Browsing Category

ବାଣିଜ୍ୟ

ଏଣିକି ବିଦେଶରୁ ହୋଇପାରିବ UPI ପେମେଣ୍ଟ୍, ଏହି ବ୍ୟାଙ୍କ ଆରମ୍ଭ କଲା ପ୍ରଥମ ସେବା

ନୂଆଦିଲ୍ଲୀ: ଡିଜିଟାଲ୍ ନେଣଦେଣ ବଜାରରେ ୟୁପିଆଇ ହେଉଛି ଖୁବ୍ ଲୋକପ୍ରିୟ ପେମେଣ୍ଟ ମୋଡ୍ । ଏବେସୁଦ୍ଧା ୟୁପିଆଇ ଦ୍ୱାରା କେବଳ ଭାରତରେ ହିଁ ପେମେଣ୍ଟ କରିବାର ସୁବିଧା ମିଳୁଛି । ହେଲେ ଏବେଠାରୁ ବିଦେଶୀଙ୍କୁ ମଧ୍ୟ ଆପଣ…

IPO ଲିଷ୍ଟିଂ: ସୁପ୍ରିୟା ଲାଇଫ୍ ସାଇନ୍ସ ଶେୟାର ମୂଲ୍ୟରେ ୫୫ ପ୍ରତିଶତ ଅଭିବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ ଜାରି ରହିଛି ଆଇପିଓର ସିଜିନ୍ । ଗତକାଲି ଏଚପି ଆଧେସିଭର ଆଇପିଓ ଲଞ୍ଚ ହୋଇଥିବା ବେଳେ ଆଜି ଆଉ ଏକ ନୂଆ ଆଇପିଓ ଲଞ୍ଚ ହୋଇଛି । ଏହି ଆଇପିଓ ଲଞ୍ଚ ହେବା ସହିତ ଏହା ନିବେଶକଙ୍କୁ…

ସାଧାରଣ ଲୋକଙ୍କୁ ଝଟକା, ଏଣିକି Ola-Uber ଓ ଅଟୋରେ ଯାତ୍ରା କରିବା ପଡ଼ିବ ମହଙ୍ଗା

ନୂଆଦିଲ୍ଲୀ: ନୂଆବର୍ଷ ଲୋକଙ୍କ ପାଇଁ କିଛି ଭଲ ସୁବିଧା ନେଇ ଆସିଥିବା ବେଳେ କିଛି ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିବ । ପୂର୍ବରୁ ଲୋକମାନେ କେବଳ ପେଟ୍ରୋଲ-ଡିଜେଲର ଦରଦାମ୍ ବୃଦ୍ଧି ଯୋଗୁଁ ଚିନ୍ତିତ ଥିଲେ,…

ନୂଆବର୍ଷରୁ ମହଙ୍ଗା ହେବ କ୍ୟାବ୍‌ ସେବା, ପହିଲାରୁ ଭଡ଼ା ବଢ଼ାଇବେ ଓଲା-ଉବର

ନୂଆଦିଲ୍ଲୀ: ନୂଆବର୍ଷରୁ ମହଙ୍ଗା ହେବ ଓଲା-ଉବର ଭଡା । ନୂଆବର୍ଷରୁ ସାରା ଦେଶରେ ମହଙ୍ଗା ହେବାକୁ ଯାଉଛି ଅନଲାଇନ୍‌ କ୍ୟାବ୍‌ ସେବା । ପୂର୍ବରୁ ଅନଲାଇନରେ କ୍ୟାବ୍‌ ବୁକ୍‌ କରି ଯାତ୍ରା କଲେ ଯେତିକି ଟଙ୍କା ଦେଉଥିଲେ,…

ଗ୍ରାହକଙ୍କୁ ଆଶ୍ୱସ୍ତି: ହ୍ରାସ ପାଇଲା ଖାଇବା ତେଲର ଦାମ୍

ନୂଆଦିଲ୍ଲୀ: ଆମଦାନି ଶୁଳ୍କ ହ୍ରାସ କରାଯିବା ପରେ ଗତ କିଛି ମାସ ଭିତରେ ଦେଶରେ ଖାଇବା ତେଲ ଦାମ୍ ହ୍ରାସ ପାଇଛି । ଅଧିକ ଅଶୋଧିତ ସନ୍‌ଫ୍ଲାୱାର ତୈଳ ଆମଦାନି କରାଯିବା ସହ ଉତ୍ପାଦନ ଓ ପରିବହନ ଖର୍ଚ୍ଚ ଯୋଗୁଁ ତାହାର…

