Browsing Category

ବାଣିଜ୍ୟ

୨୦୨୩ ସୁଦ୍ଧା ଆସିପାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଟାଲ ମୁଦ୍ରା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଡିଜିଟାଲ କରେନ୍ସୀ ଲଞ୍ଚ କରିବା ଦିଗରେ ଭାରତ ତ୍ୱରିତ ପଦକ୍ଷେପ ନେଉଛି । ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୨୩ ସୁଦ୍ଧା ଭାରତ ଏହାର ଡିଜିଟାଲ ମୁଦ୍ରା ପ୍ରସ୍ତୁତ କରିବ ।…

ପୁଟିନ୍ ଙ୍କ ଜିଦ୍ ଆଗରେ ନଇଁଲେ ୪ ୟୁରୋପୀୟ ଦେଶ, ଋଷଠୁ ଗ୍ୟାସ୍ କିଣିବା ଲାଗି ରୁବେଲରେ କରିବେ ପେମେଣ୍ଟ

ମସ୍କୋ: ଚାଲିଥିବା ଋଷ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଋଷ ସର୍ତ୍ତ ଆଗରେ ମୁଣ୍ଡ ନୁଆଁଇଛନ୍ତି ଚାରି ୟୁରୋପୀୟ ଦେଶ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କିଛି ଦିନ ତଳେ କହିଥିଲେ ଯେ, ଯେଉଁ ଦେଶମାନେ ପ୍ରାକୃତିକ ଗ୍ୟାସ୍…

୨୦୨୧ ଡିସେମ୍ବର ତ୍ରୈମାସିକରେ ୯ ଟି ଶିଳ୍ପରେ ହୋଇଛି ୩.୧୪ କୋଟି ନିଯୁକ୍ତି: କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ

ନୂଆଦିଲ୍ଲୀ: ସରକାରୀ ରିପୋର୍ଟ ଅନୁଯାୟୀ ଡିସେମ୍ବର ୨୦୨୧ ତ୍ରେିମାସିକରେ ଦେଶର ପ୍ରମୁଖ ସଂସ୍ଥାମାନଙ୍କରେ ୪ ଲକ୍ଷ ଲୋକ ନୂଆ ଚାକିରି ପାଇଛନ୍ତି । କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଗୁରୁବାର ତ୍ରୈମାସିକ ରୋଜଗାର…

ମୋଦୀ ସରକାର ଆଣିଛନ୍ତି ଯୋଜନା: ୬୦ ବର୍ଷ ହେଲେ ଶ୍ରମିକ ମଧ୍ୟ ପାଇବେ ପେନ୍ସନ୍, ଜାଣନ୍ତୁ ପ୍ରସେସ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ଶ୍ରମିକମାନଙ୍କୁ ପେନସନ୍ ସୁବିଧା ଯୋଗାଇବେ । ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଉତ୍ତମ ଯୋଜନା । ଏହା ଅଧୀନରେ ରାସ୍ତାଘାଟ…

ଖିମଜୀ ଜୁଏଲର୍ସରେ ‘ଦି ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍’ର ଶୁଭାରମ୍ଭ, ଜାଣନ୍ତୁ କେତେ ମିଳିବ ରିହାତି?

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଖରିଫ ଋୁତୁକୁ ସ୍ୱାଗତ କରି ଧାନ ବୁଣିବାର ସୁବର୍ଣ୍ଣ ପର୍ବକୁ ପାଳନ କରିବା ପାଇଁ, ଓଡିଶାର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ, ଖିମଜୀ ଜୁଏଲର୍ସ ନିଜର ଆକର୍ଷଣୀୟ ଅଳଙ୍କାର ସଂଗ୍ରହ…

