
ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନାର ୧୧ତମ କିସ୍ତି ଜାରି, ଏହିପରି ପାଞ୍ଚ ମିନିଟରେ ଯାଞ୍ଚ କରନ୍ତୁ ବାଲାନ୍ସ
ଶିମଲା(ଓଡିଶା ଭାସ୍କର): ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନାର ୧୧ତମ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ଆୟୋଜିତ ହୋଇଥିବା ଗରିବ କଲ୍ୟାଣ…
ମହଙ୍ଗା ହେଲା ଆକ୍ସିସ ବ୍ୟାଙ୍କ ସେବା, ମିନିମମ୍ ବାଲାନ୍ସ ନ ରହିଲେ ଦେବାକୁ ପଡ଼ିବ ଚାର୍ଜ
ନୂଆଦିଲ୍ଲୀ: ଆକ୍ସିସ ବ୍ୟାଙ୍କ୍ ଗ୍ରାହକଙ୍କ ପାଇଁ ଝଟକା । ବ୍ୟାଙ୍କ ଏହାର ସର୍ବନିମ୍ନ ବାଲାନ୍ସ ଚାର୍ଜରେ ବୃଦ୍ଧି କରିଛି । ଏଣିକି ଆକ୍ସିସ ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ନରିଖିଲେ ଏଥିପାଇଁ ଅଧିକ ଚାର୍ଜ…
ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ନିୟମରେ ବଡ଼ ପରିବର୍ତ୍ତନ! ଜାଣନ୍ତୁ ସରକାରଙ୍କ ନୂଆ ଗାଇଡଲାଇନ୍
ନୂଆଦିଲ୍ଲୀ: ଗାଡ଼ି ଚାଳକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଆପଣଙ୍କୁ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) କୁ ଯିବାକୁ ପଡ଼ିବ ନାହିଁ। ଡ୍ରାଇଭିଂ ଲାଇସେନ୍ସକୁ ଅତି ସହଜ…
ଚାଷୀଙ୍କ ଆକାଉଣ୍ଟକୁ ଶୀଘ୍ର ଯିବ ୨୦୦୦ ଟଙ୍କା: ୩୧ ମେ’ ପୂର୍ବରୁ ସାରିଦିଅନ୍ତୁ ଏହି କାମ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୧ତମ କିସ୍ତିର ତାରିଖ ପାଖେଇ ଆସୁଛି । ସରକାର ଖୁବଶୀଘ୍ର ଚାଷୀଙ୍କ ଆକାଉଣ୍ଟରେ ପିଏମ କିଷାନ ନିଧିର ୨୦୦୦ ଟଙ୍କା ଟ୍ରାନ୍ସଫର କରିବେ । ପିଏମ୍ କିଷାନ ସମ୍ମାନ ନିଧିର…
ଆଧାରକାର୍ଡକୁ ନେଇ ଜରୁରୀ ସୂଚନା! ଆଡଭାଇଜରୀ ପ୍ରତ୍ୟାହାର କଲେ ସରକାର, ଜାଣନ୍ତୁ କାହିଁକି ନେବାକୁ ପଡିଲା ଏହି ନିଷ୍ପତ୍ତି?
ନୂଆଦିଲ୍ଲୀ: ଆଧାରକାର୍ଡକୁ ନେଇ ଜାରି ହୋଇଥିବା ଆଡଭାଇଜରୀକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି । ବ୍ୟାଙ୍କ ହେଉ ବା ହୋଟେଲ ସବୁଠି ଆଧାର କାର୍ଡର ବ୍ୟବହାର ବାଧ୍ୟତାମୂଳକ ହୋଇଛି । ହେଲେ ନିକଟରେ ଆଧାର କାର୍ଡ ସୁରକ୍ଷା…
ଆର୍ଥିକ ବର୍ଷ ୨୦୨୧-୨୨ରେ କେଉଁ ବ୍ୟାଙ୍କ ପ୍ରଦାନ କରିଛି ସର୍ବାଧିକ ଲୋନ୍, ସାମ୍ନାକୁ ଆସିଲା Moneycontrol ରିପୋର୍ଟ
ନୂଆଦିଲ୍ଲୀ: କେଉଁ ପବ୍ଲିକ ସେକ୍ଟର ବ୍ୟାଙ୍କ ଗ୍ରାହକଙ୍କୁ ସବୁଠାରୁ ଅଧିକ ମାତ୍ରାରେ ଲୋନ୍ ପ୍ରଦାନ କରିଛି, ତାହା ଆପଣମାନେ ଜାଣିଛନ୍ତି । ଏନେଇ ମନିକଣ୍ଟ୍ରୋଲ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି । ତେବେ ଚଳିତ…
Masked Aadhaar Card କ’ଣ? କେହି ଆପଣଙ୍କର କରିପାରିବେନି କ୍ଷତି, ବ୍ୟକ୍ତିଗତ ସୁରକ୍ଷା କ୍ଷେତ୍ରରେ ଏହା ଏକ ବ୍ରହ୍ମାସ୍ତ୍ର
ନୂଆଦିଲ୍ଲୀ: ଆଧାର କାର୍ଡର ଗୁରୁତ୍ୱ ଆମର ଦୈନନ୍ଦିନ ବିଷୟରେ କେତେ, ତାହା କିଏ ବା ନ ଜାଣିଛି । ଆଜିକାଲି ପ୍ରତ୍ୟେକ ସରକାରୀ କାର୍ଯ୍ୟରେ ଆଧାର କାର୍ଡ ନିହାତି ଜରୁରୀ ହୋଇପଡ଼ିଛି । ପରିଚୟ ପତ୍ର ଠାରୁ ଆରମ୍ଭ କରି…