ଶେୟାର ବଜାରରେ ପଦାର୍ପଣ କଲା ଏଚପି ଆଧେସିଭ୍: ଆଇପିଓ ଲିଷ୍ଟିଙ୍ଗରେ ୧୬.୪୨ ପ୍ରତିଶତ ଲାଭ

ନୂଆଦିଲ୍ଲୀ: ଆଇପିଓ ପଦାର୍ପଣରେ ନିବେଶକଙ୍କୁ ମାଲେମାଲ କରିଛି ଏଚପି ଆଧେସିଭ୍ । ସୋମବାର ଏନଏସଇ ମାର୍କେଟ ଖୋଲିବା ସହିତ ଏହି କମ୍ପାନୀର ଲିଷ୍ଟିଂ ହୋଇଥିଲା । ବଜାର ଖୋଲିବା ସହିତ ଏହି ଶେୟାର ମୂଲ୍ୟ ୩୧୯ଟଙ୍କା…

ଆକାଉଣ୍ଟକୁ ସିଧା ୧୦ ହଜାର ଟଙ୍କା ପଠାଉଛନ୍ତି କେନ୍ଦ୍ର ସରକାର: ମାର୍ଚ୍ଚ ପୂର୍ବରୁ ସାରନ୍ତୁ ଏହି କାମ, ଜାଣନ୍ତୁ ଯୋଜନା ବିଷୟରେ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନେକ ଜନ କଲ୍ୟାଣମୂଳକ ଯୋଜନା ଆରମ୍ଭ କରିଛନ୍ତି । ଏହା ଅଧୀନରେ ସମାଜର ବିଭିନ୍ନ ବର୍ଗକୁ ସମସ୍ତ ପ୍ରକାରର ସୁବିଧା ଓ ଆର୍ôଥକ ସହାୟତା ଯୋଗାଇ ଦିଆଯାଉଛି । ସେହିପରି କେନ୍ଦ୍ର ସରକାରଙ୍କ…

ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଛୁଟିର ଲିଷ୍ଟ୍

ନୂଆଦିଲ୍ଲୀ: ନୂଆବର୍ଷ ଆସିବାକୁ ଯାଉଛି, ଯାହାର ଶୁଭାରମ୍ଭରେ ଅନେକ ଜିନିଷ ବଦଳିଯିବ । ଜାନୁଆରୀ ୧ରୁ କିଛି ନିୟମ ଲାଗୁ ହୋଇଯିବ ଓ ବ୍ୟାଙ୍କିଙ୍ଗ ସହ ଜଡ଼ିତ ଅନେକ ଜିନିଷରେ ବି ପରିବର୍ତ୍ତନ ହେବ । ତେବେ ଜାନୁଆରୀ ୨୦୨୨ରେ…

Paytmର ନୂଆ ଅଫର୍: ମୋବାଇଲ୍ ରିଚାର୍ଜ କଲେ ମିଳିବ ୧୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଜିତିବାର ମଉକା

ନୂଆଦିଲ୍ଲୀ: ଅନଲାଇନ୍ ପେମେଣ୍ଟ ଆପ୍ ଓ ୱାଲେଟ୍ ଆପ୍ ପେଟିଏମ୍ ୟୁଜର୍ସଙ୍କ ପାଇଁ ଖୁସି ଖବର । ଏଥିରେ ଏବେ ମୋବାଇଲ୍ ରିଚାର୍ଜ କଲେ ମିଳିବ ୧୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଦିଆଯାଉଛି । ଏହି ଅଫର୍ ଯେକୌଣସି…

ଭାରତ ହେବ ବିଶ୍ୱର ତୃତୀୟ ମହାଶକ୍ତି, ଅର୍ଥନୀତିରେ ଫ୍ରାନ୍ସ ଓ ବ୍ରିଟେନକୁ ଅତିକ୍ରମ କରିବ: ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ୨୦୨୨ ନୂଆବର୍ଷ ଭାରତ ପାଇଁ ଶୁଭ ସାବ୍ୟସ୍ତ ହେବ । ଆସନ୍ତା ବର୍ଷ ଭାରତ ଅର୍ଥନୀତିରେ ଫ୍ରାନ୍ସକୁ ଟପିଯିବ ଓ ୨୦୨୩ ବେଳକୁ ବିଶ୍ୱର ଷଷ୍ଠ ବୃହତ୍ ଅର୍ଥବ୍ୟବସ୍ଥା ପାଲଟିଯିବ । ସେହିପରି ୨୦୩୧ ବେଳକୁ…