ହାଣ୍ଡିଶାଳରେ ମହଙ୍ଗା ମାଡ଼, କଲବଲ କରୁଛି ପରିବା ଦର

ଭୁବନେଶ୍ୱର : ହାଣ୍ଡିଶାଳକୁ ଲୋଡ଼ା ପଡ଼ିଥାଏ ପରିବା । ପ୍ରତ୍ୟେକ ପରିବାରରେ ଏହା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ତେବେ ଏହାରି ଭିତରେ ଏବେ ସବୁଜ ପନି ରିବାର ଦର ଆକାଶଛୁଆଁ ହେବା ସାଧାରଣ ଲୋକଙ୍କୁ କଲବଲ କରିବା ସହ…

୩୦ ଦିନ ମଧ୍ୟରେ ଦ୍ୱିଗୁଣିତ ହୋଇଯିବ ଆପଣଙ୍କ ଟଙ୍କା, ଆଦାନୀ ଗୃପର ଏହି ଷ୍ଟକ୍ ରେ କରନ୍ତୁ ନିବେଶ

ମୁମ୍ବାଇ: ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ସେୟାର କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଗ୍ରୁପର ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ୭ ଟି କମ୍ପାନୀ ମଧ୍ୟରୁ ଗୋଟିଏର ରିଟର୍ନ ଏତେ ଭଲ ହୋଇଛି ଯେ ଏହା ଏକ ମାସ ମଧ୍ୟରେ…

ଗୌତମ ଅଦାନୀଙ୍କ ଉପରେ କୁବେରଙ୍କ କୃପା, ବଢିଚାଲିଛି ସମ୍ପତ୍ତି ତାଲିକା

ମୁମ୍ବାଇ: ଭାରତର ଶିଳ୍ପପତି ଗୌତମ ଅଦାନୀ ଚଳିତ ବର୍ଷ ନିଜ ନାମରେ ଗୋଟିଏ ପରେ ଗୋଟିଏ ରେକର୍ଡ ଯୋଡ଼ି ଚାଲିଛନ୍ତି । ଚଳିତ ବର୍ଷ ସେ ଏସିଆର ସବୁଠୁ ଧନୀ ବ୍ୟକ୍ତି ହେବା ସହିତ ବିଶ୍ୱ ଧନୀ ତାଲିକାରେ ଚତୁର୍ଥ ସ୍ଥାନରେ…

ଅକ୍ଷୟ ତୃତୀୟାରେ ସୁନାରେ ନିବେଶ କରନ୍ତୁ: ଜାଣନ୍ତୁ କେଉଁଥିରୁ ମିଳିବ ଅଧିକ ରିଟର୍ଣ୍ଣ

ସୋଭେରିନ ଗୋଲ୍ଡ ବଣ୍ଡସ୍: ଜୁଲାଇ ୧୨ରୁ ୧୬ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚତୁର୍ଥ ଏସଜିବି ଆରମ୍ଭ ହେଉଛି । ଏହି ସମୟରେ ଆପଣ ସୁନାର ମୂଲ୍ୟରେ ସୋଭେରିନ୍ ଗୋଲ୍ଡ ବଣ୍ଡସ୍ କ୍ରୟ କରି ପାରିବେ । ସର୍ବନିମ୍ନ…

ଟୁଇଟରକୁ କିଣିଲେ ଏଲନ ମସ୍କ, ସିଇଓ ପରାଗ ଅଗ୍ରଓ୍ଵାଲ କହିଲେ- ଅନ୍ଧକାରରେ କମ୍ପାନୀର ଭବିଷ୍ୟତ

ନୂଆଦିଲ୍ଲୀ: ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଟୁଇଟରକୁ କିଣିବାରେ ସଫଳ ହୋଇଛନ୍ତି। ଟୁଇଟର ଉପରେ ଏଲନ ମସ୍କଙ୍କ ନଜର ପଡିବା ସହିତ କମ୍ପାନୀର ସିଇଓଙ୍କ ସହିତ ତାଙ୍କ ମଧ୍ୟରେ ମତଭେଦ ରହିଥିବା ଚର୍ଚ୍ଚା ଜୋର…